ହୃଦ୍‌ଘାତରେ ଆଖିବୁଜିଲେ ସ୍ୱାମୀ, ଚୈତନ୍ୟଙ୍କ ମୃତ୍ୟୁର ୫ଦିନ ପରେ ପତ୍ନୀ ବଉଳବାଳାଙ୍କ ଜୀବନ ନେଲା କରୋନା

ଧର୍ମଶାଳା (ଓଡ଼ିଶା ଭାସ୍କର) : ସ୍ୱାମୀଙ୍କ ମୃତ୍ୟୁ ହେବାର ୫ ଦିନ ପରେ ସ୍ତ୍ରୀ ଆରପାରିକୁ ଚାଲିଗଲେ । ଧର୍ମଶାଳା ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବଡ଼ବାଲିକୁଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଚୈତନ୍ୟ ଜେନା (୮୬)ଙ୍କ ଗତ…

ବାତ୍ୟା ‘ୟଶ୍’ ପାଇଁ ଭୁବନ ବ୍ଲକ ଆଲର୍ଟ, ୨୪ ଘଣ୍ଟା ପାଇଁ ସଜାଗ କର୍ମଚାରୀ

ଭୁବନ (ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ୟଶ୍ ପାଇଁ ଭୁବନ ବ୍ଲକକୁ ଆଲର୍ଟ କରାଯାଇ ପ୍ରଶାସନ ତରଫରୁ ପ୍ରସ୍ତୁତି ଜୋରଦାର ହୋଇଛି । ବାତ୍ୟା ୟଶ୍‌ର ଭୁବନ ବ୍ଲକ ପ୍ରଭାବିତ ହେବ ବୋଲି ସୂଚନା ମିଳିବା ପରେ ପ୍ରଶାସନିକ…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲା ଜମ୍ମୁକାଶ୍ମୀର

ଶ୍ରୀନଗର (ଓଡ଼ିଶା ଭାସ୍କର) : ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ବ୍ଲାକ୍‌ ଫଙ୍ଗସକୁ ଏକ ଉଲ୍ଲେଖନୀୟ ରୋଗରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେବା ପରେ…

ଆଇପିଏଲ୍‌ ଶେଷ ହେବାର ସପ୍ତାହ ପରେ ଟି-୨୦ ବିଶ୍ୱକପ, ଭାରତର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ବାତିଲ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଆଇପିଏଲ ଓ ଟି-୨୦ ବିଶ୍ୱକପ୍‌ ପରି ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ନେଇ ଦକ୍ଷିଣ ଆଫ୍ରିିକା ବିକ୍ଷ ଟି- ୨୦ ସିରିଜ ବାତିଲ କଲା ବିସିସିଆଇ। କାରଣ ଆସନ୍ତା ସେପ୍ଟେମ୍ବର ମାସରେ ଏହି ସିରିଜ…

ଓଡ଼ିଶାରୁ ଆଉ ୩୫ ଜୀବନ ନେଲା ମହାମାରୀ, ଖୋର୍ଦ୍ଧା ଓ ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ଓଡ଼ିଶା କରୋନା ପିକ୍‌ରେ ଥିବା ବେଳେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫ ଜୀବନ ନେଲା ମହାମାରୀ କରୋନା । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨ ହଜାର…

ଓଡିଶାରେ ଆଜି ୧୧,୬୨୩ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୬୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୫୦୯ ଜଣ ଓ…

ୟୁଏଇରେ ଖେଳାଯିବ ଆଇପିଏଲ୍-୧୪ର ଅବଶିଷ୍ଟ ମ୍ୟାଚ : ଅକ୍ଟୋବର ୯ରେ ଫାଇନାଲ୍‌ ମ୍ୟାଚ୍, ଦିନକୁ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) କ୍ରିକେଟର ଦ୍ୱିତୀୟ ଭାଗ ଆସନ୍ତା ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଅନୁଷ୍ଠିତ ହେବ ବୋଲି ମଙ୍ଗଳବାର ଦିନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଫୁସଫୁସ ସଂକ୍ରମଣକୁ ନେଇ ଚିନ୍ତିତ ଡାକ୍ତର

କୋଲକାତା( ଓଡ଼ିଶା ଭାସ୍କର): କରୋନାରେ ସଂକ୍ରମିତ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ମଙ୍ଗଳବାର ସକାଳେ ତାଙ୍କର ଅମ୍ଳଜାନ ସ୍ତର ୯୦…

ବାତ୍ୟା ‘ୟଶ୍’ ପ୍ରଭାବ: ଆଜି ବନ୍ଦ ରହିବ ଟିକାକରଣ, ୨୬ରେ ସ୍ଲଟ୍‌ ବୁକିଂ କରିଥିବା ଲୋକ ୨୯ରେ ଟିକା ନେଇପାରିବେ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଅତି ଖୀପ୍ର ବେଗରେ ମାଡି ଆସୁଛି ବାତ୍ୟା ୟଶ୍।   ଭଦ୍ରକର ଧାମରାରୁ ମାତ୍ର ୪୦ କିମି ଦୂରରେ ରହିଥିବା ବେଳେ ବାଲେଶ୍ବର ଓ ପଶ୍ଚିମବଙ୍ଗର ଦୀଘାଠୁ ୯୦ କିମି ଦୂରରେ ୟଶ୍ । ଅତି ଭୟଙ୍କର…

ବିଶିଷ୍ଟ ଅଭିନେତା ତଥା ଭଞ୍ଜନଗରର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ

ଭଞ୍ଜନଗର (ଓଡ଼ିଶା ଭାସ୍କର): ବିଶିଷ୍ଟ କଳାକାର, ନାଟ୍ୟ ନିର୍ଦ୍ଦେଶକ, ଜଣେ ସାହିତ୍ୟପ୍ରେମୀ, ସୁନାମଧନ୍ୟ ଓକିଲ, ସଫଳ ରାଜନେତା ତଥା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ୮୨ ବର୍ଷ ବୟସରେ…