କଶ୍ମୀରରେ କର୍ମଚାରୀଙ୍କୁ ଆତଙ୍କୀ ଗୁଳିର ଶିକାର ହେବାକୁ ଦେବେନି ସରକାର, ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ

ଶ୍ରୀନଗର : କଶ୍ମୀର ଘାଟିରେ ଗତ କିଛି ଦିନ ହେବ ଆତଙ୍କୀ ହମଲା ବୃଦ୍ଧି ଘଟିଛି । ଏଥିରେ ସାଧାରଣ ଜନତାଙ୍କ ସହ କର୍ମଚାରୀଙ୍କ ପାଇଁ ଭୟର ମାହୋଲ ସୃଷ୍ଟି ହୋଇଛି । ଗୋଟିଏ ପଟେ କେନ୍ଦ୍ର ଓ ଜମ୍ମୁ-କଶ୍ମୀର ସରକାର…

୧୪ ଦିନ ବନ୍ଦ ରହିବ ବିମାନବନ୍ଦର; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଆସନ୍ତା ୧୪ ଦିନ ପାଇ ବନ୍ଦ ରହିବ ବିମାନ ବନ୍ଦର । ତେବେ ଦେଶର ସମସ୍ତ ବିମାନ ବନ୍ଦର ନୁହେଁ କେବଳ ପୁନେ ସ୍ଥିତ ଭାରତୀୟ ବାୟୁ ସେନାର ବିମାନ ବନ୍ଦରଟି ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଗୁରୁବାର…

ସୁନୀଲ ଛେତ୍ରୀଙ୍କ ଆଉ ଏକ କୀର୍ତ୍ତିମାନ; ପେଲେଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଆଉ ଏକ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ବ୍ରାଜିଲିଆନ କିମ୍ବଦନ୍ତୀ ପେଲେଙ୍କ ରେକର୍ଡ ଭାଙ୍ଗିବା ସହିତ ରେକର୍ଡ ବୁକରେ ନିଜ ନାମ ଉଲ୍ଲେଖ କରିଛନ୍ତି…

ଦୁର୍ଗାମଣ୍ଡପରେ ଗୁଳିଚାଳନା; ଜଣଙ୍କର ମୃତ୍ୟୁ ଏକାଧିକ ଆହତ

ନୂଆଦିଲ୍ଳୀ: ପାର୍ବଣ ସମୟରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଘଟିଯାଇଛି ଗୁଳିକାଣ୍ଡ । ଏକ ଦୁର୍ଗା ମଣ୍ଡପରେ ଗୁଳିଚାଳନା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନାବାଳିକା ଆହତ ହୋଇଛନ୍ତି । ବୁଧବାର ଦିନ ୧୦ଟା…

ମନୀଷଙ୍କୁ ହତ୍ୟା କରି ପାଣିକୁ ଫୋପଡା ଯାଇଥିଲା; ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଗୁମର!

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ତନାଘନା କରୁଛି କମିଶନରେଟ ପୋଲିସ । କମିଶନରେଟ ପୋଲିସକୁ ଏହି ମାମଲାରେ ଏକ ନୂତନ ସୁରାକ ମିଳିଥିବା ବେଳେ ତାଙ୍କୁ…

ଜାଣନ୍ତୁ ମହା ନବମୀର ମହାତ୍ମ୍ୟ

ଆଜି ମା'ଦୁର୍ଗାଙ୍କ ମହାନବମୀ ବା ନବରାତ୍ରୀର ଶେଷ ଦିନ । ୮ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବା ପରେ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଦେବୀ ଦୁର୍ଗାଙ୍କ ନଅ ରୂପ ମଧ୍ୟରୁ…

ଏହି ତାରିଖରୁ ଆରମ୍ଭ ହୋଇପାରେ ସଂସଦ ଅଧିବେଶନ; ଜାଣନ୍ତୁ କଣ ରହିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ମାସର ଚତୁର୍ଥ ସପ୍ତାହରେ ସଂସଦୀୟ ବୈଠକ ଆରମ୍ଭ ହେବାର ସମ୍ଭବନା ରହିଥିବା ଜଣାପଡିଛି । ନଭେମ୍ବର ୧୫ ପରେ ଶୀତକାଳୀନ…

୬ ମାସ ମଧ୍ୟରେ କରିହେବ ଗର୍ଭପାତ; ନିୟମ ସଂଶୋଧନ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ରହିଥିବା ଗର୍ଭପାତ ନିୟମକୁ ସଂଶୋଧନ କରାଯାଇଛି । ନୂତନ ନିୟମ ଅନୁଯାୟୀ ଏଣିକି ଗର୍ଭଧାରଣର ୬ ମାସ ବା ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇ ପାରିବ । ତେବେ କେବଳ…

ମନୀଷ ଅନୁରାଗ ମୃତ୍ୟୁ ମାମଲା; ସାଙ୍ଗଙ୍କୁ ଉଠାଇ ଆଣି କମିଶନରେଟ ପୋଲିସର ପଚରାଉଚୁରା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ତନାଘନା କରୁଛି କମିଶନରେଟ ପୋଲିସ । ମନୀଷଙ୍କ ଦୁଇ ଜଣ ସାଙ୍ଗ କନ୍ଧମାଳ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା…

ରାଉରକେଲାରେ Encounter; ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲା ପୋଲିସ ପକ୍ଷରୁ ଏକ ଏନକାଉଣ୍ଟର କରାଯାଇଥିବା ବେଳେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି । ମୁସ୍ତାକ ଅହମ୍ମଦ ଏବଂ ମହମ୍ମଦ ଗୁଡୁ ନାମକ ଦୁଇ ଅପରାଧିଙ୍କୁ ପୋଲିସ…