ସତରେ ଏହି ଦୁର୍ଦ୍ଦାନ୍ତ ଖଳନାୟକଙ୍କ ହାତରେ ମରି ଯାଇଥାଆନ୍ତେ ସଲମାନ ଖାନ, କାହିଁକି ଜାଣନ୍ତୁ….
ଓଡ଼ିଶା ଭାସ୍କର: ବଲିଉଡରେ ସଲମାନ ଖାନଙ୍କୁ ଧମକ ମିଳିବାର ଅନେକ ଖବର ରହିଛି । କିନ୍ତୁ, ଆପଣ କ’ଣ ଜାଣନ୍ତି ଇଣ୍ଡଷ୍ଟ୍ରିରେ ଜଣେ ଅଭିନେତା ଅଛନ୍ତି, ଯିଏ ସେଟରେ ସଲମାନ ଖାନଙ୍କୁ ପ୍ରବଳ ଗାଳି ଦେଇଥିଲେ। ପ୍ରକୃତରେ,…