CHARIDHAM

ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି…

ଗଞ୍ଜାମ ପୁଅ ଅରୁଣ ତିଆରି କଲେ କାଠର ପୁସ୍ତକରେ ଖୋଦିତ ହନୁମାନ ଚାଳିଶା, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦେବେ ଉପହାର

ଗଞ୍ଜାମ (ଓଡ଼ିଶା ଭାସ୍କର) : ଗଞ୍ଜାମ ଜିଲ୍ଲାର କଣ୍ଟେଇକୋଳି ଗାଁର ଅରୁଣ ସାହୁ କାଠରୁ ଏକ ପୁସ୍ତକ ତିଆରି କରିଛନ୍ତି।  ସେଥିରେ ହନୁମାନ ଚାଳିଶା ଖୋଦିତ ହୋଇଥିବା ଦେଖିବାକୁ ମିଳିଛି । ତାହାକୁ ପ୍ରସ୍ତୁତ କରିଛନ୍ତି…

ସାଂସଦ ନବନୀତଙ୍କୁ ବମ୍ବେ ହାଇକୋର୍ଟରୁ ଜୋରଦାର ଝଟକା, ଜାତି ପ୍ରମାଣପତ୍ର ଖାରଜ, ଲାଗିଲା ୨ ଲକ୍ଷ ଜରିମାନା

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀରୁ ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କୁ ବମ୍ବେ ହାଇକୋର୍ଟରୁ ଲାଗିଲା ଜୋରଦାର ଝଟକା । ଅଦାଲତ ନବନୀତଙ୍କ କାଷ୍ଟ ସାର୍ଟିଫିକେଟ୍ ବା ଜାତି ପ୍ରମାଣତ୍ର ଖାରଜ କରିଛନ୍ତି । ଏଥିସହ…

ମେସିଙ୍କୁ ପଛରେ ପକାଇଲେ ସୁନିଲ ଛେତ୍ରୀ, ଅନ୍ତର୍ଜାତୀୟ ମ୍ୟାଚରେ ଅଧିକ ଗୋଲ କରିବାରେ ଦ୍ୱିତୀୟ ସ୍ଥାନକୁ ଉଠିଲେ

ନୂଆଦିଲ୍ଲୀ : ଭାରତୀୟ ଫୁଟବଲ ଦଳର ତାରକା ଷ୍ଟ୍ରାଇକର ସୁନିଲ ଛେତ୍ରୀ ଗୋଲ ଦେବାରେ ଆର୍ଜେଂଟିନା ଦଳର ସୁପର ଷ୍ଟାର ଖେଳାଳି ଲିଓନେଲ ମେସିଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛନ୍ତି । ୩୬ ବର୍ଷୀୟ ଛେତ୍ରୀ…

ବଦଳିଗଲା ସ୍ୱର, ଟିକା ଲଗାଇବେ ଅଖିଳେଶ ଯାଦବ, କହିଲେ- ଏହା ଭାରତ ସରକାରଙ୍କ ଭ୍ୟାକ୍ସିନ

ଲଖନଉ : ଏହା ବିଜେପି ଭ୍ୟାକ୍ସିନ । ତେଣୁ ମୁଁ ଟିକା ନେବି ନାହିଁ । କରୋନାର ପ୍ରଥମ ଲହର ସମୟରେ ଏହି ମନ୍ତବ୍ୟ ଦେଇଥିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ । ହେଲେ ଦ୍ୱିତୀୟ ଲହରରେ ତାଙ୍କ ସ୍ୱର ବଦଳି ଯାଇଛି ।…

ଘରେ କେହି ନ ଥିବା ବେଳେ ନାବାଳିକାକୁ ବଳପୂର୍ବକ ବଳାତ୍କାର କଲେ ବୃଦ୍ଧ; କାହାକୁ କହିଲେ ମାରିଦେବାକୁ ଦେଇଥିଲେ ଧମକ…

ପୁରୀ (ଓଡ଼ିଶା ଭାସ୍କର) : ଘରେ କେହି ନଥିବାର ସୁଯୋଗ ନେଇ ଘର ଭିତରେ ପଶି ଜଣେ ନାବାଳିକାକୁ ବଳପୂର୍ବକ ବଳାତ୍କାର କରିବା ଅଭିଯୋଗରେ ବାସେଳୀ ସାହି ଥାନା ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ…

ଆଇପିଏଲର ଦ୍ୱିତୀୟ ଭାଗ ସେପ୍ଟେମ୍ବର ୧୯ରେ ଆରମ୍ଭ, ଅକ୍ଟୋବର ୧୫ରେ ଫାଇନାଲ୍‌ ମୁକାବିଲା : ବିଦେଶୀ ଖେଳାଳିଙ୍କୁ ନେଇ ଚିନ୍ତାରେ ବିସିସିଆଇ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟାେବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସ୍ଥଗିତ ଆଇପିଏଲର ଦ୍ୱିତୀୟ ଭାଗ । ୟୁନାଇଟେଡ ଆରବ ଏମିରେଟ୍ସର ଦୁବାଇ , ଶାରଜା ଓ ଆବୁଧାବିରେ ସମସ୍ତ ମ୍ୟାଚ…

ବିଧବା ମହିଳାଙ୍କୁ ଅପହରଣ ପରେ ୨ଦିନ ଧରି କାଜୁଜଙ୍ଗଲରେ ଗଣଦୁଷ୍କର୍ମ ଅଭିଯୋଗ, ନାବାଳକ ସମେତ ୩ଜଣ ଗିରଫ

କେନ୍ଦୁଝର,(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ପରିବାବିକି ଘରକୁ ଫେରୁଥିବା ଜଣେ ବିଧବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ…

ବାଲେଶ୍ୱର ଓ ଭଦ୍ରକରେ “ୟଶ’ କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍‌, ଆଜି କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲାରେ…

ବାଲେଶ୍ୱର/ ଭଦ୍ରକ, ୭ା୬ (ଓଡ଼ିଶା ଭାସ୍କର): ନିକଟ ଅତୀତରେ ବାତ୍ୟା "ୟଶ' ଓଡ଼ିଶାରେ ପ୍ରଭୁତ କ୍ଷତି ଘଟାଇ ଯାଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲା । ତେବେ…