ରୋଗ ଯନ୍ତ୍ରଣା ସହ୍ୟ କରିପାରିଲେନି ମହିଳା, ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା

ଡେଲାଙ୍ଗ (ଭାସ୍କର ନ୍ୟୁଜ୍‌): ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ଗ୍ରାମରେ ଜଣେ ବିବାହିତା ମହିଳା ରୋଗ ଯନ୍ତ୍ରଣା ସହ୍ୟ ନକରିପାରି ଶେଷରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି…

ରାଜସ୍ଥାନରେ ବନ୍ଦ ହେଲା ୨୭୩ ପେଟ୍ରୋଲ ପମ୍ପ, ଚିନ୍ତାରେ କର୍ମଚାରୀ

ଜୟପୁର: ପେଟ୍ରୋଲ ଓ ଡିଜେଲ ରାଜସ୍ଥାନରେ ସବୁଠାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି । ଦେଶରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ହେବାର ଅନେକ ପୂର୍ବରୁ ଶ୍ରୀଗଙ୍ଗାନଗରରେ ଦର ରେକର୍ଡ ଭାଙ୍ଗିଥିଲା । ଉଚ୍ଚ ଦର ଯୋଗୁ କାରବାର…

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡ଼ି ଶିବିର ଚଳଚଞ୍ଚଳ

ଭବାନୀପାଟଣା/ଜୁନାଗଡ଼,(ଭାସ୍କର ନ୍ୟୁଜ୍‌): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ । ଏହାକୁ ନେଇ କଳାହାଣ୍ଡି ବିଜେଡ଼ି ଶିବିର ଚଳଚଞ୍ଚଳ ହୋଇ ପଡ଼ିଛି । ସେହିପରି ନିଜ ପ୍ରିୟ ନେତାଙ୍କୁ ଅତି…

ବଢ଼ୁଛି ଜିକା ଭାଇରସ୍‌ ଆତଙ୍କ, ୟୁପିରେ ସଂକ୍ରମିତଙ୍କ ସଂଖ୍ୟା ୯୦ ଟପିଲା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଆତଙ୍କ ଭଳି ଏବେ ଦେଶରେ ମଶାଙ୍କଠାରୁ ବ୍ୟାପୁଥିବା ଜିକା ଭାଇରସ୍‌ ବ୍ୟାପିବାର ଆତଙ୍କ ଦେଖାଦେଇଛି । ଖାସ୍‌ କରି ଉତ୍ତରପ୍ରଦେଶର କାନପୁରରେ ବଢ଼ୁଛି ଜିକା ଭାଇରସ ମାମଲା । ରବିବାର ଆଉ ୧୦ ଜଣ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ନାବାଳକ ଫେରାର୍

ରଘୁନାଥପୁର (ଭାସ୍କର ନ୍ୟୁଜ୍‌): ରଘୁନାଥପୁର ଥାନା ଅନ୍ତର୍ଗତ ଜିରା ଗ୍ରାମର ଜନୈକା ନାବାଳିକାକୁ ଉକ୍ତ ଗ୍ରାମର ଜନୈକ ନାବାଳକ ଦୁଷ୍କର୍ମ କରିଥିବା ରଘୁନାଥପୁର ଥାନାରେ ଅଭିଯୋଗ ହୋଇଛି । ରଘୁନାଥପୁର ଥାନା ଅଧିକାରୀ…

ଆଜି ନୂଆପଡ଼ାବାସୀ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ, ଭର୍ଚୁଆଲ ମୋଡରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ନୂଆପଡା (ଭାସ୍କର ନ୍ୟୁଜ୍‌):  ଆଜି ନୂଆପଡାବାସୀଙ୍କୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବ । ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ନୂଆପଡ଼ା ଜିଲ୍ଲାରେ…

ସହଜରେ ପାର୍ଟନରଙ୍କୁ ଛାଡି ଦିଅନ୍ତି ଏହି ୫ ରାଶିର ବ୍ୟକ୍ତି

ଆଜି କାଲି ଦୁନିଆଁରେ ପ୍ରତିଦିନ ନୂଆଁ ନୂଆଁ ବ୍ୟକ୍ତିଙ୍କୁ ପ୍ରେମ କରିବା କିମ୍ବା ପ୍ରେମରେ ପ୍ରତିଦିନ ଧୋକା ଖାଇବା ଏହା କୈାଣସି ନୂଆ କଥା ନୁହେଁ। ଆଜିକାଲିର ଯୁବପିଢ଼ିଙ୍କ ପାଇଁ ପ୍ରେମରେ ଧୋକା ମିଳିବା ଅର୍ଥାତ୍…

୯ ବର୍ଷରେ ପ୍ରଥମ ଥର ପାଇଁ ନକଆଉଟରୁ ବାଦ ପଡିଲା ଭାରତ

ନୂଆଦିଲ୍ଲୀ:ଭାରତ ଚଳିତ କ୍ରିକେଟ ବିଶ୍ୱକପରୁ ବାଦ ପଡିଛି ଭାରତ । ଏହା ସହିତ ଦୀର୍ଘ ୯ ବର୍ଷ ପରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଥିଲା ଭାରତ । ଆଫଗାନିସ୍ତାନ ପରାଜିତ ହେବା ସହିତ ବିରାଟ କୋହଲିଙ୍କ ଦଳ ସେମି ଦୌଡରୁ…

ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ, ସୁରକ୍ଷାକର୍ମୀ ଆହତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରକୁ ହୋଇଯାଇଛି ଡ୍ରୋନ ଆକ୍ରମଣ । ଇରାକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ, ଏହି ଡ୍ରୋନ୍ ଆକ୍ରମଣ ବାଗଦାଦର ଗ୍ରୀନ୍ ଜୋନରେ ଅବସ୍ଥିତ ପ୍ରଧାନମନ୍ତ୍ରୀଙ୍କ…

ଭାରତର ଆଶା ଧୂଳିସାତ: ଆଫଗାନିସ୍ତାନକୁ ହରାଇ ସେମିରେ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଫ୍ୟାନଙ୍କୁ ଝଟକା । ଭାରତୀୟ ଦଳର ଟି-୨୦ ବିଶ୍ୱକପ୍ ସେମିଫାଇନାଲ ଆଶା ଆଶାରେ ରହିଯାଇଛି । ନ୍ୟୁଜିଲାଣ୍ଡ ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିବା ସହିତ ଚତୁର୍ଥ ଦଳ ଭାବରେ ସେମିରେ…