OAS ସ୍ତରରେ ଅଦଳବଦଳ, ମନୋରଞ୍ଜନ ମଲ୍ଲିକ ହେଲେ OSSC ସେକ୍ରେଟାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି)ର ଯୁଗ୍ମ ସଚିବ ମନୋରଞ୍ଜନ ମଲ୍ଲିକଙ୍କୁ ଓଏସଏସସିର ସେକ୍ରେଟାରୀ ଭାବେ…

UKSEE 2022: ଜାଣନ୍ତୁ ପରୀକ୍ଷା ତାରିଖ, ଆଡମିଶନ ପ୍ରୋସେସ୍, ସିଲାବସ୍ ଓ କାଉନସେଲିଂ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଟେକ୍ନିକାଲ ୟୁନିଭରସିଟି (ୟୁଟିୟୁ) ଦ୍ୱାରା ପ୍ରତ୍ୟେକ ବର୍ଷ ଉତ୍ତରାଖଣ୍ଡ ଷ୍ଟେଟ ଏଣ୍ଟ୍ରାନ୍ସ ଏକଜାମିନେସନ (ୟୁକେଏସଇଇ) ଅନୁଷ୍ଠିତ ହୋଇଥାଏ । ବ୍ୟାଚେଲର ଡିଗ୍ରୀ କୋର୍ସ (ବିଏଚଏମସିଟି,…

ବ୍ରିଟିଶ ଇଣ୍ଡିଆନ ସିଙ୍ଗର ତାଜଙ୍କର ଦେହାନ୍ତ, ଆଉ ଦେଖିବାକୁ ମିଳିବନି ‘ନାଚେଙ୍ଗ ସାରି ରାତ୍’ର ଡ୍ୟାନ୍ସ ଜଲୱା

ନୂଆଦିଲ୍ଲୀ: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି । ଲୋକପ୍ରିୟ ବ୍ରିଟିଶ ଇଣ୍ଡିଆନ ସିଙ୍ଗର ତରସେମ ସିଂହ ସୈନୀଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କୁ ଲୋକମାନେ ଷ୍ଟେରିଓ ନେସନ ଭାବେ ଜାଣିଥିଲେ । ସେ ଗତ ଦୁଇବର୍ଷ ଧରି…

ଋଷିକେଶରେ ରାଫ୍ଟିଙ୍ଗ କରୁଥିବା ସମୟରେ ନଦୀର ପ୍ରଖର ଜଳସ୍ରୋତରେ ଖସି ପଡ଼ିଲେ ଦୁଇ ଯୁବତୀ, ଦେଖନ୍ତୁ Video

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଋଷିକେଶରେ ରିଭର ରାଫ୍ଟିଙ୍ଗ କରୁଥିବା ସମୟରେ ଅଘଟଣର ସାମ୍ନା କରିଛନ୍ତି ଦୁଇ ଯୁବତୀ । ଦୁଇ ଯୁବତୀ ନଦୀ ପାଣିକୁ ଖସି ପଡ଼ିବା ପରେ ଜଳସ୍ରୋତରେ ଭାସି ଯାଉଥିଲେ । ତେବେ ଏହି ସମୟରେ ଯବାନମାନେ…

ପଟିଆଲା ହିଂସାକାଣ୍ଡ: ‘ଖଲିସ୍ତାନ ମୁର୍ଦ୍ଦାବାଦ’ ନାରାକୁ ନେଇ ମୁହାଁମୁହିଁ ହେଲେ ଦୁଇଗୋଷ୍ଠୀ, ଦେଖନ୍ତୁ ଖଣ୍ଡା, ପଥରମାଡ଼ର Video

ନୂଆଦିଲ୍ଲୀ: ପଞ୍ଜାବରେ ଖଲିସ୍ତାନୀ ସମର୍ଥକ ଓ ହିନ୍ଦୁ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ଜାରି ରହିଛି । ପଟିଆଲାର ମା’ କାଳୀ ମନ୍ଦିରରେ ନିକଟରେ ଏନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ । ଶିବସେନା ପକ୍ଷରୁ…

ଲକ୍ ଅପ୍ ଶୋ’ରେ ପୁନମ୍ ହେବେ ଟପଲେସ୍, ହଟ୍ ଅବତାର ଦେଖିବାକୁ ଗୋଟିଏ ସପ୍ତାହ ଅପେକ୍ଷା କରିବେ ଫ୍ୟାନ୍ସ

ନୂଆଦିଲ୍ଲୀ: ଅଭିନେତ୍ରୀ ପୁନମ ପାଣ୍ଡେ ନିଜର ହଟ୍ ଅନ୍ଦାଜକୁ ନେଇ ଅଧିକାଂଶ ସମୟରେ ବିବାଦ ଘେରରେ ରହିଥାନ୍ତି । ପୁନମ ଫ୍ୟାନ୍ସଙ୍କୁ କିଛି ନୂଆ ବୋଲ୍ଡ ଅବତାର ଦେଖାଇବାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ…

ସତରେ କ’ଣ ବଲିଉଡକୁ ପଛରେ ପକାଇ ଦେଇଛି ସାଉଥ୍ ଇଣ୍ଡଷ୍ଟ୍ରି: ଅଜୟ, ଅକ୍ଷୟ, ରଣବୀର, ଜନଙ୍କ ସ୍ଥାନ ନେଇଯିବେ କି ପ୍ରଭାସ, ଅଲ୍ଲୁ, ୟଶ, ରାମ ଚରଣ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମଗ୍ର ଭାରତବର୍ଷରେ ସାଉଥ୍ ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଛି । ସାଉଥ୍ ଷ୍ଟାରଙ୍କ ଅଭିନୀତ ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ ।…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଗୁଜୁରାଟରେ ଏଥର କିଏ ଗଢ଼ିବ ସରକାର, Congress ନା BJP: ଶିବରାଜଙ୍କୁ ହଟାଇ ନୂଆ ଗେମ୍ ଖେଳିପାରେ ଭାଜପା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶରେ ରାଜନୈତିକ ବାତାବରଣ ସେତିକି ସରଗରମ୍ ହେବାରେ ଲାଗିଛି । ଏହାମଧ୍ୟରେ ବିଭିନ୍ନ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ବିଭିନ୍ନ ରାଜ୍ୟର…

ମସଜିଦରେ ଭୟଙ୍କର ବିସ୍ଫୋରଣ, ନମାଜ୍ ପଢ଼ୁଥିବା ବେଳେ ୫୦ ଜଣଙ୍କ ଜୀବନ ଗଲା, ୨୦ ଗୁରୁତର

ନୂଆଦିଲ୍ଲୀ: ଆଫଗାନିସ୍ତାନ ରାଜଧାନୀ କାବୁଲର ସୁନ୍ନୀ ମସଜିଦରେ ଏକ ଭୟଙ୍କର ଧମାକା ହୋଇଛି । ଏହି ହମଲାରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ମୃତକମାନେ ମସଜିଦରେ ନମାଜ ପଢ଼ୁଥିବା ସମୟରେ ଏହି…