ମହିଳା ମାନେ ପାଦରେ କାହିଁକି ଲାଗନ୍ତି ଅଳତା, ସ୍ୱାସ୍ଥ୍ୟ ଉପରେ କଣ ରହିଛି ଏହାର ପ୍ରଭାବ; ଜାଣିନିଅନ୍ତୁ
ନୂଆଦିଲ୍ଲୀ:ହିନ୍ଦୁ ପରମ୍ପରାରେ ପାଦରେ ଅଳତା ପିନ୍ଧିବା ବିଶେଷ ଗୁରୁତ୍ୱ ବହନ କରିଥାଏ। ସେ ଶୁଭ କାର୍ଯ୍ୟ ହେଉ ଅବା ପର୍ବ ସମୟରେ ମହିଳାମାନେ ପ୍ରାୟତଃ ସେମାନଙ୍କ ପାଦରେ ଅଳତା ପିନ୍ଧନ୍ତି। ଏହା ନୁହେଁ ଯେ ଅଳତାକେବଳ…