ରାଜଧାନୀରେ ବେକାବୁ କରୋନା, ଚିନ୍ତା ବଢାଇଲା ସ୍ଥାନୀୟ ସଂକ୍ରମଣ: ଆଉ ୧୨ଟି କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା କଲା ବିଏମ୍‌ସି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ସଂଖ୍ୟା ମଧ୍ୟ ବଢୁଛି । ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହୁଛି । ଏକାଧିକ ଆକ୍ରାନ୍ତ…

ଆଜିଠୁ ବଦଳିବ ପାଗ, ବଢ଼ିବ ଶୀତ: ୨୦ ପର୍ଯ୍ୟନ୍ତ ଘନ କୁହୁଡି ଆଶଙ୍କା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଜିଠୁ ବଦଳିବ ପାଗ। ଖସିବ ପାରଦ ବଢ଼ିବ ଜାଡ଼।  ରାଜ୍ୟରେ ଗତ କିଛି ଦିନ ଧରି ଚାଲିଥିବା ଅଦିନିଆ ବର୍ଷା କମିବା ପରେ ଗତକାଲି ପାଗ ଖରାଟିଆ ରହିଥିଲା । ତେବେ ବର୍ଷା କମିବା ପରେ ରାଜ୍ୟରେ…

[Video]୨୪ ଟନ୍ ଗୋ ମାଂସ ଜବତ କଲେ ଭିଏଚପି ଓ ବଜରଙ୍ଗ ଦଳ: ଡ୍ରାଇଭରକୁ କୋର୍ଟ ଚାଲାଣ କଲା ପୋଲିସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟ୍ରକରେ ଚାଲାଣ ହେଉଥିଲା ଗୋ ମାଂସ । ପ୍ରାୟ ୨୪ ଟନ୍ ଗୋମାଂସ ଚାଲାଣ ହେଉଥିବାୂ ବେଳେ ଏହାକୁ ଜବତ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀ । ଭିଏଚପି ଓ ବଜରଙ୍ଗ ଦଳର…

ଚୀନ ସମର୍ଥନରେ ବୟାନ ଦେଲେ ସିପିଆଇ-ଏମ ନେତା, ବିଜେପି ନେତା କହିଲେ ‘ଗଦ୍ଦାର’

ନୂଆଦିଲ୍ଲୀ: କେରଳରେ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ବ୍ୟୁରୋ ସଦସ୍ୟ ଏବଂ ବରିଷ୍ଠ ନେତା ଏସ୍ ରାମଚନ୍ଦ୍ରନ ପିଲ୍ଲାଇ ଚୀନ ସମର୍ଥନରେ ଦେଇଥିବା ବୟାନକୁ ନେଇ ବିବାଦ  ବଢିବାରେ ଲାଗିଛି। ଭାରତୀୟ ଜନତା…

ପାର୍ଟନର ଚୟନ ପୂର୍ବରୁ ପରଖି ନିଅନ୍ତୁ: ରହିଛି ତ ଏହି ୫ ଗୁଣ

ଚାଣକ୍ୟଙ୍କ ନୀତି ଜୀବନକୁ ସରଳ ଓ ସହଜ କରିଥାଏ । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିଥିଲେ । ସେବେଠୁ ଲୋକେ ତାଙ୍କ ନୀତିକୁ…

ବିରାଟ କୋହଲିଙ୍କ ପରେ କିଏ ଧରିବ ଟେଷ୍ଟ ଦଳର ମଙ୍ଗ ? ଦୌଡରେ ଅଛନ୍ତି ୩ ଖେଳାଳି

ନୂଆଦିଲ୍ଲୀ:  ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଛନ୍ତି। କୋହଲି ଟ୍ଵିଟ୍ କରି ଖୋଦ୍ ଏହାର ସୂଚନା ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ହାରିବା ପରେ…

ସଡ଼କ ସୁରକ୍ଷା ସପ୍ତାହ: ହେଲମେଟ ଜରିଆରେ ସଡ଼କ ସୁରକ୍ଷା ବାର୍ତ୍ତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପାଳିତ ହେଉଛି ସଡକ ସୁରକ୍ଷା ସପ୍ତାହ । ଏହି ଅବସରରେ ସଡକ ସୁରକ୍ଷା ଜନିତ ବିଭିନ୍ନ ସଚେତନତା ବାର୍ତ୍ତା ବଣ୍ଟା ଯାଉଛି । ଏହି ଉଦ୍ୟମରେ ନିଜର ଅବଦାନ ରଖିଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା…

ମୋ ପେଟରେ ୪ ମାସର ଛୁଆ: ପ୍ରେମ ଓ ପ୍ରତାରଣା ପାଇଁ ରାଜରାସ୍ତାରେ ଯୁବତୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟରେ ୪ ମାସର ଛୁଆ । ଏପରି ଅବସ୍ଥାରେ ରାଜ ରାସ୍ତାରେ ପ୍ରତିବାଦ କରୁଛନ୍ତି ମହିଳା । ପ୍ରଥମେ ପ୍ରେମ ଓ ବିବାହ ପରେ ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି ନିର୍ଯାତନା । ପ୍ରେମ ପାଇଁ ନିଜ…

୪ IAS ଅଫିସରଙ୍କୁ ମିଳିବ ସର୍ବୋଚ୍ଚ ବେତନ: ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦକୁ ପଦୋନ୍ନତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କ ବେତନ ବୃଦ୍ଧି ସହିତ ପଦୋନ୍ନତି ମଧ୍ୟ ଘୋଷଣା କରାଯାଇଛି । ୪ ଜଣ ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦକୁ ପଦୋନ୍ନତି ଦିଆଯାଇଥିବା…