୯ ଅଗଷ୍ଟରେ ଇତିହାସ ରଚିବେ ମୋଦୀ! ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ କରିବେ ଏମିତି କାମ
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିକହାସ ରଚିବାକୁ ଯାଉଛନ୍ତି । ପୁଣି ଥରେ ଅନ୍ତର୍ଜାତିକ ସ୍ତରରେ ମୋଦୀଙ୍କ ନାମରେ ଆଉ ଏକ କୃତିତ୍ୱ ଯୋଡି ହେବାକୁ ଯାଉଛି । ଭାରତ ମିଳିତ ଜାତିସଂଘର ସୁରକ୍ଷା…