CHARIDHAM

Facebook ସର୍ଭର ଡାଉନ୍ ଷଡଯନ୍ତ୍ର ଗୁମର ଖୋଲିବା କାଳ ହେଲା; ସତ କହି ସୁରକ୍ଷା ଚାହୁଁଛନ୍ତି ମହିଳା ଅଧିକାରୀ

ନୂଆଦିଲ୍ଲୀ: ବିଶ୍ୱରେ ସର୍ବାଧିକ ବ୍ୟବହୃତ ହେଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ ପ୍ରାୟ ୭ ଘଣ୍ଟା ଧରି ଡାଉନ୍ ରହିଥିଲା । ଏହି ୩ କମ୍ପାନୀର ମାଲିକ ମାର୍କ ଜୁକରବର୍ଗ ଏହି ସମୟ…

ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌: ଓମାନ୍‌ରେ ପହଞ୍ଚିଲେ ବାଂଲାଦେଶ ଟିମ୍

ମସ୍କଟ (ଓମାନ):ଆସନ୍ତା ୧୭ ତାରିଖରୁ ଟି-୨୦ କ୍ରିକେଟ ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବାଂଲାଦେଶ ଦଳ ସୋମବାର ଦିନ ଏଠାରେ ପହଞ୍ଚିଛନ୍ତି । ବାଂଲାଦେଶ ସିଧା ସଳଖ ଏହି ବିଶ୍ୱକପ ଖେଳିବା ପାଇଁ ଯୋଗ୍ୟତା…

ଧଳାଜହର ବେପାର ପାଇଁ ଆସିଥିବା ବେଳେ ୨ ବେପାରୀଙ୍କୁ ମାଡି ବସିଲା ପୋଲିସ, ୧୩ ଗ୍ରାମ ବ୍ରାଉନ୍‌ସୁଗର ସହ ବାଇକ ଜବତ

ପାରାଦୀପ (ଭାସ୍କର ନ୍ୟୁଜ):ପାରାଦୀପ ଅଞ୍ଚଳରେ ବ୍ରାଉନ୍‌ସୁଗର ଚୋରା ବେପାରର ପେଣ୍ଠସ୍ଥଳୀ ପାଲଟିଥିବା ନେଇ ବହୁ ସମୟରେ ଚର୍ଚ୍ଚା ହେଉଥିବା ବେଳେ ଆଦର୍ଶ ଥାନା ପୋଲିସ୍‌କୁ ଏକ ବଡ ସଫଳତା ମିଳିଛିା ପାରାଦୀପ…

ଜୁଏଲାରୀ ଉପରେ ଜିଏସ୍‌ଟି ଚଢାଉ, ଡକୁମେଂଟ ଯାଞ୍ଚ ବେଳେ ତୃଟି ବାହାରିଲେ କାର୍ଯ୍ୟଷ୍ଠାନ

ନିଆଳୀ (ଭାସ୍କର ନ୍ୟୁଜ୍‌): ଜୁଏଲାରୀ ଉପରେ ଜିଏସ୍‌ଟି ଚଢାଉ । ନିଆଳୀ ବଜାରରେ ଥିବା ବାଲୁଙ୍କେଶ୍ୱର ଜୁଏଲାରୀ ଉପରେ ଜିଏସ୍‌ ଟି ଚଢାଉ କରାଯାଇଛି । ସିଟି ଜିଏସ୍‌ ଟି ଏନଫୋର୍ସମେଂଟ ପକ୍ଷରୁ ଏହି ଚଢାଉ କରାଯାଇଛି ।…

ରାଜଧାନୀରେ ଆହୁରି କଡ଼ାକଡ଼ି ହେଲା କରୋନା ଗାଇଡ୍‌ଲାଇନ୍‌, ଏଣିକି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗଦେଇପାରିବେନି ୫୦ରୁ ଊଦ୍ଧ୍ୱର୍ ଲୋକ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଏଣିକି ଭୁବନେଶ୍ୱରରେ ବିବାହ, ବ୍ରତଘର, ଶୁଦ୍ଧିକାର୍ଯ୍ୟ ଆଦି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ । ଏହାଠାରୁ ଊଦ୍ଧ୍ୱର୍ ଲୋକ ଯୋଗ ଦେଇପାରିବେନି । ଭୁବନେଶ୍ୱର…

ଆସୁଛି ଶସ୍ତା ଇଲେକ୍ଟ୍ରିକ୍‌ କାର୍‌ ନାନୋ ଇଭି, ମାତ୍ର ଏତିକି ଟଙ୍କାରେ ଭାରତୀୟ ବଜାରରେ ଉପଲବ୍ଧ ହେବ

ନୂଆଦିଲ୍ଲୀ : ଖୁବ ଶୀଘ୍ର ବଜାରକୁ ଆସୁଛି ଶସ୍ତା ଇଲେକ୍ଟ୍ରିକ୍‌ କାର । ଚାଇନାର କାର ମେକର୍‌ କମ୍ପାନୀ ୱିଲିଂ ହୋଙ୍ଗଗୁଆଙ୍ଗ୍‌ମିନି ଇଲେକ୍ଟ୍ରିକ୍‌ କାର ଉତ୍ପାଦନରେ ବେଶ ସଫଳତା ପାଇଛି । ୨୦୨୦ରେ ୧,୧୯,୨୫୫ଟି…

ଡେଭିଡ୍ ଜୁଲିୟସ୍ ଓ ଆର୍ଡେମ୍ ପାଟାପୋଟିଆନଙ୍କୁ ମେଡ଼ିସିନ୍ ପାଇଁ ନୋବେଲ ପୁରସ୍କାର

ଷ୍ଟକ୍‌ହାମ୍‌ : ୨୦୨୧ ବର୍ଷ ପାଇଁ ଘୋଷଣା ହୋଇଛି ବିଶ୍ୱର ସବୁଠାରୁ ସମ୍ମାନସ୍ପଦ କୁହାଯାଉଥିବା ନୋବେଲ ପୁରସ୍କାର ବିଜେତାଙ୍କ ନାମ । ମେଡିସିନ୍‌ କ୍ଷେତ୍ରରେ ଆମେରିକାର ଦୁଇ ବୈଜ୍ଞାନିକ ଡେଭିଡ୍‌ ଜୁଲିୟସ୍‌ ଓ ଆର୍ଡେମ୍‌…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପୂର୍ବ ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍‌ ଉପରେ ନିମ୍ନ ଚାପ କ୍ଷେତ୍ର ଚିହ୍ନିତ ହୋଇଛି ଏବଂ ଏହା ସମୁଦ୍ର ପତନଠାରୁ ୪.୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି । ଏହାର…

ଆଇପିଏଲ୍‌ ପ୍ଲେ- ଅଫ୍‌ ପର୍ଯ୍ୟାୟର ଅବଶିଷ୍ଟ ଗୋଟିଏ ସ୍ଥାନ: ୪ ଦଳ ମଧ୍ୟରେ ଜୋର୍‌ଦାର୍‌ ଲଢ଼େଇ

ଦୁବାଇ: ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ ମୁକାବିଲା ଶେଷ ହେବା ପାଇଁ ଆଉ ଚାରି ଦିନ ବାକି ରହିଲା । ଆସନ୍ତା ୮ ତାରିଖ ଦିନ ଅନୁଷ୍ଠିତ ହେବ ଶେଷ ଲିଗ ମ୍ୟାଚ । ଉକ୍ତ ଦିନ ଦୁଇ ମ୍ୟାଚ ଅନୁଷ୍ଠିତ ହେବ । ଦିଲ୍ଲୀ…