CHARIDHAM

ଆଜି ରୋହିତ ଓ ପନ୍ତ ମୁହାଁମୁହିଁ, ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟ ଅତି ଜରୁରୀ

ନୂଆଦିଲ୍ଲୀ : ଆଇପିଏଲର ୧୪ତମ ସିଜିନର ୪୬ତମ ମ୍ୟାଚ୍ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଗତ ମ୍ୟାଚରେ ପରାଜିତ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ମାର୍ଗକୁ ଫେରିବାର ଲକ୍ଷ୍ୟ ନେଇ ଆଜି…

ଟାଟାକୁ ମିଳିବ କି ଏୟାର ଇଣ୍ଡିଆ ? ଚୂଡାନ୍ତ ନିଷ୍ପତ୍ତି ନେବେ ଅମିତ୍ ଶାହାଙ୍କ ପ୍ୟାନେଲ, ଶୀଘ୍ର ବସିବ ବଡ ବୈଠକ

ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଦାୟିତ୍ୱ ଚଳିତ ସପ୍ତାହରେ ଏହାର ନୂତନ ମାଲିକଙ୍କୁ ହସ୍ତାନ୍ତର କରାଯିବ । ନୂତନ ମାଲିକଙ୍କ ନିଷ୍ପତ୍ତି ଚଳିତ ସପ୍ତାହରେ କେନ୍ଦ୍ର ଗୃହ…

ଭାରତକୁ ମିଳିଗଲା ଘାତକ ଅଲରାଉଣ୍ଡର, ଯିଏ ଯୁବରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଦମ୍ ରଖିଛି !

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗରୁ ସର୍ବଦା ଦୁନିଆକୁ ବଡ ବଡ ଖେଳାଳି ମିଳିଥାଏ । ଦୁନିଆର ସବୁଠୁ ବଡ ଲିଗ୍ କୁହାଯାଉଥିବା ଆଇପିଏଲରୁ ଭାରତକୁ ଅନେକ ତାରକା ଖେଳାଳି ମିଳିଛନ୍ତି । ରବୀନ୍ଦ୍ର ଜାଡେଜା, ଆର ଅଶ୍ୱିନ,…

ରାଷ୍ଟ୍ରବାଦ ଓ ଦେଶଭକ୍ତି ମଧ୍ୟରେ କଣ ରହିଛି ଫରକ ? ଏହାର ବାଖ୍ୟା କରି ବୁଝାଇଲେ ଶଶି ଥରୁର

ନୂଆଦିଲ୍ଲୀ : ରାଷ୍ଟ୍ରବାଦ ଓ ଦେଶଭକ୍ତି ମଧ୍ୟରେ କଣ ଫରକ ରହିଛି ଏହାର ବ୍ୟାଖ୍ୟା କରିଛନ୍ତି କଂଗ୍ରେସ ନେତା ତଥା ତିରୁଅନନ୍ତପୁରମର ସାଂସଦ ଶଶି ଥରୁର । ସେ କହିଛନ୍ତି, ଗୋଟିଏ ପଟେ ଦେଶଭକ୍ତ ନିଜର ଜନ୍ମଭୂମୀ ପାଇଁ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେବା ପରି ନେତା କଂଗ୍ରେସରେ ଜଣେ ହେଲେ ନାହାନ୍ତି: ପୂର୍ବତନ ବିଦେଶ ମନ୍ତ୍ରୀ ନଟବର ସିଂହ

ନୂଆଦିଲ୍ଲୀ : କଂଗ୍ରେସରେ ଜାରି ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ପାର୍ଟିରେ ପୁଣି ଥରେ ନେତୃତ୍ୱ ପରିବର୍ତ୍ତନର ଦାବି ଜୋର ଧରିଛି । ଅନେକ ବରିଷ୍ଠ ନେତା ମଧ୍ୟ ଶୀଘ୍ର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ(ସିଡବ୍ଲ୍ୟୁସି)…

ୟୁଏଇର ଗୋଲ୍ଡେନ୍ ଭିସା ପାଇଲେ ଉର୍ବଶୀ, ପ୍ରଥମ ଭାରତୀୟ ମହିଳା ଭାବେ ମାତ୍ର ୧୨ ଘଣ୍ଟା ମଧ୍ୟରେ ୧୦ ବର୍ଷ ପାଇଁ ହାସଲ କଲେ ଭିସା

ମୁମ୍ବାଇ (ଭାସ୍କର ନ୍ୟୁଜ୍): ବଲିଉଡରେ ଉର୍ବଶୀ ରୌତେଲା ନିଜର ବୋଲ୍ଡନେସ୍‌ ସହିତ ଆକ୍ସନ୍‌ ଏବଂ ଫିଟନେସ୍‌ ପାଇଁ ଜଣାଶୁଣା । ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ନିକଟରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ…

ହକିକୁ ବାଏ ବାଏ କହିଲେ ଭାରତୀୟ ଦଳର ଷ୍ଟାର ଫରୱାର୍ଡର ଏସଭି ସୁନିଲ, ତାଙ୍କ ନାଁରେ ରହିଛି ଅନେକ ରେକର୍ଡ

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପୁରୁଷ ହକି ଦଳର ଦୁଇ ପ୍ରମୁଖ ଖେଳାଳି ରୁପିନ୍ଦର ପାଲ ସିଂ ଓ ବିରେନ୍ଦ୍ର ଲାକ୍ରା ଅନ୍ତର୍ଜାତୀୟ ହକିରୁ ଅବସର  ଘୋଷଣା କରିଥିବା ବେଳେ ଶୁକ୍ରବାର ଦିନ ଏସ ଭି ସୁନିଲ ମଧ୍ୟ ଅନୁରୂପ…

ନୂଆ ଦଳ ଗଢିବେ ଅମରିନ୍ଦର ସିଂ ! ପଞ୍ଜାବରେ ଜୋର ଧରିଲା ଚର୍ଚ୍ଚା

ଚଣ୍ଡିଗଡ: ପଞ୍ଜାବ ରାଜନୈତିକ ଅସ୍ଥିରତା ମଧ୍ୟରେ ଚର୍ଚ୍ଚା ଏବେ ଅମିରିନ୍ଦର ସିଂଙ୍କ ନୂଆ ପାର୍ଟିକୁ ନେଇ । ଆଗାମୀ କିଛିଦିନ ମଧ୍ୟରେ ଅମରିନ୍ଦର ରାଜ୍ୟରେ ଆଉ ଏକ ନୂଆ ଦଳ ଯାହାର ନାଁ ‘ପଞ୍ଜାବ ବିକାଶ ପାର୍ଟି’ଗଠନ…

ସିମିନଇ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ

ଢେଙ୍କାନାଳ,(ଭାସ୍କର ନ୍ୟୁଜ୍‌ ): ଏନଏଚ୍‌ ୫୫ ର ଢେଙ୍କାନାଳ ସିମିନଇ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଫସିଲା ଯାତ୍ରୀବାହୀ ବସ । ୪୦ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରା ଅନୁଗୁଳରୁ ଢେଙ୍କାନାଳ ଆଡକୁ…