ବ୍ଲାକହେଡ ସମସ୍ୟାରେ ପୀଡିତ କି? ଆପଣାନ୍ତୁ ଏହି ଘରୋଇ ଉପାୟ ମିଳିବ ଚମକ୍ରାର ରେଜଲ୍ଟ
ଆଜିର ନୁତନ ପିଢ଼ି ର ମହିଳା ହୁଅନ୍ତୁ କି ପୁରୁଷ ଏବେ ଅନେକଙ୍କ କ୍ଷେତ୍ରରେ ଚେହେରାରେ ବ୍ଲାକହେଡ଼୍ ସମସ୍ୟା ଦେଖା ଦେଉଛି । ଯାହାକି ଚେହେରା ର ସୁନ୍ଦରତାକୁ ନଷ୍ଟ କରିଥାଏ । ତେଣୁ ଏଥିପାଇଁ ପ୍ରାୟତଃ ଅଧିକାଂଶ ଲୋକ…