Breaking News ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨ କୋଭିଡ୍ ପଜିଟିଭ୍ Manas Pradhan Apr 8, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
Breaking News ସୀମା ଟପିଲା ଖାକିର ଜୁଲମ୍: ଥାନାରେ ସାମ୍ବାଦିକଙ୍କ ପୋଷାକ ଉତାରିଲେ ଦୁଇ ପୋଲିସ ଅଧିକାରୀ, ଫଟୋ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ Manas Pradhan Apr 8, 2022 ନୂଆଦିଲ୍ଲୀ: ସାମ୍ବାଦିକଙ୍କ ପ୍ରତି ଖାକିର ଜୁଲମ୍ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ । ନିକଟରେ ଏପରି ଏକ ଘଟଣାର ପୁନରାବୃତ୍ତି ଘଟିଛି ମଧ୍ୟପ୍ରଦେଶରେ । ସାମ୍ବାଦିକ ଓ ତାଙ୍କର ସାଥୀମାନଙ୍କର କପଡ଼ା ଖୋଲି ସସପେଣ୍ଡ…
Breaking News ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଉପହାର: ଏଣିକି ବସଯାତ୍ରା ମାଗଣା, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁହେଲା Manas Pradhan Apr 8, 2022 ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ଗିଫ୍ଟ ଘୋଷଣା କରାଯାଇଛି । ମହିଳାମାନେ ଏଣିକି ମାଗଣାରେ ବସରେ ଯାତ୍ରା କରିପାରିବେ । ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଯୋଗୀ…
Breaking News (Video) ରାତିରେ ଘୋଷଣା ସକାଳୁ ଉଚ୍ଛେଦ: ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗାକୁ ନେଇ BJD-BJP ମୁହାଁମୁହିଁ Manas Pradhan Apr 8, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସକାଳୁ ସକାଳୁ ଭୁବନେଶ୍ୱରର ଝାରପଡ଼ା ଗଣେଶ ମଣ୍ଡପ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ଉକ୍ତ ଅଞ୍ଚଳରେ ବିଜେପି କର୍ପୋରେଟର ପ୍ରାର୍ଥୀ ଜିତିଥିବାରୁ ରାଜନୈତିକ ଆକ୍ରୋଶ ରଖି ବିଜେଡି…
Breaking News ରାଜ୍ୟ ପୋଲିସ ବିଭାଗରେ ହେବ ବଡ଼ ଧରଣର ଅଦଳବଦଳ Manas Pradhan Apr 8, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୯ ତାରିଖରେ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବାକୁ ଯାଉଛି । ତେବେ ଏପରି ସ୍ଥିତିରେ ରାଜ୍ୟରେ ପୋଲିସ ବିଭାଗରେ ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଦେଇଛି । ଅଧିକାଂଶ…
Breaking News ପାକିସ୍ତାନ ନିଜ ଘର କଥା ସମ୍ଭାଳି ପାରୁନାହିଁ, ଅଯଥାରେ ଭାରତ ଉପରେ କାହିଁକି ଆରୋପ ଲଗାଉଛି: ପାକିସ୍ତାନ ବୈଦେଶିକ ମନ୍ତ୍ରୀ Manas Pradhan Apr 6, 2022 ନୂଆଦିଲ୍ଲୀ: ବିଗତ କିଛିବର୍ଷ ଧରି ପାକିସ୍ତାନ ଭୀଷଣ ଆର୍ଥିକ ସଙ୍କଟରେ ପଡ଼ି ଛଟପଟ ହେଉଥିବା ବେଳେ ନିକଟରେ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି । ଏହା ପରେ ମଧ୍ୟ ପାକିସ୍ତାନ ନିଜ ଘର କଥା ସମ୍ଭାଳିବା ପରିବର୍ତ୍ତେ…
Breaking News Pre-Primary ସ୍କୁଲରେ ୨୫ ପ୍ରତିଶତ ସିଟ୍ ଗରିବଙ୍କ ପାଇଁ ମାଗଣା: ଘରୋଇ ସ୍କୁଲ ନିୟମ ସଂଶୋଧନ କଲା ଗଣଶିକ୍ଷା ବିଭାଗ Manas Pradhan Apr 6, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ପ୍ରି-ପ୍ରାଇମେରୀ ସ୍କୁଲର ୨୫ ପ୍ରତିଶତ ସିଟରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବର୍ଗର ପିଲାମାନେ ମାଗଣାରେ ପଢ଼ିପାରିବେ । ଶିକ୍ଷା ଅଧିକାର ଆଇନରେ ରାଜ୍ୟ ସରକାର ନିକଟରେ ସଂଶୋଧନ…
Breaking News ଶ୍ୱାସକ୍ରିୟାରେ ବିଷାକ୍ତ ବାୟୁ ସେବନ କରୁଛନ୍ତି ୯୦ ପ୍ରତିଶତ ଭାରତୀୟ: ବାୟୁ ପ୍ରଦୂଷଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଭୟଙ୍କର ରିପୋର୍ଟ Manas Pradhan Apr 6, 2022 ନୂଆଦିଲ୍ଲୀ: ବେଳକୁ ବେଳ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି । ଆମେ ଦୈନନ୍ଦିନ ଜୀବନରେ ଶ୍ୱାସକ୍ରିୟାରେ କେବଳ ବିଷ ଶୋଷଣ କରିବାରେ ଲାଗିଛେ । ବିଶ୍ୱର ପ୍ରାୟ ୯୯ ପ୍ରତିଶତ ଲୋକ ବିଷାକ୍ତ ବାୟୁ ଗ୍ରହଣ କରି ଭୟଙ୍କର…
Breaking News BJDର ନିବେଦିତା ଜେନା ହେଲେ ଧାମନଗର NAC ଅଧ୍ୟକ୍ଷ Manas Pradhan Apr 6, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ନୋଟିଫାଏଡ୍ ଏରିଆ କାଉନସିଲ (ଏନଏସି)କୁ ଜବଜା କରିନେଇଛି ଶାସକ ଦଳ ବିଜେଡି । ବିଜେଡିର ନିବେଦିତା ଜେନା ଏନଏସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ନିବେଦିତା ତାଙ୍କର…
Breaking News ପ୍ରତ୍ୟେକ ଭାରତୀୟଙ୍କ ହିତ ସାଧନ କରିବା ହେଉଛି BJPର ମୁଖ୍ୟ ଲକ୍ଷ୍ୟ: ମୋଦୀ Manas Pradhan Apr 6, 2022 ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ର ୪୨ତମ ପ୍ରତିଷ୍ଠା ଦିବସ । ଏହି ଖାସ୍ ଦିବସ ଅବସରରେ ଆଜି କଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ବିଜେପିର ‘ଏକ ଭାରତ ଶ୍ରେଷ୍ଠ ଭାରତ’ ନାରା ଗୁଞ୍ଜରିତ…