ଭଡ଼ାରେ ମିଳୁଛି ଜେଲ ରୁମ୍: ରହିଲେ ହେବ ଗ୍ରହ ଖଣ୍ଡନ…

ଲୋକମାନେ ଜ୍ୟୋତିର୍ବିଦ୍ କିମ୍ବା ପୂଜକଙ୍କ ଠାରୁ ବିବାହ, ଚାକିରି, ଉଚ୍ଚଶିକ୍ଷା କିମ୍ବା ଲକ୍ଷ୍ୟ ହାସଲ ପାଇଁ ଏବଂ ଜୀବନରେ ସଫଳ ହେବା ପାଇଁ ପରାମର୍ଶ ନେଇଥାନ୍ତି । ଅନେକ ସମୟରେ ଲୋକମାନେ ରିଷ୍ଠଖଣ୍ଡନ ପାଇଁ ବିଭିନ୍ନ…

ମଲ୍ଲିକାର୍ଜୁନ ଖଡଗେ ହେବେ କଂଗ୍ରେସର ଅଧ୍ୟକ୍ଷ ! ତାଙ୍କ ଆଗରେ ତିଷ୍ଠି ପାରିବେ ନାହିଁ ଶଶି ଥରୁର, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦୀର୍ଘ ସମୟ ଧରି ଜାରି ମାନସ ମନ୍ଥନ, କଳ୍ପନା ଜଳ୍ପନା ଏବଂ ଅନେକ ରାଜନୈତିକ ଡ୍ରାମା ପରେ ଚିତ୍ର ଏବେ ସ୍ପଷ୍ଟ ହୋଇଛି। ପାର୍ଟି ପ୍ରମୁଖ ପାଇଁ ମଇଦାନରେ ରାଜ୍ୟସଭାରେ…

ଅନେକ ରୋଗର କାରଣ ହୋଇପାରେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା: ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଅନେକ ସମୟରେ ଆମେ ଅଫିସ୍ କିମ୍ବା ୱାର୍କଆଉଟ୍ ରେ ଯିବା ସମୟରେ ପ୍ଲାଷ୍ଟିକ୍ ବୋତଲରେ ପାଣି ନେଇ ଯାଇଥାଉ । ଅନେକ ସ୍ଥାନରେ ପାଣି ପିଇବା ପାଇଁ ପ୍ଲାଷ୍ଟିକ୍ ଗ୍ଲାସର ବ୍ୟବହାର କରାଯାଇଥାଏ । କିନ୍ତୁ ବିଶେଷଙ୍କ ଅନୂଯାୟୀ…

ପ୍ଲିଜ଼ ମତେ ଟିକେ ପାଣି ଦିଏ,ମତେ ବଞ୍ଚେଇ ଦିଅ ; ଏଭଳି ନିଆଁରେ ଜଳି ନେହୁରା ହେଉଥିଲା ସ୍ତ୍ରୀ ଆଉ ସ୍ୱାମୀ କରୁଥିଲା ଭିଡିଓ

ବକ୍ସାର:ବିହାରର ବକ୍ସାରରେ ଏକ ଏଭଳି ଘଟଣା ସାମ୍ନା କୁ ଆସିଛି ଯାହା ମାନବିକତା ପାଇଁ ବେଶ ଲଜ୍ଜାଜନକ ଅଟେ । ଏଠାରେ ସ୍ୱାମୀଙ୍କ ଅବୈଧ ସମ୍ପର୍କକୁ ବିରୋଧ କରିବା ମହଙ୍ଗା ପଡିଛି। ସ୍ୱାମୀ ଶାଶୁଘର ସହିତ ପତ୍ନୀଙ୍କୁ…

ବିଜୁଳି ଚୋରି ଉପରେ ଟେକ୍ନୋଲୋଜୀ ଲଗାଇବ ଲଗାମ: କ୍ୱାଲକମ୍ ଆଣିଲା ସମାଧାନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିଲ୍ଲୀରେ ଷଷ୍ଠ ଇଣ୍ଡିଆ ମୋବାଇଲ କଂଗ୍ରେସର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ପ୍ରଗତି ମଇଦାନରେ ଆୟୋଜିତ ପ୍ରଦର୍ଶନୀର ପରିଦର୍ଶନ କରିଥିଲେ ଏବଂ ଭିନ୍ନ ଭିନ୍ନ…

LIC Recruitment 2022: LIC ଅଧିକାରୀ ହେବାର ସୁବର୍ଣ୍ଣ ସୁଯୋଗ , ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ରେ ଚାକିରି କରିବାକୁ ଯୋଜନା କରୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ ଅଛି। ଏଥିପାଇଁ ମୁଖ୍ୟ ବୈ ଷୟିକ ଅଧିକାରୀ (ସିଟିଓ), ମୁଖ୍ୟ ଡିଜିଟାଲ ଅଫିସର…

ସେପ୍ଟେମ୍ବରରେ GST କଲେକ୍ସନ ୧.୪ ଲକ୍ଷ କୋଟି: ଲଗାତାର ୭ମ ମାସ ପାଇଁ ରେକର୍ଡ ସଂଗ୍ରହ

ନୂଆଦିଲ୍ଲୀ: ମହମାରୀ ପ୍ରଭାବରୁ ବାହାରିବା ପରେ ସରକାରଙ୍କ ଆୟରେ ସ୍ଥିରତା ଦେଖିବାକୁ ମିଳିଛି । ସେପ୍ଟେମ୍ବରରେ ଲଗାତାର ୭ମ ମାସରେ ଜିଏସଟି ସଂଗ୍ରହ (GST Collection)୧.୪ ଲକ୍ଷ କୋଟି ଟଙ୍କା ପାର୍ କରିଛି । ଅର୍ଥ…

ଗାଇ ନୁହେଁ ବରଂ ଏହି କାରଣରୁ ଛେଳି କ୍ଷୀର ପିଉଥିଲେ ବାପୁଜୀ ,ଆପଣ ମଧ୍ୟ ଜାଣି ରଖନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ଜୀବନ ଏକ ପୁସ୍ତକ ପରି। ଏବଂ ତାଙ୍କ ନୀତି ଆଦର୍ଶ ବହୁତ ସରଳ। ଗାନ୍ଧୀଙ୍କ ଜୀବନଶୈଳୀ ଆଜି ବି ଆମକୁ ପ୍ରେରଣା ଯୋଗାଇ ଥାଏ। ବାପୁଙ୍କ ରୁଟିନ୍ ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା । ସେଥିପାଇଁ…

PUC ନଥିଲେ ଏହି ତାରିଖରୁ ମିଳିବନି ପେଟ୍ରୋଲ: ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । ଏହାରି ମଧ୍ୟରେ ସେ ଏହାକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ…

PFIର ହିଟ୍ ଲିଷ୍ଟରେ ୫ ଆରଏସଏସ ନେତାଙ୍କ ନାମ, ମିଳିବ Y ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ: ଦେଶରେ ନିଷେଧ ଚରମପନ୍ଥୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ହିଟ୍ ଲିଷ୍ଟରେ କେରଳର ପାଞ୍ଚ ଆରଏସଏସ ନେତା। କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିର ଇନପୁଟରୁ ଏହି ସୂଚନା ସାମ୍ନାକୁ ଆସିଛି। ସମ୍ଭାବିତ ବିପଦକୁ…