Featured ଜୁଲାଇ ୫ ଯାଏଁ ଦୁର୍ବଳ ରହିବ ମୌସୁମୀ Abinash Kumar Dhal Jun 26, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଚାଷ ଓ ଚାଷୀଙ୍କ ପାଇଁ ଦୁଃସମ୍ବାଦ । ଆସନ୍ତା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ମୌସୁମୀ ଦୁର୍ବଳ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜୁନ୍ ୨୧ରେ ମୌସୁମୀ ଆସିଥିବା ବେଳେ ସମଗ୍ର…
Featured ପରଦାକୁ ଆସିବେ ଇର୍ଫାନଙ୍କ ପୁଅ ବାବିଲ୍; ପଢନ୍ତୁ ପୁରା ଖବର Abinash Kumar Dhal Jun 26, 2021 ମୁମ୍ବାଇ (ଓଡ଼ିଶା ଭାସ୍କର): ଦିବଙ୍ଗତ ବଲିଉଡ୍ ଅଭିନେତା ଇର୍ଫାନ୍ ଖାନଙ୍କ ପୁଅ ବାବିଲ୍ ନିଜର ଦ୍ୱିତୀୟ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ନେଟଫ୍ଲିକ୍ସ ଫିଲ୍ମ କାଲାରୁ ପଦାର୍ପଣ କରୁଥିବା ବାବିଲ୍ ଭିକି ଡୋନର…
Featured ୨୦ ସେକେଣ୍ଡ ପାଇଁ ଟୋକିଓ ଟିକେଟ ହରାଇଲେ ଫାରା Abinash Kumar Dhal Jun 26, 2021 ଲଣ୍ଡନ (ଓଡ଼ିଶା ଭାସ୍କର): ୪ ଥର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦୂରଗାମୀ ଧାବକ ମୋ ଫାରା ଅଲିମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ଶୁକ୍ରବାର ମାଞ୍ଚେଷ୍ଟରରେ ଅନୁଷ୍ଠିତ ୧୦ ହଜାର ମିଟର ଦୌଡ଼ରେ ଫାରା…
Featured କ୍ୟାରିୟର ସଫଳତା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ Abinash Kumar Dhal Jun 26, 2021 (ଓଡ଼ିଶା ଭାସ୍କର): କ୍ୟାରିୟର ଏପରି ଏକ ଶବ୍ଦ ଯାହା ଆପଣ ଆପଣଙ୍କ କର୍ମମୟ ଜୀବନରେ କେତେ ସଫଳ ତାହା ନିର୍ଦ୍ଧାରଣ କରିଥାଏ । ତେବେ କ୍ୟାରିୟରକୁ ନେଇ ଭିନ୍ନ ଭିନ୍ନ ସଂଜ୍ଞା ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ…
Featured ମହାକାଶକୁ ଯିବେ ପ୍ରଥମ ଦିବ୍ୟାଙ୍ଗ: ପଢନ୍ତୁ ପୁରା ଖବର Abinash Kumar Dhal Jun 26, 2021 ଲଣ୍ଡନ (ଓଡ଼ିଶା ଭାସ୍କର): ବିଶ୍ୱର ପ୍ରଥମ ଦିବ୍ୟାଙ୍ଗ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବାରୁ ବିରଳ ଉପଲବ୍ଧି ହାସଲ କରିବାକୁ ଯାଉଛି ୟୁରୋପିଆନ ସ୍ପେସ୍ ଏଜେନ୍ସି (ଇଏସଏ) । ଶୁକ୍ରବାର ଇଏସଏ ମୁଖ୍ୟ ଯୋଶେଫ୍ ଆଶବେକରଙ୍କ…
Featured ଖୁସି ଖବର: ଜୁଲାଇରେ ଲଞ୍ଚ ହେବ ଏହି କମ୍ପାନୀର ଟିକା Abinash Kumar Dhal Jun 26, 2021 ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଦେଶରେ କରୋନା ଭାଇରସ୍ ଏହାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହା ମଧ୍ୟରେ ଦେଶରେଲଞ୍ଚ ହେବାକୁ ଯାଉଛି ଆଉ ଏକ ଟିକା । ଆମେରିକୀୟ ଟିକା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତୀୟ ବଜାରରେ…
Featured ଚିନ୍ତା ବଢାଉଛି ଡେଲ୍ଟା ପ୍ଲସ୍: ଆଲ୍ଫା-ବୀଟା-ଗାମା-ଡେଲ୍ଟା ମୁକାବିଲାରେ ସଫଳ କୋଭିସିଲ୍ଡ-କୋଭାକ୍ସିନ୍ Abinash Kumar Dhal Jun 26, 2021 ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତ ନିର୍ମିତ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ କରୋନା ଭୂତାଣୂର ନୂତନ ଭ୍ୟାରିଆଣ୍ଟ ଆଲ୍ଫା, ବୀଟା, ଗାମା ଓ ଡେଲ୍ଟାର ମୁକାବିଲା କରିବାରେ ସମର୍ଥ ବୋଲି ସରକାରଙ୍କ ପକ୍ଷରୁ…
Featured ଚଷମା ଯୋଗୁଁ ଭାଙ୍ଗିଲା ବାହାଘର;ଥାନାରେ ମାମଲା Abinash Kumar Dhal Jun 26, 2021 ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ଉତ୍ତର ପ୍ରଦେଶର ଅଉରାଇଆ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚଷମା କାରଣରୁ ନିଜ ବାହାଘର ଭାଙ୍ଗି ଦେଇଛନ୍ତି କନ୍ୟା । ଏହା ସହିତ ମାମଲାକୁ ନେଇ ଅଉରାଇଆ ଥାନାରେ ଏକ…
Featured ମୁଫତିଙ୍କ ବଡ ବୟାନ: ଧାରା ୩୭୦ ଲାଗୁ ନହେଲେ ଲଢିବେନି ନିର୍ବାଚନ Abinash Kumar Dhal Jun 26, 2021 ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଜମ୍ମୁ କଶ୍ମୀରରେ ସାଧାରଣ ନିର୍ବାଚନକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଧାରା ୩୭୦ ଏବଂ ୩୫(ଏ) ପୁନର୍ବାର ଲାଗୁ କରାନଗଲେ ସେ…
Featured ଏମାନେ ଆତଙ୍କବାଦକୁ ଅର୍ଥ ଓ ଆଶ୍ରୟ ଦେଉଛନ୍ତି, ୟୁଏନରେ ଆତଙ୍କର ଜନନୀ ଉପରେ ବର୍ଷିଲା ଭାରତ Abinash Kumar Dhal Jun 26, 2021 ନୂଆଦିଲ୍ଲୀ : ପାକିସ୍ତାନର ନାମ ନନେଇ ଭାରତ ମିଳିତ ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗରେ ରୋକ ଠୋକ୍ ଶୁଣାଇଛି। ଭାରତ ମିଳିତ ଜାତିସଂଘରେ କହିଛି, ଗତ ଅନେକ ଦଶନ୍ଧି ଧରି ଭାରତ ସୀମାପାର ଆତଙ୍କବାଦର ଶିକାର ହେଉଛି। କିଛି…