Duplesisଙ୍କ ଲଢୁଆ ଅର୍ଦ୍ଧଶତକ: King’s ସମ୍ମୁଖରେ ୧୩୫ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଓପ୍ନର ଫାଫ୍ ଡୁ ପ୍ଲେସିସଙ୍କ ଲଢୁଆ ଅର୍ଦ୍ଧଶତକ ସହାୟତାରେ ପଞ୍ଜାବ କିଙ୍ଗସ ସମ୍ମୁଖରେ ୧୩୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଫାଫ ଡୁପ୍ଲେସିସଙ୍କ ୭୬ ରନ ସହାୟତାରେ ଚେନ୍ନାଇ ୨୦…

ନୋଟରୁ ହଟାଅ ଗାନ୍ଧୀଙ୍କ ଛବି; ମୋଦୀଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଦେଶରେ ବିମୁଦ୍ରାକରଣ ପରେ ନୂତନ ଭାବରେ ପ୍ରଚଳିତ ହୋଇଥିବା ୫୦୦ ଓ ୨ ହଜାର ଟଙ୍କିଆ ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବା ପାଇଁ ମୋଦୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ । ରାଜସ୍ଥାନରୁ କଂଗ୍ରେସ…

ସାହିତ୍ୟରେ ଅବଦୁଲରଜାକ ଗୁରନାହଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଳୀ: ନୋବେଲ କମିଟି ପକ୍ଷରୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଗୁରୁବାର ଔପନ୍ୟାସିକ ଅବଦୁଲରଜାକ ଗୁରନାହଙ୍କ ନାମ ଏହି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ତାଞ୍ଜାନିଆର ଏକ ଛୋଟିଆ ଦ୍ୱୀପ…

କୋର୍ଟରେ ହାଜର ହେଲେ ଆର୍ଯ୍ୟନ ଖାନ: ୧୧ ତାରିଖ ଯାଏଁ ରିମାଣ୍ଡରେ ଦାବି କଲା NCB

ମୁମ୍ବାଇ: ଡ୍ରଗ୍ସ ସେବନ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇଛି । ଏହା ସହିତ ଆସନ୍ତା ୧୧ ତାରିଖ ଯାଏଁ ଆର୍ଯ୍ୟନଙ୍କୁ…

ମହଙ୍ଗା ପଡିଲା ଲଖୀମପୁର ମନ୍ତବ୍ୟ; ଜାତୀୟ କାର୍ଯ୍ୟକାରିଣୀରୁ ବାଦ ପଡିଲେ ବରୁଣ ଓ ମାନେକା

ନୂଆଦିଲ୍ଳୀ: ଲଖୀମପୁର ହିଂସାକାଣ୍ଡକୁ ନେଇ ବିଜେପି ବିରୋଧି ବୟାନ ବରୁଣ ଗାନ୍ଧୀ ଓ ମାନେକା ଗାନ୍ଧୀଙ୍କୁ ମହଙ୍ଗା ପଡିଛି । ବିବାଦୀୟ ଟ୍ୱିଟ୍ କାରଣରୁ ମା-ପୁଅ ଯୋଡିଙ୍କୁ ବିଜେପି କାର୍ଯ୍ୟକାରିଣୀ ଦଳରୁ ବାଦ ଦିଆଯାଇଛି ।…

ଖଜୁରିଡିହା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମୃତ, ୩ ଆହତ

କେନ୍ଦୁଝର(ଭାସ୍କର ନ୍ୟୁଜ୍‌): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର…

ରଣପୁର ହାଟସାହି ରାସ୍ତାରୁ ବଜ୍ରକାପ୍ତା ଉଦ୍ଧାର

ରଣପୁର (ଭାସ୍କର ନ୍ୟୁଜ୍‌): ନୟାଗଡ ଜିଲ୍ଲା ରଣପୁର ବନାଞ୍ଚଳରେ ଗଛ ବୃକ୍ଷ ବଢିବା ସହିତ ଅନେକ ବିରଳ ଜଙ୍ଗଲ ଜନ୍ତୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ  ଏକ ବିରଳ ବଜ୍ରକାପ୍ତା ରଣପୁର ହାଟସାହି ରାସ୍ତାକୁ…

ଟାଟା କମ୍ପାନିରେ ଚାକିରି ନାଁ ଠକେଇ: ଇଡିଠୁ ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) :ଟାଟାରେ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଠକେଇ ଘଟଣାରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କିତ ଖୋଳତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏ ନେଇ ଗୋପାଳପୁର ବିଧାୟକ ପ୍ରଦୀପ…

ଆଜି ବ୍ରହ୍ମଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ନୂଆ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର…

ବ୍ରହ୍ମଗିରି (ଭାସ୍କର ନ୍ୟୁଜ): ଆଜି ବ୍ରହ୍ମଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମଗିରିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟିବେ ମୁଖ୍ୟମନ୍ତ୍ରୀ। ଏଥି ସହିତ ବିଭିନ୍ନ…

୧୦ ସୁଦ୍ଧା ଆଉ ଏକ ଲଘୁଚାପ ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସହିତ ବଜ୍ରପାତ ସମ୍ଭାବନା, ବର୍ଷାରେ ଭିଜିବ ପାର୍ବଣ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଚଳିତ ମାସ ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାକ୍ରମେ ଘନୀଭୂତ ହୋଇ ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ ୪…