Featured ପରଲୋକରେ ଆଜାଦ ହିନ୍ଦ ଫୌଜର ବୀର ଯବାନ Abinash Kumar Dhal Jul 15, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜାଦ ହିନ୍ଦ ଫୌଜର ବୀର ଯବାନ ଓ ସ୍ୱାଧୀନତା ସଂଗ୍ରାମୀ ଇଶ୍ୱର ବିଷୋୟୀଙ୍କ ପରଲୋକ ଘଟିଛି । ରଣପୁର ବ୍ଲକର ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି । ମଝିଆ…
Featured ବନ୍ୟା ନେଲାଣି ୩୦ ଜୀବନ; ବଢିବ ମୃତ୍ୟୁ ସଂଖ୍ୟା Abinash Kumar Dhal Jul 15, 2021 ନୂଆଦିଲ୍ଲୀ: ଗୁରୁବାର ୟୁରୋପରେ ହୋଇଥିବା ବନ୍ୟାରେ ୩୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶା କରାଯାଉଛି । ଜର୍ମାନୀ ଏବଂ ବେଲଜିୟମରେ ପ୍ରଳୟଙ୍କରୀ ବନ୍ୟା ଫଳରେ ଗୁରୁବାର ୩୦ ଜଣଙ୍କର…
Breaking News ଲର୍ଡ ଗୁଞ୍ଜନ ଆପାର୍ଟମେଣ୍ଟ ସିଲ୍; ରାଜଧାନୀରେ ଆଉ ଏକ କଣ୍ଟେନମେଣ୍ଟ ଜୋନ Abinash Kumar Dhal Jul 15, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ଆଜି ଆଉ ଏକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଦେଖିବାକୁ ମିଳିଛି । ରସୁଲଗଡରେ ରହିଥିବା ଲର୍ଡ ଗୁଞ୍ଜନ ଆପାର୍ଟମେଣ୍ଟକୁ ସିଲ୍ କରି ଦେଇଛି ବିଏମସି । ମହାମାରୀ ଆଇନ ୧୮୯୭ର ଧାରା…
Featured ସେକ୍ସ କଲେ ମିଳୁଛି ପିଇବା ପାଇଁ ପାଣି Abinash Kumar Dhal Jul 15, 2021 ନୂଆଦିଲ୍ଲୀ : ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ଗୁରୁବାର ଏକ ଛାତିଥରା ଖବର ସାମ୍ନାକୁ ଆସିଛି । ଲିବ୍ୟାରେ ପାଣି ପାଇଁ ମହିଳାଙ୍କୁ ଯୌନ ସମ୍ପର୍କ ରଖିବାକୁ ପଡୁଥିବା ନେଇ ଖବର ପ୍ରକାଶ ପାଇଛି । ଲିବ୍ୟାରେ ରହିଥିବା…
Featured ଜଗାର ଅମାନିଆ ଭକ୍ତଙ୍କୁ ଖୋଜୁଛି ପୋଲିସ Abinash Kumar Dhal Jul 15, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରଥଯାତ୍ରା ସମୟରେ ଏସଓପି ଓ କଟକଣା ଉଲଘଂନ କରିବା ଅଭିଯୋଗରେ ଗତକାଲି ପୁରୀ ବଡଦାଣ୍ଡର ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜକୁ ସିଲ୍ କରିବା ପରେ ଆଜି ଅକ୍ଷୟ ପାତ୍ର ଫାଉଣ୍ଡେସନ କୋଠାକୁ…
Featured ଘୋଷଣା ହେଉନି ପରୀକ୍ଷା ତାରିଖ; ମାନସିକ ଦୁଶ୍ଚିନ୍ତାରେ ଡିଇଏଲ୍ଇଡି ଛାତ୍ରଛାତ୍ରୀ Abinash Kumar Dhal Jul 15, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଡି.ଇଏଲ୍.ଇଡି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଘଉଞ୍ଚାଇ ଦିଆଯାଇଛି । ଜୁନ୍ ୩୦ ସୁଦ୍ଧା ଶିକ୍ଷା ବର୍ଷ ଶେଷ ହେଉଥିବା ବେଳେ ଜୁଲାଇ-ଅଗଷ୍ଟ…
Featured ୨୬ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୩୮୫ କୋଟି କୋଭିଡ ସହାୟତା Abinash Kumar Dhal Jul 15, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ…
Featured ଘୁଞ୍ଚିଲା ଜେଇଇ ମେନ୍ -୨୦୨୧ ; ଜାଣନ୍ତୁ କେବେ ହେବ ପରୀକ୍ଷା Abinash Kumar Dhal Jul 15, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଜେଇଇ ମେନର ଅନ୍ତିମ ଦୁଇ ଚରଣ ପରୀକ୍ଷା ବାକି ରହିଥିବା ବେଳେ…
Breaking News ବସ୍ ମାଲିକଙ୍କୁ ୩ ମାସର ଟିକସ ରିହାତି Abinash Kumar Dhal Jul 15, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶେଷରେ ବସ୍ ମାଲିକଙ୍କ ଦାବି ମାନି ନେଇଛନ୍ତି ରାଜ୍ୟ ସରକାର । ଦୀର୍ଘଦିନ ଧରି ଟିକସ ଛାଡ ପାଇଁ ବସ ମାଲିକ ମାନେ ଆବେଦନ କରୁଥିବା ବେଳେ ଶୁକ୍ରବାର ଏହାକୁ ମାନି ନେଇଛନ୍ତି ରାଜ୍ୟ ସରକାର ।…
Featured ବ୍ୟାନ୍ ହେଲା ମାଷ୍ଟର କାର୍ଡ; ଜାଣନ୍ତୁ କାହିଁକି ଏମିତି ପଦକ୍ଷେପ ନେଲା ଆରବିଆଇ Abinash Kumar Dhal Jul 15, 2021 ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମାଷ୍ଟର କାର୍ଡକୁ ବ୍ୟାନ୍ କରାଯାଇଛି । କୌଣସି ପ୍ରକାରର ନୂତନ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜାରି କରିବା ପାଇଁ ମାଷ୍ଟରକାର୍ଡ ଆଇଏନସି ଉପରେ କଟକଣା ଲଗାଇଛି ଆରବିଆଇ ।…