ICC ଟି-୨୦ ରାଙ୍କିଙ୍ଗ: ପ୍ରଥମ ସ୍ଥାନରେ ବାବର ଓ ହସରଙ୍ଗା; ଖସିଲେ କୋହଲି

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ ମଧ୍ୟରେ ଆଇସିସି ପକ୍ଷରୁ ଏହାର ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି । ଆଇସିସି ପକ୍ଷରୁ ପ୍ରକାଶିତ ରାଙ୍କିଙ୍ଗ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ବାବର ଆଜମ ଓ ୱନିନ୍ଦୁ ହସରଙ୍ଗା ।…

Netflix ଓ Amazon ସିରିଜ୍ ଦେଖୁଥିଲେ ନିଟ୍ ଟପ୍ପର; ଶେୟାର କଲେ ପାଠପଢା ରୁଟିନ୍

ନୂଆଦିଲ୍ଲୀ: ସାଧାରଣତଃ ଟପ୍ପର ମାନେ ପାଠ ପଢାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥାନ୍ତି । ତେବେ ନିଟ୍-ୟୁଜିରେ ଟପ୍ପର ହୋଇଥିବା ମ୍ରିଣାଲ କୁଟ୍ଟେରୀଙ୍କ ମତ କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ସେ ପାଠପଢା ସହିତ ସମାନ ଭାବରେ…

ପୁଣି ତେଜିଲା ସିଦ୍ଧୁ-ଅମରିନ୍ଦର ବିବାଦ: ଅମରିନ୍ଦର ବାରୁଦ ବୀହିନ ଗୁଳି

ନୂଆଦିଲ୍ଲୀ: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ପୁଣି ଥରେ ଆକ୍ରମଣ କରିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନଭଜୋତ ସିଂ ସିଦ୍ଧୁ । ସିଦ୍ଧୁ ଆକ୍ରମଣ କରିବା ସହିତ କ୍ୟାପଟେନ ବାରୁଦ ସରି ଯାଇଥିବା ଗୁଳି…

T20 World Cup: ଯଦି ଆଜି ସ୍କଟଲାଣ୍ଡ ଜିତିଯାଏ ତେବେ ଟିମ୍ ଇଣ୍ଡିଆ ପାଇଁ ଖୋଲିଯିବ ସେମି ଫାଇନାଲ ରାସ୍ତା

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ୨୦୨୧ରେ ଭାରତର ଅଭିଯାନ ଯଦିରେ ଅଟକି ଯାଇଛି । ଭାରତୀୟ ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ଭୋଗିଛି । ଟୁର୍ଣ୍ଣାମେଣ୍ଟରେ ଦାବିଦାର ଭାବେ ଅଭିଯାନ ଆରମ୍ଭ କରିଥିବା ଭାରତ…

ତାଲିବାନକୁ ଲାଗିଲା ସବୁଠୁ ବଡ ଝଟକା, ହକ୍କାନୀ ନେଟୱର୍କର କାବୁଲ କମାଣ୍ଡରଙ୍କୁ ହତ୍ୟା କଲା ଆଇଏସ

ନୂଆଦିଲ୍ଲୀ : ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟ୍ ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଯେବେଠୁ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଛି, ସେହି ଦିନଠୁ ଇସଲାମିକ ଷ୍ଟେଟ…

ଦୀପୋତ୍ସବ: ଆଜି ସାଢେ ସାତ ଲକ୍ଷ ଦୀପରେ ଝଲସି ଉଠିବ ଅଯୋଧ୍ୟା, ୧୨ ହଜାର ସ୍ୱେଚ୍ଛାସେବୀ କରିବେ ବିଶ୍ୱ ରେକର୍ଡ

ଅଯୋଧ୍ୟା : ଲଙ୍କା ବିଜୟ ଓ ବନବାସ ପରେ ଭଗବାନ ରାମଙ୍କ ଅଯୋଧ୍ୟା ଆଗମନ ଖୁସିରେ ରାମନଗରୀ ଆଜି ଦୀପରେ ଝଲସି ଉଠିବ । ଦୀପୋତ୍ସବରେ ବୁଧବାର ଅଯୋଧ୍ୟାର ସରୟୁ ନଦୀତଟରେ ସାଢେ ସାତ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ ହେବ। ଏହି ଭବ୍ୟ…

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଏହି ପ୍ଲେଇଙ୍ଗ XI ସହ ପଡିଆକୁ ଓହ୍ଲାଇପାରେ ଭାରତ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ଆରମ୍ଭ ହେବା ପୂର୍ବରୁ ପ୍ରବଳ ଦାବିଦାର ଥିବା ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ଭୋଗିଛି । ଦଳ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ନିକଟରୁ ଲଜ୍ଜାଜନକ ପରାଜୟ ଭୋଗି ଗ୍ରୁପ…

ଯୁବକଙ୍କୁ ବୋମାମାଡ ଘଟଣା: ୩ ଜୀବନ୍ତ ବୋମା ଜବତ, ୩ ଗିରଫ

ଭଞ୍ଜନଗର (ଭାସ୍କର ନ୍ୟୁଜ): ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଜଣେ ଯୁବକକୁ ବୋମାମାଡ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୩ ଟି ଜୀବନ୍ତ ବୋମା ମଧ୍ୟ ଜବତ କରିଛି ଗାଙ୍ଗପୁର ଥାନା…

ବେଆଇନ ବାଣ ଗୋଦାମରେ ଚଢଉ: ୬ଲକ୍ଷ ଟଙ୍କାର ବାଣ ଜବତ, ଜଣେ ଗିରଫ

ଡେଲାଙ୍ଗ (ଭାସ୍କର ନ୍ୟୁଜ୍‌) : ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.କେ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ଥାନା ହରିରାଜପୁର ଫାଣ୍ଡି ଅର୍ନ୍ତଗତ ଗୋଡି ପୁଟମାଟିଆପଡା ପଂଚାୟତର ମାନପୁର ଗ୍ରାମରେ ଥିବା ଏକ…

ଟି-୨୦ ବିଶ୍ୱକପ୍‌: ଆଜି ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ, ଟିମ୍ ଇଣ୍ଡିଆ ପାଇଁ ଶେଷ ସୁଯୋଗ

ଆବୁଧାବି : ଟି-୨୦ ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ। ଉଭୟ ଟିମ୍ ବିଜୟ ଲକ୍ଷ୍ୟରେ ଅପରାହ୍ନ ୭ଟା ୩୦ରେ ମଇଦାନକୁ ଓହ୍ଳାଇବେ। ସେମି…