ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା: କାଲିଠୁ ବନ୍ଦ ରହିବ ପ୍ରାଥମିକ ବିଦ୍ୟାଳୟ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ବାୟୁ ପ୍ରଦୂଷଣ ସମସ୍ୟା ବଢିବାର ଲାଗିଛି । ଫଳରେ ଦିଲ୍ଲୀବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଦୀପାବଳି ପରଠାରୁ ଏଠାକାର ସ୍ଥିତି ଖରାପ ହେବାର ଲାଗିଛି । ବିଶେଷ କରି…