ମହାକାଶକୁ ଯିବେ ପ୍ରଥମ ଦିବ୍ୟାଙ୍ଗ: ପଢନ୍ତୁ ପୁରା ଖବର

ଲଣ୍ଡନ (ଓଡ଼ିଶା ଭାସ୍କର): ବିଶ୍ୱର ପ୍ରଥମ ଦିବ୍ୟାଙ୍ଗ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବାରୁ ବିରଳ ଉପଲବ୍ଧି ହାସଲ କରିବାକୁ ଯାଉଛି ୟୁରୋପିଆନ ସ୍ପେସ୍ ଏଜେନ୍ସି (ଇଏସଏ) । ଶୁକ୍ରବାର ଇଏସଏ ମୁଖ୍ୟ ଯୋଶେଫ୍ ଆଶବେକରଙ୍କ…

ଖୁସି ଖବର: ଜୁଲାଇରେ ଲଞ୍ଚ ହେବ ଏହି କମ୍ପାନୀର ଟିକା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଦେଶରେ କରୋନା ଭାଇରସ୍ ଏହାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହା ମଧ୍ୟରେ ଦେଶରେଲଞ୍ଚ ହେବାକୁ ଯାଉଛି ଆଉ ଏକ ଟିକା । ଆମେରିକୀୟ ଟିକା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତୀୟ ବଜାରରେ…

ଚିନ୍ତା ବଢାଉଛି ଡେଲ୍ଟା ପ୍ଲସ୍: ଆଲ୍ଫା-ବୀଟା-ଗାମା-ଡେଲ୍ଟା ମୁକାବିଲାରେ ସଫଳ କୋଭିସିଲ୍ଡ-କୋଭାକ୍ସିନ୍

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତ ନିର୍ମିତ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ କରୋନା ଭୂତାଣୂର ନୂତନ ଭ୍ୟାରିଆଣ୍ଟ ଆଲ୍ଫା, ବୀଟା, ଗାମା ଓ ଡେଲ୍ଟାର ମୁକାବିଲା କରିବାରେ ସମର୍ଥ ବୋଲି ସରକାରଙ୍କ ପକ୍ଷରୁ…

ଚଷମା ଯୋଗୁଁ ଭାଙ୍ଗିଲା ବାହାଘର;ଥାନାରେ ମାମଲା

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ଉତ୍ତର ପ୍ରଦେଶର ଅଉରାଇଆ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚଷମା କାରଣରୁ ନିଜ ବାହାଘର ଭାଙ୍ଗି ଦେଇଛନ୍ତି କନ୍ୟା । ଏହା ସହିତ ମାମଲାକୁ ନେଇ ଅଉରାଇଆ ଥାନାରେ ଏକ…

ମୁଫତିଙ୍କ ବଡ ବୟାନ: ଧାରା ୩୭୦ ଲାଗୁ ନହେଲେ ଲଢିବେନି ନିର୍ବାଚନ

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଜମ୍ମୁ କଶ୍ମୀରରେ ସାଧାରଣ ନିର୍ବାଚନକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଧାରା ୩୭୦ ଏବଂ ୩୫(ଏ) ପୁନର୍ବାର ଲାଗୁ କରାନଗଲେ ସେ…

ଏମାନେ ଆତଙ୍କବାଦକୁ ଅର୍ଥ ଓ ଆଶ୍ରୟ ଦେଉଛନ୍ତି, ୟୁଏନରେ ଆତଙ୍କର ଜନନୀ ଉପରେ ବର୍ଷିଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନର ନାମ ନନେଇ ଭାରତ ମିଳିତ ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗରେ ରୋକ ଠୋକ୍ ଶୁଣାଇଛି। ଭାରତ ମିଳିତ ଜାତିସଂଘରେ କହିଛି,  ଗତ ଅନେକ ଦଶନ୍ଧି ଧରି ଭାରତ ସୀମାପାର ଆତଙ୍କବାଦର ଶିକାର ହେଉଛି। କିଛି…

କେବେ ଏବଂ କେଉଁଠି ଖେଳାଯିବ ଆଇସିସି ଟି-୨୦ ବିଶ୍ଵ କପ୍ ? ସାମ୍ନାକୁ ଆସିଲା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ : ଟି-୨୦ ବିଶ୍ଵ କପ୍ ୨୦୨୧ କେଉଁଠି ଖେଳାଯିବ, କେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ଏବଂ ଫାଇନାଲ୍ କେବେ ଖେଳାଯିବ, ତାର ଚିତ୍ର ଆପାତଃ ସ୍ପଷ୍ଟ ହୋଇ ଯାଇଛି। ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୭ରୁ ୟୁଏଇରେ ଆରମ୍ଭ…

ମୋଦୀ ସରକାରଙ୍କୁ ନେଇ ଏତେ ଦ୍ଵନ୍ଦ୍ଵରେ କାହିଁକି ଇମ୍ରାନ ? ଏବେ କହୁଛନ୍ତି- ମୋଦୀ ଯିବା ପରେ ହିଁ ସଂପର୍କ ସୁଧୁରିବ 

ନୂଆଦିଲ୍ଲୀ :  ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୋଦୀ ସରକାରଙ୍କ ସହ ସଂପର୍କକୁ ନେଇ ସର୍ବଦା ଦ୍ଵନ୍ଦ୍ଵରେ ରହୁଛନ୍ତି। ନିକଟରେ ଆମେରିକାର ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଇମ୍ରାନ କହିଛନ୍ତି, ମୋଦୀ…

ଇଂଲଣ୍ଡ ଓ ଶ୍ରୀଲଙ୍କା ଗସ୍ତରେ ଯିବେ ଭାରତୀୟ ଚୟନକର୍ତ୍ତା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଇଂଲଣ୍ଡରେ କଡା କରୋନା କଟକଣା ଯୋଗୁ ଭାରତୀୟ କ୍ରିକେଟ ଦଳ ସହିତ ବିସିସିଆଇ ଖେଳାଳି ଚୟନ କମିଟିର କୌଣସି ସଦସ୍ୟ ଯାଇ ପାରି ନ ଥିଲେ । ମାତ୍ର ପରିସ୍ଥିତି ଦୃଷ୍ଟିରୁ ଜାତୀୟ ଚୟନକର୍ତ୍ତା…

ଟୋକିଓ ଅଲିମ୍ପିକ୍ସରେ ଚିନ୍ତା ବଢ଼ାଇଲା କରୋନାର ନୂଆ ଭ୍ୟାରିଏଣ୍ଟ, ଜାପାନରେ ଉଗାଣ୍ଡା ଆଥଲେଟ୍‌ ଡେଲ୍ଟା ଭାରିଏଣ୍ଟ ଭୂତାଣୁ ଦ୍ୱାରା…

ଟୋକିଓ (ଓଡ଼ିଶା ଭାସ୍କର) : ଆଗୁଆ ପ୍ରସ୍ତୁତି କରିବା ଲକ୍ଷ୍ୟ ନେଇ ଗତ ସପ୍ତାହରେ ଜାପାନ ଆସିଥିବା ଉଗାଣ୍ଡା ଆଥଲେଟ୍‌ ଡେଲ୍ଟା ଭାରିଏଣ୍ଟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣା ପଡିଛି । ତେଣୁ ଟୋକିଓ…