CHARIDHAM

୨୭ଶହ ଟଙ୍କାର ବିଲ୍ ରେ ୧୧ ଲକ୍ଷ ଟିପ୍ସ: ପଢ଼ନ୍ତୁ ପୂରା ଖବର

ଲଣ୍ଡନ(ଓଡିଶା ଭାସ୍କର): ସାଧାରଣତଃ ଖାଇବା ପରେ ଲୋକେ ରେଷ୍ଟୁଣାଣ୍ଟରେ ଟିପ୍ସ ଦେଇଥାନ୍ତି । ତେବେ ନିୟୁ ହାମ୍ପଶାୟାରରେ ଜଣେ ବ୍ୟକ୍ତି ଦେଇଥିବା ଟିପ୍ସ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ଖାଇବା ନେଇ ୩୭ ଡଲାରର ବିଲ୍…

୪ ଲଦାଖ ଛାତ୍ର ଅଟକ; ଇସ୍ରାଏଲ ଦୂତାବାସ ବିସ୍ଫୋରଣ ମାମଲାରେ ଧରିଲା ପୋଲିସ୍

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ମାମଲାରେ ୪ ଜଣ ଲଦାଖ ଛାତ୍ରଙ୍କୁ ପୋଲିସ୍ ଅଟକ ରଖିଛି । କାର୍ଗିଲରୁ ୪ ଜଣ ଯୁବକଙ୍କୁ ଗୁରୁବାର ଦିନ ପଚରାଉଚୁରା ପାଇଁ ଦିଲ୍ଲୀ…

ନରମିଲେ ଆନ୍ଧ୍ର ସରକାର: ଦ୍ୱାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ(ଓଡିଶା ଭାସ୍କର): ସୁପ୍ରିମକୋର୍ଟଙ୍କ ତାଗିଦା ପରେ ଆନ୍ଧ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିଛନ୍ତି । ଶୁକ୍ରବାର ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି…

ବର୍ଷର ଶେଷ ‘ସୁପର ମୁନ୍’କୁ ଉପଭୋଗ କଲେ ପୁରୀବାସୀ

ପୁରୀ (ଓଡ଼ିଶା ଭାସ୍କର) : ହିନ୍ଦୁ ଧର୍ମରେ ଏକାଦଶୀ ଏବଂ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି । ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିକୁ ଜ୍ୟେଷ୍ଠ ପୂର୍ଣ୍ଣିମା କୁହାଯାଏ । ଏହି ତିଥିରେ ବଡ଼ ଓ ଉଜ୍ଜ୍ୱଳ…

ପଦକ ନିଶ୍ଚିତ କଲେ ଅତନୁ-ଦୀପିକା

ପ୍ୟାରିସ୍: ଭାରତୀୟ ତୀରନ୍ଦାଜୀ ଦମ୍ପତ୍ତି ଅତନୁ ଦାସ ଓ ଦୀପିକା କୁମାରୀ ଆର୍ଚେରୀ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ସହିତ ଏହି ଦମ୍ପତ୍ତି ବିଶ୍ୱକପ୍ର ତୃତୀୟ ପର୍ଯ୍ୟାୟରେ ଭାରତ ପାଇଁ ପ୍ରଥମ ପଦକ…

ଭାରତୀୟ ଜଳଖିଆ ନୁହେଁ ‘ସିଙ୍ଗଡ଼ା’ : ଜାଣନ୍ତୁ ଏହାର ଇତିହାସ କ’ଣ ? ପ୍ରଥମେ କେଉଁଠି ହୋଇଥିଲା ପ୍ରସ୍ତୁତ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭାରତୀୟ ଜଳଖିଆଗୁଡ଼ିକରେ ସିଙ୍ଗଡ଼ାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ବର୍ଷାଦିନ ହେଉ କି ଖରାଦିନ ସଂଧ୍ୟାବେଳେ ଛଣାଛଣି ଜିନିଷ ଖାଇବା କଥା ଉଠିଲେ ପ୍ରଥମେ ସିଙ୍ଗଡ଼ା କଥା ମନକୁ ଆସିଥାଏ ।…

ଓଡ଼ିଆ ଯୁବକଙ୍କ ‘କୋଟପାଡ଼ ୱିଭିଂ’ ଡକ୍ୟୁମେଣ୍ଟାରି MX Playରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱସ୍ତରରେ ପ୍ରଶଂସିତ ହୋଇଥିବା ଓଡିଆ ଫିଲ୍ମ ନିର୍ମାତା ବିଶ୍ୱନାଥ ରଥଙ୍କ ପ୍ରାମାଣିକ ଚଳଚିତ୍ର(ଡକ୍ୟୁମେଣ୍ଟାରୀ) କୋଟପାଡ ୱିଭିଙ୍ଗ-ଦ ଷ୍ଟୋରୀ ଅଫ୍ ଏ ରେସ୍ ଏଗେନଷ୍ଟ ଟାଇମ୍ ଏମ୍ଏକ୍ସ…

ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ଯୁବକ, ଧରାପଡିବା ପରେ ବାହା ହେବାକୁ ରୋକଠୋକ ମନା କରି ବନ୍ଦ…

ପୁରୀ (ଓଡ଼ିଶା ଭାସ୍କର) : ଜଣେ ନାବାଳିକାକୁ ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୋଲିସ  ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା…

ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳମନ୍ତ୍ର, ମୁଖ୍ୟମନ୍ତ୍ରୀ ଆଉ କଣ କହିଲେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳମନ୍ତ୍ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ…

କରୋନା ଛୁଇଁନଥିବା ଗାଁ, ଉଭୟ ଲହରରେ ନାହାନ୍ତି ଜଣେ ବି ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ପ୍ରଭାବରେ ସମଗ୍ର ଦେଶ ଭୀତତ୍ରସ୍ତ ଅବସ୍ଥାରେ ରହିଛି । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଉଭୟ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଥିଲା । ଦ୍ୱିତୀୟ…