କମ ସମୟରେ ଓଜନ କମାଇବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହି ଖାଦ୍ୟ, ୭ ଦିନରେ ମିଳିବ ରେଜଲ୍ଟ

ସାଧାରଣତଃ ଆଜିକାଲି ଓଜନ କମାଇବା ପାଇଁ କିଏ ମର୍ଣ୍ଣିଂ ୱାକ୍ ଯାଉଛନ୍ତି ତ କେହି କେହି ଜିମ୍ ମଧ୍ୟ ଯାଉଛନ୍ତି । ମାତ୍ର ଆମେ ଆପଣଙ୍କୁ ଏଭଳି ଉପାୟ କହିବୁ ଯାହାଦ୍ୱାରା ଆପଣ ନିଜର ଓଜନକୁ ଅତି ସହଜରେ କମାଇପାରିବେ । ଆପଣ…

(Video) ଅମିତାଭ ବଚ୍ଚନଙ୍କ ଭିଡିଓ ଶେୟାର କଲେ IAS: କହିଲେ ଧନୀ ହେବାର ରହସ୍ୟ…

ସୋସିଆଲ ମିଡିଆରେ ସବୁବେଳେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ଯେଉଁଥିରେ ଅନେକ ମଜାଦାର ଘଟଣା ଥାଏ ତ’ ପୁଣି କେତେବେଳେ ଲୋକଙ୍କୁ ଭାବବିହ୍ୱଳ କରିବା ଭଳି । ସେହିଭଳି ଅନେକ ଥର ଆମକୁ ଏଭଳି ଜ୍ଞାନ ମିଳିଥାଏ ଯାହା…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ: ବଢ଼ିଲା ସୁରକ୍ଷା…

ମୁମ୍ବାଇ: ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜୀବନ ପ୍ରତି ବିପଦ ହେବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତାଙ୍କର ସୁରକ୍ଷା କଡ଼ାକଡ଼ି କରାଯାଇଛି । ରାଜ୍ୟର ଗୁଇନ୍ଦା ବିଭାଗ (ଏସଆଇଡି) ଶନିବାର ସନ୍ଧ୍ୟା ଏନେଇ…

ମୁଲାୟମ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର: ମେଦାନ୍ତା ହସ୍ପିଟାଲର ଆଇସିୟୁରେ ହେଉଛନ୍ତି ଚିକିତ୍ସିତ

ସମାଜବାଦୀ ପାର୍ଟୀର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କ ସ୍ଥିତି ଗମ୍ଭୀର ରହିଛି । ଶ୍ୱାସକ୍ରିୟାରେ ଅସୁବିଧା କାରଣରୁ ତାଙ୍କୁ ଗୁରୁଗ୍ରାମରେ ମେଦାନ୍ତା ହସ୍ପିଟାଲର ଆଇସିୟୁ-୫ ରେ ସିଫ୍ଟ କରାଯାଇଛି । ତାଙ୍କୁ…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଟିମ ଘୋଷଣା: ଧୱନଙ୍କୁ ମିଳିଲା ନେତୃତ୍ୱ

ନୂଆଦିଲ୍ଲୀ: ଟି-୨୦ ସିରିଜ ପରେ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଏହି ସିରିଜ ପାଇଁ ରୋହିତଙ୍କ ବଦଳରେ ଶିଖର ଧୱନଙ୍କୁ ମିଳିଛି ନେତୃତ୍ୱ । ଏହାସହ ଟି-୨୦ ଦଳ ମଧ୍ୟ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି…

(Video) ମାଡ଼ି ଆସୁଛି କି ବିପଦ! ବର୍ଷା ବିଜୁଳିରେ ଭୁଶୁଡ଼ିଲା ୧୧୬ ବର୍ଷର ପୁରୁଣା ଚର୍ଚ୍ଚ…

ପ୍ରବଳ ବର୍ଷା ବିଜୁଳିରେ ଭାଙ୍ଗିଲା ଚର୍ଚ୍ଚ । ପାଖାପାଖି ୧୧୬ ବର୍ଷର ପୁରୁଣା ଚର୍ଚ୍ଚ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଲୋକଙ୍କ ମନରେ ଅନେକ ଆଶଙ୍କା । ଚର୍ଚ୍ଚ ନଷ୍ଟ ହେବା, ଆଗକୁ କିଛି ବିପଦର…

ସ୍କାନ ଆଣ୍ଡ୍ ପେ ଫିଚର ଲଞ୍ଚ କଲା CRED: ପାର୍ଟନର ମର୍ଚ୍ଚାଣ୍ଟ ଉପରେ ମିଳିବ ୨ ଗୁଣା ରିୱାର୍ଡ ପଏଣ୍ଟ…

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ପେମେଣ୍ଟ ପ୍ଲାଟଫର୍ମ କ୍ରେଡ୍ (CRED) ଏବେ ୟୁଜର୍ସଙ୍କୁ ସ୍କାନ ଏବଂ ୟୁପିଆଇ ଟ୍ରାଞ୍ଜାକ୍ସନ ସୁବିଧା ଉପଲବ୍ଧ କରାଇବ । କ୍ରେଡ୍ କହିଛି ଯେ ଏହାଦ୍ୱାରା ୟୁଜରଙ୍କୁ ବ୍ରାଣ୍ଡ୍ସ ଉପରେ ଡିଲ୍ସ…

ପ୍ଲେନରେ କାହିଁକି ଫ୍ଲାଇଟ ମୋଡରେ ରଖାଯାଏ ମୋବାଇଲ? ଜାଣନ୍ତୁ କ’ଣ ରହିଛି କାରଣ…

ନୂଆଦିଲ୍ଲୀ: ଫ୍ଲାଇଟରେ ଯାତ୍ରା ସମୟରେ ଆଟେଣ୍ଡାଣ୍ଟଙ୍କ ତରଫରୁ ବିଭିନ୍ନ ପ୍ରକାରର ନିର୍ଦ୍ଦେଶ ଶୁଣିବାକୁ ମିଳିଥାଏ । ନିଜ ଜିନିଷ ସୁରକ୍ଷିତ ରଖିବାଠାରୁ ଆରମ୍ଭ କରି ମୋବାଇଲକୁ ଫ୍ଲାଇଟ ମୋଡରେ ରଖିବା ପାଇଁ ନିର୍ଦ୍ଦେଶ…

ଗ୍ରାହକ ପାଇବେ ୫୦ ଲକ୍ଷର Insurance: IRCTCରେ ଟିକେଟ ବୁକ କଲେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ପୂଜା ମହୋତ୍ସବ ଉପଲକ୍ଷେ ଯାତ୍ରୀମାନଙ୍କ ପାଇଁ ବଡ ଉପହାର ଆଣିଛି ଆଇଆରସିଟିସି । ଟିକେଟ ବୁକ କରିବା ଦ୍ୱାରା ଆଉ ଏକ ବଡ ଫାଇଦା ଉଠାଇପାରିବେ ଗ୍ରାହକ । ଆଇଆରସିଟିସି ତରଫରୁ ଏହି ଟୁର ପ୍ୟାକେଜ ଲଞ୍ଚ…

୩୫୦୦ ଫୁଟ ଉପରେ ଉଡ଼ୁଥିଲା ବିମାନ: ଭୁପୃଷ୍ଠରୁ ବାଜିଲା ଗୁଳି, ଆଉ ତା’ପରେ …

ମ୍ୟାଁମାରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ପ୍ରକୃତରେ ଭୁପୃଷ୍ଠରୁ ଚଳାଯାଇଥିବା ଗୁଳି ଆକାଶରେ ଉଡ଼ୁଥିବା ଏକ ବିମାନର ଯାତ୍ରୀଙ୍କ ଦେହରେ ବାଜିଛି । ଏହା ଯୋଗୁଁ ଯାତ୍ରୀ ଆହତ ହୋଇଛନ୍ତି । ମ୍ୟାଁମାର ନାସନାଲ…