ମାନସିକ ସ୍ୱାସ୍ଥ୍ୟ ପାଇଁ “ସ୍ଲୋ ପଏଜନ’ ସୋସିଆଲ ମିଡିଆର ଅଧିକ ବ୍ୟବହାର: ରିସର୍ଚ୍ଚରେ ବଡ଼ ଖୁଲାସା
ନୂଆଦିଲ୍ଲୀ: କରୋନା ମହାମାରୀ ପରେ ସୋସିଆଲ ମିଡିଆର ବ୍ୟବହାର ଅନେକ ଗୁଣା ବଢ଼ିଛି । ଡିଜିଟାଲ ଦୁନିଆର ଉପଯୋଗ ଆମ ସ୍ୱାସ୍ଥ୍ୟ ସହ ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଛି । କରୋନା କାଳରେ ଲକଡାଉନ ଲଗାଇବା ସହ ଲୋକଙ୍କୁ…