ନାରିନଙ୍କ ଅଲରାଉଣ୍ଡ ସଫଳତା: କୋହଲିଙ୍କ ଟାଇଟଲ ଆଶା ଅଧୁରା

ନୂଆଦିଲ୍ଳୀ: ସୁନୀଲ ନାରିନଙ୍କ ଅଲରାଉଣ୍ଡ ସଫଳତା ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଦା ହୋଇଥିବା ବେଳେ ଅଧିନାୟକ ଭାବରେ ବିରାଟ କୋହଲିଙ୍କ ଟାଇଟଲ ଆଶା ଅଧୁରା ରହିଯାଇଛି । ୧୩୯ ରନ ଲକ୍ଷ୍ୟର ପିଛା କରୁଥିବା…

ବ୍ରାଭୋଙ୍କ ସମକକ୍ଷ ହେଲେ ହର୍ଷଲ; ୩୨ ୱିକେଟ ସହିତ ସିଜିନ ଶେଷ

ନୂଆଦିଲ୍ଲୀ: ଆରସିବି ଅଲରାଉଣ୍ଡର ହର୍ଷଲ ପଟେଲ ଚଳିତ ଆଇପିଏଲରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି । ଚଳିତ ସିଜିନରେ ୩୨ ଟି ୱିକେଟ ସହିତ ପର୍ପଲ କ୍ୟାପ ଦୌଡରେ ଆଗୁଆ ରହିଛନ୍ତି । ଆଭେଶ ଖାନ ୨୨ ୱିକେଟ ସହିତ…

ଏହି ଟିକା ନେଇଥିଲେ ବୟସ୍କ ବ୍ୟକ୍ତି ନେବେ Booster ଡୋଜ୍; ହୁ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଳୀ: କରୋନା ଟିକା ନେଉଥିବା ବୟସ୍କ ବ୍ୟକ୍ତିବିଶେଷଙ୍କୁ ତୃତୀୟ ଶଟ୍ ବା ବୁଷ୍ଟର ଡୋଜ୍ ନେବାକୁ ପଡୁଛି । ତେବେ ଏ ନେଇ ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ) ପକ୍ଷରୁ ନିର୍ଦ୍ଦେଶାବଳୀ ଜାଗରି କରାଯାଇଛି । ୬୦ରୁ…

ବୁଧବାରକୁ ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି

ନୂଆଦିଲ୍ଳୀ: ମୁମ୍ବାଇର ସେସନ କୋର୍ଟରେ ଚାଲିଛି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କଙ୍କ ଜାମିନ ଆବେଦନର ଶୁଣାଣି । ସୋମବାର କୋର୍ଟ ଆସନ୍ତା ବୁଧବାରକୁ ଏହି ଜାମିନ ଆବେଦନର ଶୁଣାଣିକୁ ଘୁଞ୍ଚାଇଥିବା…

ଭୁଲରେ ବି ଏହି Gmail ଲିଙ୍କରେ କରନ୍ତୁନି କ୍ଲିକ୍; ମିନିଟରେ ସଫା ହେଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ସାଇବର ଠକ ମାନେ ଠକିବାର ଏକ ନୂଆ ତରିକା ବାହାର କରିଛନ୍ତି । ଏହି ସାଇବର ଲୁଟେରା ମାନେ ନୂତନ ଶୈଳୀର ଠକେଇକୁ ଭିସିଙ୍ଗ ବୋଲି ନାମ ଦେଇଥିବା ବେଳେ ଇମେଲ ଆଇଡି ଜରିଆରେ ଏହି ଲୁଟ କରାଯାଉଛି । ଜିମେଲ…

Eliminator-୧: ନାରିନଙ୍କୁ ୪ ୱିକେଟ୍;୧୩୮ରେ ସୀମିତ ଆରସିବି

ନୂଆଦିଲ୍ଲୀ: ଆଇପିଏଲର ଏଲିମିନେଟର-୧ରେ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୧୩୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଭଲ ଆରମ୍ଭ ପାଇଥିଲେ ହେଁ…

ଆର୍ଯ୍ୟନ ଖାନ୍ ଡ୍ରଗ୍ସ ସେବନ ମାମଲା: ମୁଫତିଙ୍କ ନାମରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଡ୍ରଗ୍ସ ସେବନ ମାମଲାକୁ ନେଇ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଆର୍ଯ୍ୟନ୍ ମୁସଲିମ ବୋଲି…

Eliminator-୧: ଟସ୍ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲର ଚତୁର୍ଦ୍ଦଶ ସଂସ୍କରଣ ଏହାର ଅନ୍ତିମ ଚରଣରେ ପାଦ ଦେଇଛି । ପ୍ରଥମ ଦଳ ଭାବରେ ଚେନ୍ନାଇ ସୁପରକିଙ୍ଗସ ଫାଇନାଲରେ ପ୍ରବେଶ କରିଥିବା ବେଳେ ଏଲିମିନେଟର-୧ରେ ପରସ୍ପର ସମ୍ମୁଖୀନ ହେବେ ରୟାଲ…

ଭୁବନେଶ୍ୱର Runway Weekରେ ଭାରତୀୟ କଳାକୃତି ପ୍ରଦର୍ଶିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ସବରେ ଆକର୍ଷଣୀୟ ଦେଖାଯିବାକୁ ସମସ୍ତଙ୍କ ମନରେ ଥାଏ ଉତ୍ସାହ । ପାର୍ବଣରେ ବିଭିନ୍ନ ସୁନ୍ଦର ପୋଷାକ ପରିଧାନ କରି ନିଜକୁ ପରଶି ଦେବାପାଇଁ ପସନ୍ଦ କରିଥାନ୍ତି ସମସ୍ତେ । ପୋଷାକକୁ…

ମନ ଦୁଃଖରେ  ଚିଠି ଛାଡିଲା ଚୋର ; କଲେକ୍ଟର ବାବୁ ଘରେ ପଇସା ନାହିଁ ତ, ତାଲା କାହିଁକି ଲଗେଇଛ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଏକ ଚୋରର ଚିଠି ବର୍ତ୍ତମାନ ଭାଇରାଲ ହୋଇଛି । ଚୋର ଜଣଙ୍କ ଚୋରି ସ୍ଥାନରେ ଛାଡି ଯାଇଥିବା ଏକ ଚିଠିକୁ ନେଇ ବେଶ ଚର୍ଚ୍ଚା ହୋଇଛି । ଜଣେ ଡେପୁଟୀ କଲେକ୍ଟରଙ୍କ ଘରେ ଚୋରି କରିବା ପରେ ଅଧିକ…