ଖାଲି ପଡିଛି 11,050 ପଦ, ଦଶମ ପାସ୍ କରିଥିଲେ ପାଇବେ ଏତେ ଦରମା, ଏହି ଦିନଠୁ ଆବେଦନ ଆରମ୍ଭ…
ଓଡ଼ିଶା ଭାସ୍କର: ସେପ୍ଟେମ୍ବର ମାସରେ ଓଡ଼ିଶା ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଙ୍କଠାରୁ ସମସ୍ତ ପଦବୀ ପାଇଁ ଖାଲି ପଦବୀ ତାଲିକା ମାଗିଥିଲା। ଏହି ତାଲିକାରୁ ଜଣାପଡ଼ିଛି ଯେ ଗ୍ରୁପ୍ D…