ଖିଲାଡି ଅକ୍ଷୟ କୁମାରଙ୍କୁ ଝଟ୍‌କା: ଅନ୍‌ଲାଇନ୍‌ରେ ଲିକ୍‌ ହେଲା ‘ବେଲ ବଟମ୍‌’

ମୁମ୍ବାଇ (ଭାସ୍କର ନ୍ୟୁଜ): ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଲାଗିଲା ଝଟ୍‌କା । ଅନ୍‌ଲାଇନ୍‌ରେ ଲିକ୍‌ ହେଲା ତାଙ୍କ ନୂଆ ଫିଲ୍ମ । ବଡ଼ ପରଦାରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ବେଲ ବଟମ୍‌’ ଅନ୍‌ଲାଇନ୍‌ରେ…

କରିଆମେଟା ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ସୁରକ୍ଷାକର୍ମୀ- ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଯବାନ ଶହୀଦ

ମାଲକାନଗିରି (ଭାସ୍କର ନ୍ୟୁଜ୍) : ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। କରିଆମେଟା ଜଙ୍ଗଲରେ ପୋଲିସ ଓ ଆଇଟିବିପି ଯବାନ ପକ୍ଷରୁ କମ୍ବିଂ ଅପରେସନ…

ଆଫଗାନିସ୍ତାନ ଏୟାରପୋର୍ଟରେ ହୃଦୟ ବିଦାରକ ଦୃଶ୍ୟ: “ଆମେ ପଛେ ମରୁ, ଆମ ଛୁଆକୁ ନେଇଯାଅ”

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତାଲିବାନୀ ଭୟରେ ହଜାର ହଜାର ଲୋକ ଆଫଗାନ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ ଭିଡ଼ ଜମାଇଛନ୍ତି ।…

ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ଟିମ୍‌ରେ ସ୍ଥାନ

ମେଲବୋର୍ଣ୍ଣ: ଆସନ୍ତା ଅକ୍ଟୋବର -ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ କ୍ରିକେଟ ବିଶ୍ୱକପ ପାଇଁ ଗୁରୁବାର ଦିନ ଘୋଷଣା କରା ଯାଇଛି ୧୫ ଜଣିଆ ଅଷ୍ଟ୍ରେଲିଆ ଦଳ । ଗତ ୱେଷ୍ଟଇଣ୍ଡିଜ ବିକ୍ଷ ଟି-୨୦ ସିରିଜ…

ଆର୍ମି ହସ୍ପିଟାଲ୍‌ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସର୍ଜରୀ ସଫଳ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ସେନାର ରେଫରାଲ୍‌ ଆଣ୍ଡ୍‌ ରିସର୍ଚ୍ଚ (ଆର୍‌ଆର୍‌) ହସ୍ପିଟାଲରେ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସର୍ଜରୀ କରାଯାଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିବୃତିରେ…

ଶିଳ୍ପପତି ତାରା ପଟ୍ଟନାୟକ ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଫାଲକନ୍‌ ଗ୍ରୁପ୍ ଅଫ୍‌ କମ୍ପାନୀର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ…

ସେକ୍‌ ରେହେମାନ୍‌ ହତ୍ୟା ମାମଲାର ମୁଖ୍ୟ ଆସାମୀ ଦାରା ସିଂ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ମୟୂରଭଞ୍ଜ ଲୁଗା ବ୍ୟବସାୟୀ ସେକ୍‌ ରେହେମାନ୍‌ ହତ୍ୟା ମାମଲାରେ ଆସାମୀ ଦାରା ସିଂଙ୍କ ଆବେଦନର ଶୁଣାଣି ଶେଷ ହୋଇଯାଇଛି । ହାଇକୋର୍ଟ ଏହାର ଶୁଣାଣି ଶେଷ କରି ମାମଲାର ରାୟକୁ…

ଅଗଷ୍ଟ ୨୩ରୁ ଆରମ୍ଭ ହେବ ନୂଆ ‘LL’ ପାଇଁ ଆବେଦନ ପ୍ରକ୍ରିୟା

କଟକ,(ଭାସ୍କର ନ୍ୟୁଜ): ଆସନ୍ତା ୨୩ ତାରିଖରୁ ପୁଣି ଥରେ ଏଲ୍‌ଏଲ୍‌ ପାଇଁ ଆବେଦନ କରିବାକୁ ରାଜ୍ୟ ପରିବହନ କମିସନର (ଏସ୍‌ଟିଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତ୍ୟେକ ଆରଟିଓ ନୂଆ ଏଲ୍‌ଏଲ୍‌…

ଆଜି ମାଲକାନଗିରିରେ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ । ମାଲକାନଗିରି ଜିଲ୍ଲାରୁ ଏହି ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ…