ଆଉ କେତେ ଦିନ ବଲିଉଡର ନକଲ କରି ଚାଲିଥିବେ, କିଛି ତ ଅରିଜିନାଲ କରନ୍ତୁ… ପାକିସ୍ତାନ ଚଳଚ୍ଚିତ୍ର ଉଦ୍ୟୋଗକୁ ଇମ୍ରାନଙ୍କ ଉପଦେଶ

ନୂଆଦିଲ୍ଲୀ : କେତେ ଦିନ ଆଉ ବଲିଉଡର ନକଲ କରିବେ। କିଛି ତ ନିଜ ମନରୁ ଅରିଜିନାଲ କରନ୍ତୁ। ଏମିତି ଶବ୍ଦରେ ନିଜ ଦେଶର ଫିଲ୍ମା ନିର୍ମାତାଙ୍କୁ କହିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ ଫିଲ୍ମ…

ମୋର ୧୦୦ ବର୍ଷର ମା ଦୁଇଟି ଡୋଜ୍ ନେଇ ସାରିଲେଣି…ମନରେ ଶଙ୍କା କାହିଁକି: ଗୁଜବ ଉପରେ ବିରାମ ଲଗାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ଟିକା ନେବେ ନା ନାହିଁ, ଏହି ପ୍ରଶ୍ନ ଆଜି ମଧ୍ୟ ଅନେକ ଲୋକଙ୍କ ମନରେ ଆନ୍ଦୋଳିତ କରୁଛି। ଏହି ପ୍ରଶ୍ନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସମସ୍ତ ଆଶଙ୍କା ଦୂର କରିଛନ୍ତି। ଆଜି…

ଭ୍ୟାକ୍ସିନ ଉପରେ ୟୁଟର୍ଣ୍ଣ ! ମେ’ରେ ଦେଇଥିଲେ ୨୧୬ କୋଟି ଡୋଜର ପ୍ରତିଶ୍ରୁତି, ଏବେ ସରକାର କହୁଛନ୍ତି ୧୩୫ କୋଟି ମିଳିବ

ନୂଆଦିଲ୍ଲୀ : ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଭ୍ୟାକ୍ସିନର ପ୍ରାୟ ୨୧୬ କୋଟି ଡୋଜ୍ ଉପଲବ୍ଧ କରାଯିବ  ବୋଲି ମେ ମାସରେ କହିଥିଲେ କେନ୍ଦ୍ର ସରକାର। ହେଲେ ଏବେ ମୋଦୀ ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ, ଏହି…

ଜମ୍ମୁ ବାୟୁସେନା ଘାଟିରେ ୫ ମିନିଟରେ ଦୁଇ ବିସ୍ଫୋରଣ, ଟାର୍ଗେଟରେ ଥିଲା ଏୟାରକ୍ରାଫ୍ଟ, ଏନଆଇଏର ତଦନ୍ତ ଆରମ୍ଭ

ଜମ୍ମୁ : ଜମ୍ମୁ ବିମାନ ବନ୍ଦର ସ୍ଥିତ ଏୟାରଫୋର୍ସ ଷ୍ଟେସନ ଭିତରେ ଶନିବାର ବିଳମ୍ବିତ ରାତ୍ରିରେ ମାତ୍ର ପାଞ୍ଚ ମିନିଟ୍ ବ୍ୟବଧାନରେ ଦୁଇଟି ବଡ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ରାତି ପ୍ରାୟ ୧ଟା ୩୦ରେ ଘଟିଛି।…

ଖେଳରତ୍ନ ପୁରସ୍କାର ପାଇଁ ଗୋଲ କିପର୍ ପିଆର ଶ୍ରୀଜେଶଙ୍କ ଓ ପୂର୍ବତନ ମହିଳା ଖେଳାଳି ଦୀପିକାଙ୍କ ନାମ ସୁପାରିଶ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ପୁରୁଷ ହକି ଦଳର ଭେଟେରାନ ଗୋଲ ରକ୍ଷକ ପିଆର ଶ୍ରୀଜେଶ ଓ ପୂର୍ବତନ ମହିଳା ଖେଳାଳି ଦୀପିକାଙ୍କ ନାମ ସମ୍ମାନ ଜନକ ରାଜିବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ସୁପାରିଶ…

ସେରମ୍‌ର ବଡ଼ ଘୋଷଣା: ଜୁଲାଇରୁ ଶିଶୁଙ୍କ ଉପରେ ଷ୍ଟେଜ୍‌-୨ ଓ ଷ୍ଟେଜ୍‌-୩ ଟିକା ଟ୍ରାଏଲ୍‌, ୯୨୦ଜଣ ପିଲାଙ୍କ ଉପରେ ହେବ ପରୀକ୍ଷଣ

ନୂଆଦିଲ୍ଲୀ/ପୁନେ (ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହର ସମୟରେ ଛୋଟ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏବେ ଶିଶୁମାନଙ୍କ ଟିକାକରଣ ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ…

ପୁଣି ବିଶ୍ୱବାସୀଙ୍କ ଭୟ ବଢ଼ାଇଲା କରୋନା ନୂଆ ଭାରିଏଣ୍ଟ : ବ୍ରିଟେନ୍‌ରେ ଲାମ୍ୱଡା ଓ ଡେଲ୍‌ଟା ଭାରିଏଣ୍ଟ୍‌ ଆତଙ୍କ, ୬ ଜଣ ଲାମ୍ୱଡା ସଂକ୍ରମିତ…

ଲଣ୍ଡନ,(ଓଡ଼ିଶା ଭାସ୍କର) : ମହାମାରୀ କରୋନାର ନୂତନ ନୂତନ ଭାରିଏଣ୍ଟ ଚିହ୍ନଟ ହେବା ପୁଣିଥରେ ବିଶ୍ୱବାସୀଙ୍କ ଭୟ ବଢ଼ାଇବାରେ ଲାଗିଲାଣି । କରୋନାର ଗୋଟିଏ ପରେ ଗୋଟିଏ ଲହର ଏବେ ଲୋକଙ୍କ ମନରେ ଆତଙ୍କ ରଚି ଚାଲିଛି ।…

ଷ୍ଟାର୍‌ ସ୍ପ୍ରିଣ୍ଟର୍‌ ହିମା ଦାସ ଆହତ, ଅଲିମ୍ପିକ୍ସରୁ ବାଦ୍‌ ପଡିବା ନେଇ ବଢ଼ିଲା ଆଶଙ୍କା

ପଟିଆଲା(ଓଡ଼ିଶା ଭାସ୍କର): ଭାରତର ମହିଳା ଆଥଲେଟ୍‌ ତଥା ଧାବିକା ହିମା ଦାସଙ୍କୁ ଝଟକା । ଏଠାରେ ଚାଲିଥିବା ଜାତୀୟ ଅନ୍ତ-ରାଜ୍ୟ ଆଥାଲଟିକ୍‌ ଚାମ୍ପିଅନଶି୍‌ର ଶନିବାର ଦିନ ଅନୁଷ୍ଠିତ ମହିଳା ୧୦୦ ମିଟର ହିଟ୍‌ ରେସ୍‌…

ରାଷ୍ଟ୍ରପତିଙ୍କ ପାଇଁ ଅଟକିଲା ଟ୍ରାଫିକ୍‌ : ମଝି ରାସ୍ତାରେ ଫସିଗଲା ଆମ୍ବୁଲାନ୍ସ, ହସ୍ପିଟାଲରେ ପହଞ୍ଚି ନ ପାରି ଚାଲିଗଲା ମହିଳାଙ୍କ ଜୀବନ

ଲକ୍ଷ୍ନୌ (ଓଡ଼ିଶ ଭାସ୍କର) : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଜନ୍ମସ୍ଥାନ ଉତ୍ତରପ୍ରଦେଶକୁ ଗସ୍ତ କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ…

୧୭ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) ଆଜି ୧୭ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।…