CHARIDHAM

ଏକାଠି ହେବେ ବିଜେପି-ଶିବସେନା!; ଅମୀର-କିରଣ ଉପାଖ୍ୟାନ ଦେଲେ ସଞ୍ଜୟ

ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରରେ ଏକାଠି ହୋଇ ପାରନ୍ତି ବିଜେପି ଓ ଶିବସେନା । ଆସନ ଆବଣ୍ଟନକୁ ନେଇ ଉଭୟ ଦଳ ପରସ୍ପର ଠାରୁ ଅଲଗା ହୋଇଥିବା ବେଳେ କଂଗ୍ରେସ ଓ ଏନସିପି ସହିତ ମିଶି ସରକାର ଗଠନ କରିଥିଲା ଶିବସେନା ।…

୪୦ ଫୁଟ କୂଅରୁ ଜୀବନ୍ତ ଉଦ୍ଧାର ହେଲା ଯୁବକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଆଉ ଥରେ ସାହସ ଓ ସଫଳତାର ପରାକାଷ୍ଠା ଦେଖାଇଛି ରାଜ୍ୟ ଅଗ୍ନିଶମ ବିଭାଗ । ୪୦ ଫୁଟର କୂଅରେ ପଡି ଯାଇଥିବା ଜଣେ ଯୁବକଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସକ୍ଷମ ହୋଇଛି ଅଗ୍ନିଶମ ବିଭାଗ ।…

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରନ୍ତୁ ସୂଚନା ଅଧିକାରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବୈଷୟିକ ଜ୍ଞାନକୌଶଳର ବିକାଶ ସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସଂପର୍କ…

କଟକଣା ମାନୁନାହାନ୍ତି; ବିୟୁଟି ପାର୍ଲର ସିଲ୍ କଲା ବିଏମସି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କରୋନା କଟକଣା ଉଲ୍ଲଂଘନ କାରଣରୁ ବିଏମସି ପକ୍ଷରୁ ବିୟୁଟି ପାର୍ଲର ଓ ଦୋକାନ ଗୁଡିକୁ ସିଲ୍ କରି ଦିଆଯାଇଛି । ରାଜଧାନୀର କଳିଙ୍ଗ ନଗର ଓ ସିଆରପି ସ୍କେ୍ୱୟାର ଅଞ୍ଚଳରେ ବିଭିନ୍ନ ବିୟୁଟି…

ଓଡ଼ିଆ ପ୍ରଫେସରଙ୍କୁ ପ୍ରଶଂସା କଲା ପାକିସ୍ତାନ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପରିବେଶ ଦିବସରେ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଅଧ୍ୟାପିକାମାନଙ୍କୁ ସମ୍ବୋଧିତ କରିବା ପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଜନସାଧାରଣ ନୀତି ଏବଂ ପରିଚାଳନା ବିଭାଗର ସହକାରୀ ପ୍ରଫେସର…

କୋୱିନ୍ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ମୋଦି; କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କୋୱିନ୍ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । କରୋନା ମହାମାରୀ ସମୟରେ ଆମକୁ ପରସ୍ପର ସହଯୋଗ ସହିତ ଆଗକୁ ବଢିବାକୁ ପଡିବ ବୋଲି ମୋଦି କହିଛନ୍ତି । ମହାମାରୀର…

ଲଭ୍ ସେକ୍ସ ଆଉ ଧୋକା: ଗର୍ଭବତୀ କରି ଚମ୍ପଟ ମାରିଲା ପ୍ରେମିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଭ୍, ସେକ୍ସ ଆଉ ଧୋକା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ସିମୁଳିଆରେ । ଗର୍ଭବତୀ କରି ପ୍ରେମିକ ଜଣକ ଚମ୍ପଟ ମାରିଥିବା ବେଳେ ଆତ୍ମହୁତି ଉଦ୍ୟମ କରିଛନ୍ତି ଯୁବତୀ ।…

ବିଧାନସଭାରେ ପଶି ପାରିବେନି ବିଜେପି ବିଧାୟକ; ଜାଣନ୍ତୁ କାହିଁକି

ମୁମ୍ବାଇ: ବିଜେପିର ୧୨ ଜଣ ବିଧାୟକଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି । ମହାରାଷ୍ଟ୍ର ବିଧାନସଭାର ମୈସୁମୀ ଅଧିବେଶନର ପ୍ରଥମ ଦିନରେ ୧୨ ଜଣ ବିଧାୟକଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି । ବାଚସ୍ପତିଙ୍କ କକ୍ଷରେ…

ଆଇପିଏଲର ନିଲାମର ତାରିଖ ସ୍ଥିର, ସାମିଲ ହେବେ ୨ ନୂଆ ଟିମ୍, ଏତିକି ଖେଳାଳିଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ : ବିଶ୍ଵର ସବୁଠୁ ବଡ ଟି-୨୦ ଲିଗ୍ ଆଇପିଏଲରେ ଆହୁରି ମଜା ଜମିବ। ଦଳ ସଂଖ୍ୟା ବଢିବ ଏବଂ ଦର୍ଶକଙ୍କୁ କ୍ରିକେଟର ରୋମାଞ୍ଚ ଆହୁରି ଦେଖିବାକୁ ମିଳିବ। ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ଦୁଇ ନୂତନ…

‘ଇତିହାସ ହେବାର ନାହିଁ, ରଚିବାର ଅଛି… ଏବେ ଆଉ ଜନ୍ମ ନେବେ ନାହିଁ ତୈମୁର, ଔରଙ୍ଗଜେବ ଓ ହୁମାୟୁନ’

ନୂଆଦିଲ୍ଲୀ : ଏବେ ଜନ୍ମ ନେବେ ନାହିଁ ତୈମୁର, ଔରଙ୍ଗଜେବ, ବାବର ଓ  ହୁମାୟୁନ। ଆମକୁ ଇତିହାସ ହେବାର ନାହିଁ, ଇତିହାସ ସୃଷ୍ଟି କରିବାର ଅଛି। ଏମିତି ଉତ୍ତେଜକ ବୟାନ ଦେଇଛନ୍ତି ହରିୟାଣା ବିଜେପି ମୁଖପାତ୍ର ତଥା କରଣି…