fbpx

ଦୀର୍ଘ ସମୟ ଧରି ଗୃହପାଳିତ ପଶୁଙ୍କ ସହ ସମୟ ବିତାଇଲେ ବୃଦ୍ଧାବସ୍ଥା ଶୀଘ୍ର ଆସିବ ନାହିଁ: ଅଧ୍ୟୟନ ରିପୋର୍ଟ

ନୂଆଦିଲ୍ଲୀ: ବୟସ୍କ ବ୍ୟକ୍ତିଙ୍କୁ ନେଇ ରିସର୍ଚ୍ଚରୁ ଏକ ନୂଆ ଖୁଲାସା ହୋଇଛି । ବୟସ୍କ ବ୍ୟକ୍ତିମାନେ ଗୃହପାଳିତ ପଶୁପକ୍ଷୀଙ୍କ ସହ ସମୟ ଅତିବାହିତ କଲେ ସେମାନଙ୍କ ଠାରେ ବୃଦ୍ଧାବସ୍ଥା ବିଳମ୍ବରେ ଆସିଥାଏ । ନିକଟରେ…

ସଡ଼କ ଦୁର୍ଘଟଣା: ମୃତକ ଓ ଆହତଙ୍କ ସହାୟତା ରାଶି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକମାନେ ୮ ଗୁଣ ଅଧିକ ସହାୟତା ପାଇବେ । ସେହିପରି ଦୁର୍ଘଟଣାରେ ଆହତ…

BJDକୁ କଡ଼ା ଟକ୍କର ଦେବ ବୋଲି କହୁଥିଲା BJP: ଜାଣନ୍ତୁ ଗେରୁଆ ଦଳର ପରାଜୟ ପଛର ୬ଟି କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତିର ଆଜି ତୃତୀୟ ଦିବସ । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ସର୍ବାଧିକ ଜିଲ୍ଲା ପରିଷଦ ସିଟରେ ଜିତି ଆଗରେ ରହିଥିବା ବେଳେ ବହୁ ପଛରେ ପଡ଼ିଛନ୍ତି ବିଜେପି…

SEBIର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ, ଦୌଡ଼ରେ ଅଛନ୍ତି ୫ ଜଣ ଦାବିଦାର

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତ ଓ ବିନିମୟ ବୋର୍ଡ (ସେବି)ର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ତାହାକୁ ନେଇ ଆରମ୍ଭ ହୋଇଯାଇଛି କସରତ । ଏହି ପଦବୀରେ କେନ୍ଦ୍ର ସରକାର କାହାକୁ ଅବସ୍ଥାପିତ କରିବେ ତାହାକୁ ଉତ୍ସୁକତାର ସହ…

ଆଜି ରାଜ୍ୟରୁ ୭ଟି ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…

ଭାରତୀୟ ଖେଳାଳିଙ୍କ ପ୍ରାଇଭେଟ ପାର୍ଟରେ ବାଜିଲା କ୍ରିକେଟ ବଲ୍, ଭୀଷଣ ଯନ୍ତ୍ରଣାରେ କିପରି ଛଟପଟ ହେଉଛନ୍ତି ଦେଖନ୍ତୁ Video

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରେ ବିଜୟ ସହ ଭାରତ ସିରିଜ୍ ଜିତି ନେଇଛି । ତେବେ ଏହି ମ୍ୟାଚରେ ଜଣେ ଭାରତୀୟ ଖେଳାଳି ଗମ୍ଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ଖେଳ ଚାଲିଥିବା ବେଳେ ଏକ ବଲ ତାଙ୍କର…

ପୁଟିନ ଗଠନ କରିବେ ସୋଭିଏତ ସଙ୍ଘ, ମୋଦୀ ଗଠନ କରନ୍ତୁ ଅଖଣ୍ଡ ଭାରତ, ସୋସିଆଲ ମିଡ଼ିଆରେ ‘PoK’ ଟ୍ରେଣ୍ଡିଂ

ନୂଆଦିଲ୍ଲୀ: ଆଜି ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧର ପଞ୍ଚମ ଦିବସ । ତେବେ ଇତିମଧ୍ୟରେ ସମଗ୍ର ବିଶ୍ୱ ଏହି ଯୁଦ୍ଧକୁ ନେଇ ଭୟଭୀତ ଅବସ୍ଥାରେ ରହିଛି । ବିଭିନ୍ନ ଦେଶ ପରି ଭାରତ ତା’ର ନାଗରିକଙ୍କୁ ୟୁକ୍ରେନରୁ ନିଜ ଦେଶକୁ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୭୧ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ସରକାରୀ କର୍ମଚାରୀଙ୍କ ଆକାଉଣ୍ଟକୁ ଆସିପାରେ ୨ ଲକ୍ଷ ଟଙ୍କା, Pending DA Areear ପ୍ରଦାନ କରିବେ ମୋଦୀ ସରକାର

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପକ୍ଷରୁ ଡିଏ ଏରିଅରକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ଦୀର୍ଘ ସମୟ ଧରି କେନ୍ଦ୍ରୀୟ କର୍ମଚାରୀମାନେ ଡିଏ ଏରିଅରର ଅପେକ୍ଷାରେ ରହିଥିଲେ । ତେବେ କେନ୍ଦ୍ର ସରକାର କର୍ମଚାରୀଙ୍କର ଡିଏକୁ ୱାନ…

ରାଜ୍ୟରେ ବଢ଼ିବ ବିଦ୍ୟୁତ ଦର: ଗ୍ରୀଡକୋ-ବେଦାନ୍ତର ଲଢ଼େଇରେ ବଳି ପଡ଼ିବେ ଉପଭୋକ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏକ ଦୁଃଖଦ ଖବର । ଆସନ୍ତା ଆର୍ଥିକ ବର୍ଷରେ ବିଦ୍ୟୁତ ଶୁଳ୍କ ବଢ଼ିବାକୁ ଯାଉଛି । ଆସନ୍ତା ଆର୍ଥିକ ବର୍ଷର ବିଦ୍ୟୁତ ଶୁଳ୍କକୁ ନେଇ ଓଡ଼ିଶା…