ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ ଚୟନ ପ୍ରକ୍ରିୟା, ଖେଳାଳିଙ୍କ ମାନସିକତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ: ଦ୍ରାବିଡ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳ ମୁଖ୍ୟ କୋଚ ରାହୁଲ ଦ୍ରାବିଡ କହିଛନ୍ତି ଯେ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଉପଯୁକ୍ତ ଦଳ ଗଠନ ଉପରେ ବିଚାର ବିମର୍ଷ ଚାଲିଛି ।ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ…

ବେତନୀ ନଦୀରେ ଅଘଟଣ: ପାଣି ମଝିରେ ଭାରସାମ୍ୟ ହାରାଇ ଓଲଟି ଡଙ୍ଗା, ୧୨ ନିଖୋଜ, ୧୨ ଉଦ୍ଧାର

କୋଲକାତା: ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ବେତନୀ ନଦୀରେ ଏକ ଅଘଟଣ ଘଟିଛି । ଭାରସାମ୍ୟ ହାରାଇ ଏକ ଡଙ୍ଗା ଓଲଟି ପଡ଼ିଥିବା ବେଳେ ସେଥିରେ ଥିବା ୧୨ଜଣ ଯାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି । ଅନ୍ୟ ୧୨ଜଣ ଅଳ୍ପକେ…

ପୁଣି ମେଡିକାଲ କଲେଜରେ କରୋନା ଆତଙ୍କ: ୪୩ ଅନ୍ତବାସୀଙ୍କ ସହ ଷ୍ଟାଫ୍ ସଂକ୍ରମିତ, ଆହୁରି ବଢ଼ିପାରେ ସଂଖ୍ୟା

ହାଇଦ୍ରାବାଦ: ଶିକ୍ଷାନୁଷ୍ଠାନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କରୋନା ସଂକ୍ରମଣ । ସ୍ଥାନୀୟ ଏକ ମେଡିକାଲ କଲେଜରେ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଲେଙ୍ଗାନାର କରିମନଗର ଜିଲ୍ଲାର ବୋମକ୍କଲରେ ସ୍ଥିତ ଆନନ୍ଦ…

ଆଗକୁ ବଦଳିବ ଯାତାୟତର ମାଧ୍ୟମ ,୨୦୨୫ ପରେ କେବଳ ଇଲେକ୍ଟ୍ରିକ୍‌ ଦୁଇଚକିଆ ଗାଡି ହେବ ବିକ୍ରି

ନୂଆଦିଲ୍ଲୀ: ୨୦୨୫ ପରେ ଜୀବାଶ୍ମ ଇନ୍ଧନରେ ଚାଲୁଥିବା ଦହନଶୀଳ ଇଞ୍ଜିନ ଏତେ ଗ୍ରହଣୀୟ ହେବ ନାହିଁ । ଯୁବବର୍ଗର ଗ୍ରାହକମାନେ ସେଭଳି ଗାଡ଼ି କିଣିବାକୁ ପସନ୍ଦ କରିବେନି । ୨୦୨୫ ପରେ କେବଳ ଇଲେକ୍ଟ୍ରିକ୍‌ ଦୁଇ ଚକିଆ ଓ…

ଆଜିଠୁ ରାଜ୍ୟରେ ଶୁଖିଲା ପାଗ, ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ ରାତିର ତାପମାତ୍ରା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ଧୀରେ ଧୀରେ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି । ତେଣୁ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନଥିବା ଭୁବନେଶ୍ୱରସ୍ଥିତ…

ଦାନ୍ତ ପୋକ କାଟିବାରୁ ସୁରକ୍ଷା ପ୍ରଦାନ କରିଥାଏ ଏହି ସବୁ ଖାଦ୍ୟ

ମିଠାଯୁକ୍ତ ଖାଦ୍ୟ ଯେପରି ବିସ୍କୁଟ୍‌, ଚକୋଲେଟ୍‌, ମିଠା ଭଳି ଖାଦ୍ୟ ଖାଇବା ପରେ ପାଟି ନ ଧୋଇବା ଫଳରେ ଏହା ଧିରେ ଧିରେ ଦାନ୍ତରେ ପରସ୍ତ ହୋଇ ଲାଗିଥାଏ। ଏହାଫଳରେ ଦାନ୍ତରେ ଛୋଟ ଛୋଟ ଛିଦ୍ର ସୃଷ୍ଟି ହୁଏ। ପରେ ଏହି…

କବାଡି ଖେଳାଳିଙ୍କଠୁ ବି କମ୍ ଦରମା ପାଆନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ: ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରଶଂସକ ବେଶ୍ ଭଲ ଭାବେ ଜାଣିଥିବେ ଯେ, ଭାରତୀୟ କ୍ରିକେଟ୍ ଖେଳାଳିଙ୍କ ଯେତିକି ଦରମା ପାଆନ୍ତି ତାଠୁ ଢେର୍ କମ ଟଙ୍କା ପାଆନ୍ତି ପାକିସ୍ତାନ କ୍ରିକେଟ୍ର। କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ…

ଓମିକ୍ରନକୁ ନେଇ ସତର୍କ କରାଇଲା WHO, ତିନି ଗୁଣା ବଢୁଛି ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଓମିକ୍ରନ ଭାଇରସକୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ହୁର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ୱାମୀନାଥନ ଏହି ଭାଇରସରେ ସଂକ୍ରମଣ ସମ୍ଭାବନା ୩ ଗୁଣ ବଢୁଥିବା ନେଇ…

ଶୀତ ଦିନେ ଏହି ସବୁ ଫାଇଦା ପ୍ରଦାନ କରିଥାଏ ସୋରିଷ ତେଲ; ଜାଣନ୍ତୁ କଣ

ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇଛି ସୋରିଷ ତେଲ । ଏହା ପ୍ରାୟ ସମସ୍ତଙ୍କ ଘରେ ମିଳିଥାଏ ସୋରିଷ ତେଲ, ଏଥିରେ ସୁସ୍ୱାଦୁ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ । ଏହା ସ୍ୱାସ୍ଥ୍ୟ ଜନିତ ହେଉଥିବା ସମସ୍ତ ସମସ୍ୟାକୁ…

ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଜାରି ହେଲା ନୂଆ କାର୍ଯ୍ୟସୂଚୀ, ବକ୍ସିଂ ଡେରୁ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ : କ୍ରିକେଟ୍ ଦକ୍ଷିଣ ଆଫ୍ରିକା(ସିଏସଏ) ନିଜ ଘରୋଇ ମାଟିରେ ଭାରତ ସହ ହେବାକୁ ଥିବା ସିରିଜ୍ ପାଇଁ ନୂତନ କାର୍ଯ୍ୟସୂଚୀ ଘୋଷଣା କରିଛି। ଏଥିରେ ତିନୋଟି ଟେଷ୍ଟ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ।…