CHARIDHAM

୧୦ରେ ଆସୁଛି ଲଘୁଚାପ ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ଅକ୍ଟୋବର ୧୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହେବି । ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେବା ସହ ପଶ୍ଚିମ…

ପୂଜା ଛୁଟି ଘୋଷଣା କଲେ ରାଜ୍ୟ ସରକାର, ଆସନ୍ତାକାଲିଠୁ ଏହି ତାରିଖ ପର୍ଯ୍ୟନ୍ତ ବନ୍ଦ ରହି ସ୍କୁଲ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଚଳିତ ମାସ ୧୦ ତାରିଖ ଠାରୁ ସ୍କୁଲରେ ଦଶହରା ଛୁଟି ଆରମ୍ଭ ହେବ ଓ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ…

ପରିବାର କଳହରୁ ତୁମୁଳ କାଣ୍ଡ: ଭୂଜାଲିରେ ଖୁଡିର କାନ କାଟିଲା ପୁତୁରା , ବାନ୍ଧିଲା ପୋଲିସ

କଣିହାଁ (ଭାସ୍କର ନ୍ୟୁଜ୍‌): କଣିହାଁ ବ୍ଲକ୍‌ ସମଲ ଥାନା ପୋଲିସ୍‌ ଖୁଡିର କାନକୁ ପୁତୁରା ଭୂଜାଲିରେ ହାଣି ଦେବା ଘଟଣାରେ୍‌ ପୁତୁରାକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ପୁତୁରା ଜଣକ ହେଲେ ସମଲ ଥାନା କର୍ଣ୍ଣାଳ…

ଜେଲ୍‌ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍ ) : ଗତ ମାସ ୮ ତାରିଖରେ ବାଲୁଗାଁ ଏନ୍‌ଏସି ଅଫିସ୍‌ରେ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ମାମଲାରେ ଶୁକ୍ରବାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ…

ପ୍ରଥମ ମ୍ୟାଲେରିଆ ଟିକାକୁ ଗ୍ରୀନ ସିଗନାଲ୍ ଦେଲା ଡବ୍ଲୁଏଚ୍‌ଓ, ପିଲାଙ୍କୁ ଦିଆଯିବ ଭ୍ୟାକ୍ସିନ୍

ନୂଆଦିଲ୍ଲୀ : ମ୍ୟାଲେରିଆ ନହେବା ପାଇଁ ପିଲାଙ୍କୁ ଦିଆଯିବ ଟିକା । ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାର ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଅନୁମୋଦନ ଦେଇଛି । ତେବେ ସଂଗଠନ ପକ୍ଷରୁ ମ୍ୟାଲେରିଆ…

ସାଇକେଲ୍‌ ଆରୋହୀଙ୍କୁ ଧକ୍କା ଦେଇ ଫଶିଲେ ନିଶା ବେପାରୀ, ଘଟଣାସ୍ଥଳରୁ ମିଳିଲା ଗଞ୍ଜେଇ ଓ ବ୍ରାଉନ୍‌ ସୁଗର

କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍‌): ସାଇକେଲ ଆରୋହୀକୁ ଧକ୍କା ଦେଇ ଧରାପଡିଲା ନିଶା ବେପାରୀ। ଘଟଣାସ୍ଥଳରୁ ମିଳିଲା ବ୍ରାଉନ୍‌ସୁଗାର ଓ ଗଞ୍ଜେଇ। ଦୁର୍ଘଟଣାରେ ଆହତ ହୋଇଥିବା ସାଇକେଲ ଆରୋହୀଙ୍କୁ ଉଦ୍ଧାର କରାଯାଇଛି…

ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ଛିଣ୍ଡିପଡିଲା ଫ୍ୟାନ୍, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ କୁଞ୍ଜବିହାରୀ କଲେଜରେ ଗୁରୁବାର ପରୀକ୍ଷା ଚାଲିଥିବାବେଳେ ଏକ ଅଭାବନିୟ ଘଟଣା ଘଟିଯାଇଛି । ଜଣେ ଛାତ୍ର ପରୀକ୍ଷା ଦେଉଥିବା ବେଳେ ହଠାତ ଫ୍ୟାନ୍ ଛିଡିବାରୁ ଛାତ୍ର ଜଣଙ୍କ ଆହତ…

ଫୋର୍ବସ୍‌ ପକ୍ଷରୁ ଭାରତୀୟ ଧନୀ ତାଲିକା ପ୍ରକାଶ: ଶୀର୍ଷରେ ମୁକେଶ ଅମ୍ବାନୀ, ଦ୍ୱିତୀୟ ସ୍ଥାନରେ ଗୌତମ ଅଦାନୀ

ନୂଆଦିଲ୍ଲୀ,:ଫୋବର୍ସ ପକ୍ଷରୁ ଟପ୍‌ ୧୦୦ ଭାରତର ଧନୀ ତାଲିକା ପ୍ରକାଶ ପାଇଛି । ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମାଲିକ ମୁକେଶ ଅମ୍ବାନୀ । ୨୦୨୧ରେ ତାଙ୍କର ସମ୍ପତ୍ତି ୩୦ ହଜାର କୋଟି…

ବାରହା ମାଂସ ସହ ବନ୍ଧୁକ ଜବତ, ୪ ଗିରଫ

ନୂଆପଡ଼ା (ଭାସ୍କର ନ୍ୟୁଜ୍‌): ସଦର ରେଞ୍ଜ ଅଧୀନସ୍ଥ ଟାନୱାଟ ଗାଁରେ ବନ ବିଭାଗ ଚଢଉ କରି ୩ କେଜି ସଦ୍ୟ ବାର୍‌ହା ମାଂସ ଜବତ କରିବା ସହ ୪ ଜଣ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁରେଶ ଚନ୍ଦ୍ର…

ଲକ୍ଷ୍ମୀପୁର ଖେରି ହିଂସା ଘଟଣା: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ନାମରେ ଲୁକ୍‌ ଆଉଟ୍‌ ନୋଟିସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ନାମରେ ପୋଲିସ ପକ୍ଷରୁ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି । ଆଶିଷଙ୍କୁ ପୋଲିସ ଖୋଜିବା ଆରମ୍ଭ…