BMC ନିର୍ବାଚନ: ବିଜେଡିରେ ମାଳ ମାଳ ଆଶାୟୀ, ୬୭ଟି ୱାର୍ଡରେ ୨୦୦ରୁ ଅଧିକ ଆଶାୟୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯିବା ପରେ ଏବେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଆରମ୍ଭ ହୋଇଯାଇଛି ଅଙ୍କକଷା । କେଉଁ ଦଳ…