ନା ଜିନ୍ସ, ନା ଟି-ସାର୍ଟ, ନା ସ୍ପୋର୍ଟ୍ସ ଜୋତା… ଏବେ କେବଳ ସାଦା ପୋଷାକ ପିନ୍ଧିବେ ସିବିଆଇ ଅଫିସର

ନୂଆଦିଲ୍ଲୀ : ଏବେ ସିବିଆଇ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଜିନ୍ସ, ଟି-ସାର୍ଟ ଏବଂ ସ୍ପୋର୍ଟ୍ସ ଜୋତା ପିନ୍ଧିବା ମନା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)ର ନୂତନ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲ ପଦ…

ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପ୍ରୟାସ ବୃଥା, ଖାଲି ହାତରେ ଡୋମିନିକାରୁ ଉଡାଣ ଭରିଲା ଭାରତୀୟ ବିମାନ !

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି । କିନ୍ତୁ ଚୋକସିକୁ ଆଣିବା ପାଇଁ ଗତ ସପ୍ତାହରେ ଦସ୍ତାବିଜ ସହ ଡୋମିନିକା ଯାଇଥିବା ଭାରତର…

ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝେଇ ଡାଲା ଅଟୋ: ଜଣେ ମୃତ, ୧୩ ଗୁରୁତର

ଭଞ୍ଜନଗର (ଓଡ଼ିଶା ଭାସ୍କର): ଏକ ଶ୍ରମିକ ବୋଝେଇ ଡାଲା ଅଟୋ ରାସ୍ତାରେ ଓଲଟି ପଡିବା କାରଣରୁ ଘଟଣାସ୍ଥଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଅନ୍ୟ ୧୩ ଜଣ ଗୁରୁତର ଆହାତ ହୋଇଛନ୍ତି । ବେଲଗୁଣ୍ଠା…

ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରୁ ଯୁବକଙ୍କୁ ଅପହରଣ ଘଟଣା, ଖୁବ୍‌ଶୀଘ୍ର ଗିରଫ ହେବେ ଦୁର୍ବୃତ୍ତ : ଡିସିି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗୁରୁବାର ସଂନ୍ଧ୍ୟାରେ ରାଜଧାନୀ ରାଜରାସ୍ତାରୁ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ ଅପହରଣ କରିନେବା ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ ଷ୍ଟାଇଲରେ କିଛି ଦୁର୍ବୁତ୍ତ ଉକ୍ତ…

ସ୍ପୁଟନିକ୍‌-ଭି ଉତ୍ପାଦନ ଅନୁମତି ମାଗିଲା ସେରମ୍‌

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତରେ କୋଭିସିଲ୍ଡ ଟିକା ଉତ୍ପାଦନକାରୀ କମ୍ପାନୀ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବେ ରୁଷ ପ୍ରସ୍ତୁତ କରିଥିବା କରୋନା ଟିକା "ସ୍ପୁଟନିକ୍‌-ଭି'ର ଉତ୍ପାଦନକରିବାକୁ…

ରଜରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍ ୧୧ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ଚଳିତ ବର୍ଷ ରଜ ବେଳକୁ ମୌସୁମୀ ବାୟୁ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର କେରଳ ଛୁଇଁବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ସାଧାରଣତଃ ମୌସୁମୀ କେରଳ…

ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ୩ ମ୍ୟାଚ୍‌ ବିଶିଷ୍ଟ ହେଉ ଫାଇନାଲ୍‌: ଶାସ୍ତ୍ରୀ

ମୁମ୍ବାଇ,(ଓଡ଼ିଶା ଭାସ୍କର): ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ୩ ମ୍ୟାଚ୍‌ ବିଶିଷ୍ଟ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ଟିମ୍‌ ଇଣ୍ଡିଆ କୋଚ୍‌ ରବି ଶାସ୍ତ୍ରୀ । ସେ କହିଛନ୍ତି, ଟେଷ୍ଟ କ୍ରିକେଟ୍‌ ସବୁଠୁ…

ଆହୁରି ସହଜ ହେଲା ଟିକାକରଣ ପାଇଁ ସ୍ଲଟ୍‌ ବୁକିଂ, ଏଣିକି ଗୋଟିଏ କଲ୍‌ରେ ବୁକିଂ ହୋଇଯିବ ସ୍ଳଟ୍

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): ବର୍ତ୍ତମାନ ୧୮ ବର୍ଷରୁ ବୟସ୍କ ଲୋକଙ୍କୁ ଟିକା ଦାନ ପାଇଁ ଅନୁମତି ମିଳିସାରିଛି । କୋ-ୱିନ୍‌ ଆପ୍‌ ମାଧ୍ୟମରେ ୧୮-୪୪ବର୍ଷୀୟ ଲୋକେ ଏଥିପାଇଁ ସ୍ଲଟ୍‌ ବୁକିଂ କରିବା ଆରମ୍ଭ କରିଦେଲେଣି ।…

ମହାପ୍ରଭୁଙ୍କ ଭଉଁରୀ ଉତ୍ସବରେ ଚକ-ଅଖ ଡେରା ନୀତି ସମ୍ପନ୍ନ କଲେ ଭୋଇ ସେବକ, ରଥଖଳାରେ ଆଜ୍ଞାମାଳ ପହଞ୍ଚିବା ପରେ ୬ ଚକରେ ୩ ଅଖ ସଂଯୋଗ ହେଲା

ପୁରୀ (ଓଡ଼ିଶା ଭାସ୍କର) : ମହାପ୍ରଭୁଙ୍କ ଭଉଁରୀ ତିଥିରେ ଚକରେ ଅଖ ସଂଯୋଗ ଡେରା ନୀତି ସମ୍ପର୍ଣ୍ଣ ହୋଇଛି । ଗୁରୁବାର ଦିନ ୧୦ଟା ସମୟରେ ରଥ ନିର୍ମାଣ ପରମ୍ପରା ଅନୁସାରେ ଠାକୁରଙ୍କ ଆଜ୍ଞାମାଳ ରଥ ଖଳାରେ ପହଞ୍ଚିଲା।…

ଇଂଲଣ୍ଡର ବାଥ୍‌ ସହରରେ ପ୍ରତିଷ୍ଠା ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ବିଦେଶରେ ପୂଜା ପାଇବେ ଚତୁର୍ଦ୍ଧାମୂର୍ତ୍ତି

ଲଣ୍ଡନ(ଓଡ଼ିଶା ଭାସ୍କର): ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଇଂଲଣ୍ଡର ବାଥ୍‌ ସହରରେ ପ୍ରତିଷ୍ଠା ହୋଇଛି । ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ୨୦୨୦ ପବିତ୍ର ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ…