ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଦେଲା ନିର୍ଯାତନା, ପିଠାପାତିଆକୁ ନିଆଁରେ ଗରମ କରି ପିଠି ଦେଉଥିଲା ଚେଙ୍କ…

ଭଞ୍ଜନଗର (ଓଡ଼ିଶା ଭାସ୍କର): ସ୍ତ୍ରୀର କାର୍ଯ୍ୟକଳାପକୁ ସନ୍ଦେହ କରି, ସ୍ୱାମୀ ଦେଇଛି ନିର୍ଯାତନା । ପିଠା ପାତିଆ ଗରମ କରି ସ୍ତ୍ରୀ ପିଠିରେ ଚେଙ୍କ ଦେଇଛି ସ୍ୱାମୀ । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ…

ଆଜି ପବିତ୍ର ଶୀତଳ ଷଷ୍ଠୀ, ନିରାଡ଼ମ୍ବରରେ ପାଳନ ହେବ ହର ପାର୍ବତୀଙ୍କ ବିବାହ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ପବିତ୍ର ଶୀତଳଷଷ୍ଠୀ। ଏଥିାଇଁ ଏକାମ୍ର କ୍ଷେତ୍ର ହୋଇଉଠେ ଚଳଚଞ୍ଚଳ । ତେବେ କରୋନା କଟକଣା ପାଇଁ ଏଥର ଏକାମ୍ର କ୍ଷେତ୍ର ଶିବ ବିବାହ ଅବସରରେ ନିଶବ୍ଦ ହୋଇଯାଇଛି । ତେବେ ବିଧିପୂର୍ବକ…

ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ପିଚ୍  ପ୍ରସ୍ତୁତ, ଅଡୁଆରେ ପଡିପାରନ୍ତି ଭାରତୀୟ ଦଳ ଓ ବିରାଟ କୋହଲି

ସାଉଥମ୍ପଟନ: ପ୍ରଥମ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ।  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ଫାଇନାଲ ମୁକାବିଲା ପାଇଁ ପିଚ୍ ପ୍ରସ୍ତୁତ।…

ମହାରାଷ୍ଟ୍ର ମହାନାଟକ: ମହାବିକାଶ ଅଘାଡିରେ ଫାଟ ? କଂଗ୍ରେସ କହିଲା- ଦଳ ଏକାକୀ ଲଢିବ ବିଧାନସଭା ନିର୍ବାଚନ 

ମୁମ୍ବାଇ : ବିଗତ ଦିନରେ ଦେଶର ଅନେକ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ରହିଛି। କେଉଁଠି କିଏ ଦଳ ଛାଡୁଛି ତ ଆଉ କେଉଁଠି ପାର୍ଟି ଭିତରେ ବିରୋଧର ସ୍ଵର ଉଠୁଛି। ଆଉ କେଉଁଠି ମେଣ୍ଟ ସରକାରରେ ଅସନ୍ତୋଷର ନିଆଁ…

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଘୋଷଣା- ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଲଢିବ ଆପ୍

ଅହମ୍ମଦାବାଦ : ଆସନ୍ତା ବର୍ଷ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମି ଫାଇନାଲ୍ ଦୃଷ୍ଟିରେ ଦେଖାଯାଉଛି। ରାଜନୈତିକ ପାର୍ଟି ମଧ୍ୟ ନିଜ ନିଜର ରଣନୀତି…

ଇସ୍ରାଏଲ୍‌ରେ ଶେଷ ହେଲା ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଶାସନ, ପ୍ରଧାନମନ୍ତ୍ରୀ ଭାବେ ମଙ୍ଗ ଧରିଲେ ନେଫ୍‌ତାଲି ବେନେଟ୍‌

ଜେରୁଜେଲମ୍‌,(ଓଡ଼ିଶା ଭାସ୍କର): ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ପଦରୁ ହଟିଛନ୍ତି ବେଞ୍ଜାମିନ୍‌ ନେତାନ୍ୟାହୁ। ନେଫ୍‌ତାଲି ବେନେଟ୍‌ ହୋଇଛନ୍ତି ଇସ୍ରାଏଲ୍‌ର ନୂତନ ପ୍ରଧାନମନ୍ତ୍ରୀ । ଫଳରେ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ…

ଭାରତର ପୂର୍ବତନ ଅଲିମ୍ପିଆନ୍‌ ସୂରତ ସିଂ ମାଥୁରଙ୍କ ପରଲୋକ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତର ପୂର୍ବତନ ଅଲିମ୍ପିଆନ୍‌ ସୂରତ ସିଂ ମାଥୁରଙ୍କ ରବିବାର କରୋନାରେ ପରଲୋକ ଘଟିଛି । ସେ ଭାରତ ପାଇଁ ୧୯୫୨ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ସହ ୧୯୫୨ ଅଲିମ୍ପିକ୍‌ରେ…

ରଜ ପାଇଁ ଓଟିଡିସିର ‘ପିଠା ଅନ୍‌ ହ୍ୱିଲ୍‌’ ୧୪ରୁ ୧୬ ତାରିଖ ଯାଏଁ ଭୁବନେଶ୍ୱର ୬ଟି ସ୍ଥାନରେରେ ମିଳିବ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ପହିଲି ରଜ । ମାତ୍ର କରୋନା କଟକଣା ପାଇଁ ସବୁଠି ଖାଁ ଖାଁ ପରିବେଶ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପାନ୍ଥନିବାସରେ ନିରାଡ଼ମ୍ବରରେ ଓଡିଶାର ଗଣପର୍ବ ରଜ ପାଳନ ହେବ । ରଜ ପାଇଁ…

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଗହମ ବୋଝେଇ ଟ୍ରକ, ଅଲ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍ପର

ବ୍ୟାସନଗର (ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ବଡ଼ ତ୍ରିଲୋଚନପୁର ଗାଁ ନିକଟ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଗହମ ବୋଝେଇ ଟ୍ରକ ଓଲଟିଡିଛି । ଏଥିରେ…

ମିଲଖା ସିଂଙ୍କ ପତ୍ନୀ ନିର୍ମଲ କୌରଙ୍କ ଜୀବନ ନେଲା କରୋନା , ମାତ୍ର ୮୫ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କଲେ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀ କିମ୍ବଦନ୍ତୀ ଆଥଲେଟ୍‌ ମିଲଖା ସିଂ କରୋନାରେ ଆକ୍ରାନ୍ତ ହୋଇ ଧୀରେ ଧୀରେ ସୁସ୍ଥ ଅବସ୍ଥାକୁ ଫେରୁଥିବା ବେଳେ ପତ୍ନୀ ନିର୍ମଲ କୌରଙ୍କର ମୃତ୍ୟୁ ହୋଇ ଯାଇଛି । ମୃତ୍ୟୁ ବେଳକୁ…