ପୁଣି ଜଳେଶ୍ୱରରୁ ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ: ମହିଳା ବେପାରୀ ସହ ଜଣେ ଗିରଫ

ଜଳେଶ୍ୱର,(ଭାସ୍କର ନ୍ୟୁଜ୍): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ଗତକାଳି ସନ୍ଧ୍ୟାରେ ପୁଣି ୨ କିଗ୍ରାରୁ ଊଦ୍ଧ୍ୱର୍ ବ୍ରାଉନସୁଗର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ । ଏଥିରେ ସମ୍ପୃକ୍ତ…

ପାକିସ୍ତାନରେ ମହାରାଜା ରଣଜିତ୍‌ ସିଂହଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜ, ତେହରିକ୍‌-ଇ-ଲାବାକ୍‌ ସଂଗଠନ ଏହି କାଣ୍ଡ ଘଟାଇଥିବା ସନ୍ଦେହ

ଲାହୋର: ପାକିସ୍ତାନରେ ଭାରତୀୟ ଇତିହାସ ସହିତ ଜଡିତ ପ୍ରତୀକ ଉପରେ ଆକ୍ରମଣ ହୋଇଛି । ଲାହୋରରେ ମହାରାଜା ରଣଜୀତ ସିଂହଙ୍କ ମୂର୍ତ୍ତିକୁ ଭଙ୍ଗାରୁଜା ନେଇ ସାମ୍ନାକୁ ଆସିଛି ଖବର । ତେହରିକ୍‌-ଇ-ଲାବାକ୍‌ ପାକିସ୍ତାନ…

ଆଇପିଏଲ୍‌-୧୪: ଷ୍ଟାଡିୟମରେ ବସି ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଉପଭୋଗ ପାଇଁ ୬୦% ଦର୍ଶକଙ୍କୁ ମିଳିପାରେ ଅନୁମତି

ଦୁବାଇ: ଆସନ୍ତା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚ ଉପଭୋଗ ପାଇଁ କ୍ରିକେଟ ପ୍ରେମୀ ଦର୍ଶକଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ଏମିରେଟ୍ସ କ୍ରିକେଟ ବୋର୍ଡ ଜେନେରାଲ…

ଓଡିଶା ଛୁଇଁଲା ଲଘୁଚାପ: ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌):ଓଡ଼ିଶା ଛୁଇଛି ଲଘୁଚାପ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଉପକୂଳ ସ୍ପର୍ଶ କରିଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନ ଓ ଉପକୂଳ ଓଡ଼ିଶାର…

ପୂର୍ବରୁ ମଧ୍ୟ ଆସିଥିଲା କରୋନା; ପ୍ରମାଣ କରୁଛି ଏହି ମୂର୍ତ୍ତି

ନୂଆଦିଲ୍ଲୀ:କରୋନା ଭାଇରସ୍ର ପ୍ରାଦୁର୍ଭାବ ସହିତ ମାସ୍କର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ତେବେ ଜାଣିଲେ ଆର୍ଶ୍ଚ୍ୟ ହେବେ ମାସ୍କର ବ୍ୟବହାର ନୂଆ ନୁହେଁ । ମଧ୍ୟୁଗରେ ମଧ୍ୟ ମାସ୍କର ବ୍ୟବହାର ହେଉଥିଲା । ୟୁକେରୁ…

ରୀତିନୀତି ସହ ପୂଜା ପାଉଛନ୍ତି Narendra Modi; ଗାନ ହେଉଛି ମୋଦୀ ଚାଳିଶା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ମନ୍ଦିର ନିର୍ମାଣ କରିଛନ୍ତି ଜଣେ ବିଜେପି କର୍ମୀ । ପୁଣେର ଅନୁଧ ଅଞ୍ଚଳରେ ଜଣେ କର୍ମୀ ମୋଦୀଙ୍କ ପାଇଁ ଏହି ମନ୍ଦିରଟି ନିର୍ମାଣ କରିଛନ୍ତି । ଏହି ମନ୍ଦିର…

ରାଜ୍ୟପାଳଙ୍କ ଗାଡି ଉପରକୁ ଆକ୍ରମଣ

ନୂଆଦିଲ୍ଲୀ: ମେଘାଳୟର ରାଜ୍ୟପାଳଙ୍କ ଗାଡି ଉପରକୁ ହୋଇଛି ଆକ୍ରମଣ । ରାଜ୍ୟପାଳ ସତ୍ୟପାଲ ମଲିକ ମେଘାଳୟ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜରାପଡିଛି । ଗୌହାଟୀ ବିମାନ ବନ୍ଦରରୁ ଓହ୍ଲାଇ ମେଘାଳୟ ଅଭିମୁଖେ…

ISIS ଲିଙ୍କରେ ୨ ମହିଳାଙ୍କୁ ଗିରଫ କଲା NIA; ସମାଜସେବା ନାମରେ କରୁଥିଲେ ପ୍ରଚାର

ନୂଆଦିଲ୍ଲୀ: ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । କେରଳରୁ ଏହି ଦୁଇ ମହିଳାଙ୍କୁ ଆଇ ଏସ ଲିଙ୍କ ପାଇଁ ମଙ୍ଗଳବାର ଗିରଫ କରିଛି ଏନଆଇଏ । କନ୍ନୁରର ଏହି…

ଦେଶକୁ ଅଲିମ୍ପିକ୍ସ ପଦକ ଉପହାର ଦେଇଛନ୍ତି ନବୀନ ପଟ୍ଟନାୟକ: ମନପ୍ରୀତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓରେ ଇତିହାସ ରଚି ଫେରିଥିବା ଭାରତୀୟ ହକି ଦଳକୁ ସମ୍ମାନିତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ପହଞ୍ଚିଥିବା ଉଭୟ ପୁରୁଷ ଓ ମହିଳା ହକି ଦଳକୁ…

ଆଫଗାନିସ୍ତାନର ରାଷ୍ଟ୍ରପତି ହେଲେ ଅମରୁଲ୍ଲା ସଲେହ

ନୂଆଦିଲ୍ଳୀ: ତାଲିବାନ ଶାସନ କ୍ଷମତା ଅକ୍ତିଆର କରିବା ପରେ ଦେଶ ଛାଡି ପଳାୟନ କରିଥିଲେ ରାଷ୍ଟ୍ରପତି ଅଶ୍ରଫ୍ ଘନି । ଘନି ଦେଶ ଛାଡି ବିଦାୟ ନେବା ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବରେ ନିଜକୁ ଘୋଷଣା କରିଛନ୍ତି…