Breaking News ୟୁକ୍ରେନକୁ ସେନା ପଠାଇବ ନାହିଁ ଆମେରିକା: ବାଇଡେନ Manas Pradhan Feb 25, 2022 ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏଭଳି ସ୍ଥିତିରେ ଆମେରିକା ରୁଷକୁ କଡ଼ା ଚେତାବନୀ ଦେଇଛି । ରୁଷ୍ ୟୁକ୍ରେନ ଉପରେ ଆକ୍ରମଣ କଲେ ତାହାର ଜବାବ…
Breaking News ୟୁକ୍ରେନରେ ଫସିଛନ୍ତି ଯାଜପୁରର ୩ ଛାତ୍ର, ଉଦ୍ଧାର ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ Manas Pradhan Feb 25, 2022 ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ଉପୁଜିଛି । ଏଭଳି ସ୍ଥିତିରେ ଭାରତ ପାଇଁ ଏକ ଜଟିଳ ପରିସ୍ଥିତି ଉପୁଜିଛି । ବିଭିନ୍ନ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ୟୁକ୍ରେନରେ…
Breaking News ପେଟ୍ରୋଲ ଶୁଙ୍ଘିବା କେତେ କ୍ଷତିକର ଆପଣ ଜାଣିଛନ୍ତି କି, ଏହାଦ୍ୱାରା ହୋଇଥାଏ ୧୭ ପ୍ରକାରର ରୋଗ, ଜାଣନ୍ତୁ କ’ଣ ସେସବୁ Manas Pradhan Feb 23, 2022 ନୂଆଦିଲ୍ଲୀ: ଆମର ନିତିଦିନିଆ ଜୀବନରେ ଏପରି ଅନେକ କାର୍ଯ୍ୟ ରହିଛି, ଯାହାକୁ ଆମେ ସାଧାରଣ ଭାବେ ନେଉଥାଉ । କିନ୍ତୁ ବାସ୍ତବରେ ସେହି କାର୍ଯ୍ୟଗୁଡ଼ିକ ପାଇଁ ଆମ ଶରୀରର ଅନେକ କିଛି କ୍ଷତି ସାଧିତ ହୋଇଥାଏ । ସେଥିମଧ୍ୟରୁ…
Breaking News କେବଳ ଜ୍ୟାକଲିନ-ନୋରା ନୁହନ୍ତି, ମହାଠକ ସୁକେଶର ଜାଲରେ ମଧ୍ୟ ପଡ଼ିଥିଲେ ଦୁଇ ସୁନ୍ଦରୀ ଜାହ୍ନବୀ-ସାରା Manas Pradhan Feb 23, 2022 ନୂଆଦିଲ୍ଲୀ: ଦୁଇଶହ କୋଟିର ମହାଠକ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରର ଅପରାଧିକ ମାମଲାର ନୂଆ ପେଡ଼ି ଖୋଲିଛି । ପୂର୍ବରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍, ନୋରା ଫତେହୀଙ୍କ ପରି ବଲିଉଡ ଅଭିନେତ୍ରୀ ସୁକେଶର ଜାଲରେ ପଡ଼ିଥିବା ବେଳେ…
Breaking News ଆଜି ରାଜ୍ୟରୁ ୯ ଜଣଙ୍କ ଜୀବନ ନେଲା କରୋନା Manas Pradhan Feb 23, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…
Breaking News ତୃତୀୟ ବିଶ୍ୱ ଯୁଦ୍ଧ ଆଡ଼କୁ ମୁହାଁଉଛି ସମଗ୍ର ବିଶ୍ୱ, ଏଭଳି ସ୍ଥିତି କିଏ ରୁଷ ଆଉ କିଏ ୟୁକ୍ରେନକୁ କରିବ ସମର୍ଥନ Manas Pradhan Feb 23, 2022 ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟନ୍ତି ରୁଷ ଓ ୟୁକ୍ରେନ । ରୁଷର ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧରେ ୟୁକ୍ରେନକୁ ସହଯୋଗ କରିବାକୁ ଆଗେଇ ଆସିଛି ଯୁକ୍ତରାଷ୍ଟ୍ର ଆମେରିକା ।…
Breaking News ଯେଉଁ ପିତାମାତା ଭୋଟ ଦେବେ, ସେମାନଙ୍କ ପିଲାମାନେ ପରୀକ୍ଷାରେ ପାଇବେ ଅଧିକ ମାର୍କ, ଘୋଷଣା କଲେ କଲେଜ ପ୍ରିନ୍ସପାଲ Manas Pradhan Feb 23, 2022 ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ଓ କିଛି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲୁଛି । ଏହି ଅବସରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନାନାବିଧ ଲୋଭନୀୟ…
Breaking News ମୁଁ ପ୍ରଧାନମନ୍ତ୍ରୀଙ୍କ ପୁଅ, ମୋତେ ଗିରଫ କଲେ ଭୟଙ୍କର ପରିଣାମ ଭୋଗିବ Manas Pradhan Feb 23, 2022 ନୂଆଦିଲ୍ଲୀ: ନିଜର ଅପାରଗତା ଓ ବିବାଦୀୟ ଟିପ୍ପଣୀ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଏକ ଦୁଃଖଦ ଖବର ଆସିଛି । ଇମ୍ରାନଙ୍କର ପୁତ୍ରଙ୍କୁ ପୋଲିସ ଗିରଫ କରିଥିବା ନେଇ…
Breaking News INS ଚିଲିକାର ୪୨ତମ ବାର୍ଷିକୋତ୍ସବ ପାଳିତ Manas Pradhan Feb 23, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇଏନଏସ ଚିଲିକାର ୪୨ତମ ବାର୍ଷିକୋତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବ ପରମ୍ପରା ଅନୁଯାୟୀ କେକ୍ କଟିଂ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉତ୍ସବରେ କମାଣ୍ଡିଂ…
Breaking News ରାଜ୍ୟରେ ନିମ୍ନମୁଖୀ କୋଭିଡ୍ ସଂକ୍ରମଣ: ଆଜି ଚିହ୍ନଟ ହେଲେ ୩୪୨ ପଜିଟିଭ୍ Manas Pradhan Feb 23, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…