fbpx
BSKY SKY
BSKY SKY

ରାଜଧାନୀରେ ଆହୁରି କଡ଼ାକଡ଼ି ହେଲା କରୋନା ଗାଇଡ୍‌ଲାଇନ୍‌, ଏଣିକି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗଦେଇପାରିବେନି ୫୦ରୁ ଊଦ୍ଧ୍ୱର୍ ଲୋକ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଏଣିକି ଭୁବନେଶ୍ୱରରେ ବିବାହ, ବ୍ରତଘର, ଶୁଦ୍ଧିକାର୍ଯ୍ୟ ଆଦି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ । ଏହାଠାରୁ ଊଦ୍ଧ୍ୱର୍ ଲୋକ ଯୋଗ ଦେଇପାରିବେନି । ଭୁବନେଶ୍ୱର…

ଆସୁଛି ଶସ୍ତା ଇଲେକ୍ଟ୍ରିକ୍‌ କାର୍‌ ନାନୋ ଇଭି, ମାତ୍ର ଏତିକି ଟଙ୍କାରେ ଭାରତୀୟ ବଜାରରେ ଉପଲବ୍ଧ ହେବ

ନୂଆଦିଲ୍ଲୀ : ଖୁବ ଶୀଘ୍ର ବଜାରକୁ ଆସୁଛି ଶସ୍ତା ଇଲେକ୍ଟ୍ରିକ୍‌ କାର । ଚାଇନାର କାର ମେକର୍‌ କମ୍ପାନୀ ୱିଲିଂ ହୋଙ୍ଗଗୁଆଙ୍ଗ୍‌ମିନି ଇଲେକ୍ଟ୍ରିକ୍‌ କାର ଉତ୍ପାଦନରେ ବେଶ ସଫଳତା ପାଇଛି । ୨୦୨୦ରେ ୧,୧୯,୨୫୫ଟି…

ଡେଭିଡ୍ ଜୁଲିୟସ୍ ଓ ଆର୍ଡେମ୍ ପାଟାପୋଟିଆନଙ୍କୁ ମେଡ଼ିସିନ୍ ପାଇଁ ନୋବେଲ ପୁରସ୍କାର

ଷ୍ଟକ୍‌ହାମ୍‌ : ୨୦୨୧ ବର୍ଷ ପାଇଁ ଘୋଷଣା ହୋଇଛି ବିଶ୍ୱର ସବୁଠାରୁ ସମ୍ମାନସ୍ପଦ କୁହାଯାଉଥିବା ନୋବେଲ ପୁରସ୍କାର ବିଜେତାଙ୍କ ନାମ । ମେଡିସିନ୍‌ କ୍ଷେତ୍ରରେ ଆମେରିକାର ଦୁଇ ବୈଜ୍ଞାନିକ ଡେଭିଡ୍‌ ଜୁଲିୟସ୍‌ ଓ ଆର୍ଡେମ୍‌…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପୂର୍ବ ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍‌ ଉପରେ ନିମ୍ନ ଚାପ କ୍ଷେତ୍ର ଚିହ୍ନିତ ହୋଇଛି ଏବଂ ଏହା ସମୁଦ୍ର ପତନଠାରୁ ୪.୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି । ଏହାର…

ଆଇପିଏଲ୍‌ ପ୍ଲେ- ଅଫ୍‌ ପର୍ଯ୍ୟାୟର ଅବଶିଷ୍ଟ ଗୋଟିଏ ସ୍ଥାନ: ୪ ଦଳ ମଧ୍ୟରେ ଜୋର୍‌ଦାର୍‌ ଲଢ଼େଇ

ଦୁବାଇ: ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ ମୁକାବିଲା ଶେଷ ହେବା ପାଇଁ ଆଉ ଚାରି ଦିନ ବାକି ରହିଲା । ଆସନ୍ତା ୮ ତାରିଖ ଦିନ ଅନୁଷ୍ଠିତ ହେବ ଶେଷ ଲିଗ ମ୍ୟାଚ । ଉକ୍ତ ଦିନ ଦୁଇ ମ୍ୟାଚ ଅନୁଷ୍ଠିତ ହେବ । ଦିଲ୍ଲୀ…

LORD ଶାର୍ଦ୍ଦୁଲଙ୍କ ଚମକ୍ରାର ବୋଲିଂ ସତ୍ୱେ ହାରିଲା ଚେନ୍ନାଇ; ଟେବଲ ଟପରେ ଦିଲ୍ଳୀ

ନୂଆଦିଲ୍ଳୀ: ଭାରତୀୟ ପେସର ଶାର୍ଦ୍ଦୁଲ ଠାକୁରଙ୍କ ଚମକ୍ରାର ବୋଲିଂ ସତ୍ତେ୍ୱ ଶେଷ ଓଭରରେ ମ୍ୟାଚକୁ ଜିତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ୧୩୭ ରନ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଳୀ ଅନ୍ତିମ ଓଭରର ୫ମ ବଲରେ ମ୍ୟାଚକୁ…

ପରିଶ୍ରା କରିବାକୁ ବାରଣ ପଡିଲା ମହଙ୍ଗା; ଛୁରୀ ଭୁସି ହତ୍ୟା କଲା ଯୁବକ

ନୂଆଦିଲ୍ଲୀ: ପରିଶ୍ରା କରିବାକୁ ବାରଣ କରିବାରୁ ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଛି ଜଣେ ଯୁବକ । ପାଖରେ ପରିଶ୍ରା ନକରିବାକୁ କହିବାରୁ ୨୪ ବର୍ଷୀୟ ଯୁବକ ଜଣଙ୍କ ୪୧ ବର୍ଷୀୟ ମହମ୍ମଦ ରଫିକ୍ ଅନସାରୀଙ୍କୁ ହତ୍ୟା…

ରାୟୁଡୁଙ୍କ ଅର୍ଦ୍ଧଶତକ: ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୩୭ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଇଥିବା ମୁକାବିଲାରେ ୧୩୭ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ ସୁପର କିଙ୍ଗସ । ଅମ୍ବାତି ରାୟୁଡୁଙ୍କ ଅର୍ଦ୍ଧଶତକ ସହାୟତାରେ ଦଳ…

ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୁକିନ୍ଦା ବ୍ଲକ ଅଧିନସ୍ଥ ପିମ୍ପୁଡିଆ ଗ୍ରାମ ପଞ୍ଚାୟତର ପିମ୍ପୁଡିଆ ଗ୍ରାମରେ ସୋମବାର ଦିନ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ସାସଂଦ ଶର୍ମିଷ୍ଠା ସେଠୀ ଯୋଗ ଏହି ମହିଳା…