ରୋହିତଙ୍କୁ ନେଇ ଗାଭାସ୍କରଙ୍କ ଭବିଷ୍ୟତବାଣୀ, ଇଂଲଣ୍ଡରେ ଏତିକି ଶତକ ଲଗାଇବେ ହିଟ୍ ମ୍ୟାନ

ସାଉଥମ୍ପଟନ: ସୀମିତ ଓଭର କ୍ରିକେଟର ବିଶେଷଜ୍ଞ ବ୍ୟାଟସମ୍ୟାନ ରୋହିତ ଶର୍ମା ଟେଷ୍ଟ ଓପନିଂରେ ମଧ୍ୟ ନିଜର ସ୍ଵତନ୍ତ୍ର ଛାପ ଛାଡିବାରେ ସଫଳ ହୋଇଛନ୍ତି। ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ରୋହିତ…

ବାଦଲଫଟା ବର୍ଷାରେ ନେପାଳରେ ଜଳ ପ୍ରଳୟ, ୩ ଭାରତୀୟ ସମେତ ୨୩ ନିଖୋଜ

କାଠମାଣ୍ଡୁ : ନେପାଳରେ ଭୀଷଣ ବର୍ଷାରେ ବନ୍ୟା ସ୍ଥିତି ଉପୁଜିଛି। ବାଦଲଫଟା ବର୍ଷା କାରଣରୁ ଜଳପ୍ରଳୟ ଆସିଛି। ପ୍ରଭାବିତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମଧ୍ୟ ନେପାଳରେ…

ବଦଳିଲା ସରକାର, ବଦଳିଲାନି ନୀତି: ଉସୁକାଇଲା ଗାଜା, ମିସାଇଲ ମାଡ କରି ମୁହଁତୋଡ ଜବାବ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ : ବଦଳିଲା ସରକାର ହେଲେ ବଦଳିଲାନି ରଣନୀତି। ନୂତନ ସରକାରକୁ କେଇ ଦିନ ନଯାଉଣୁ ପୁଣି ଥରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇ ଯାଇଛି। ଗତ ମାସରେ ୧୧ ଦିନ ଧରି ଧରି ଇସ୍ରାଏଲ ଓ…

ଫୁଟବଲ୍ ଖେଳାଳି ରୋନାଲ୍ଡୋଙ୍କ ଗୋଟିଏ ଇସାରା, କୋକା-କୋଲାର ବୁଡିଗଲା ୨୯,୩୦୦ କୋଟି ଟଙ୍କା

ନୂଆଦିଲ୍ଲୀ : ସଂପ୍ରତି ଦୁନିଆର ବଡ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ଛୋଟ କାମ କୋକା-କୋଲାର ଖେଳ ବିଗାଡି ଦେଇଛି। ୟୁରୋ ୨୦୨୦ ଟୁର୍ଣ୍ଣାମେଣ୍ଟରେ ପର୍ତ୍ତୁଗାଲର ହଙ୍ଗେରି ବିପକ୍ଷ ମୁକାବିଲା…

ସାଗର ହତ୍ୟାକାଣ୍ଡରେ ନୂତନ ଖୁଲାସା:  ସୁଶୀଲଙ୍କ ହତ୍ୟା ପାଇଁ ରଚା ଯାଇଥିଲା ଷଡଯନ୍ତ୍ର, ପୋଲିସକୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ : ପହିଲମାନ ସାଗର ଧନକଡ ହତ୍ୟାକାଣ୍ଡ ମାମଲାରେ  ନୂତନ ଖୁଲାସା। ସାଗର ହତ୍ୟା ମାମଲା ଯାଞ୍ଚ କରୁ କରୁ ଘଟଣାରେ ଆସିଲା ନୂତନ ମୋଡ। ଛତ୍ରସାଲ ଷ୍ଟାଡିୟମରେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ହତ୍ୟା…

ବିବାଦୀୟ ବୟାନ ମାମଲାରେ ବଢିଲା ମିଥୁନ ଚକ୍ରବର୍ତ୍ତୀଙ୍କ ଅଡୁଆ, ଜନ୍ମ ଦିନରେ ଜେରା କରୁଛି କୋଲକାତା ପୋଲିସ

କୋଲକାତା : ଅଭିନେତା ତଥା ବିଜେପିର ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅଡୁଆ ବଢିବାରେ ଲାଗିଛି। ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସମୟରେ ତାଙ୍କର ବିବାଦୀୟ ଭାଷଣକୁ ନେଇ କୋଲକାତା ପୋଲିସ ବୁଧବାର ତାଙ୍କୁ ପଚରା ଉଚୁରା…

WTC ଫାଇନାଲ ମୁକାବିଲା ପାଇଁ ୱିଲିୟମ୍‌ସନ୍‌ଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ୍‌ ଦଳ ଘୋଷଣା,ସ୍ଥାନ ପାଇଲେ ଏହି ଖେଳାଳି

ଲଣ୍ଡନ(ଓଡ଼ିଶା ଭାସ୍କର): ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶି୍‌ ଫାଇନାଲ ମ୍ୟାଚ ପାଇଁ ମଙ୍ଗଳବାର ଦିନ ଅଧିନାୟକ କେନ୍‌…