T 20 World Cup: କ’ଣ ଏବେ ମଧ୍ୟ ଟି-୨୦ ବିଶ୍ଵ କପ୍ ଦଳରେ ସାମିଲ୍ ହୋଇ ପାରିବେ ମହମ୍ମଦ ଶାମି ?
ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ପାଇଁ ଘୋଷିତ ଭାରତୀୟ ଦଳକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠୁଛି। ଏସିଆ କପରେ ଯେଉଁଭଳି ଭାବେ ଭାରତୀୟ ବୋଲିଂର ଅବସ୍ଥା ଘଟିଲା, ଏହାକୁ ନେଇ ଟି-୨୦ ବିଶ୍ଵ କପର ଦଳ ଚୟନକୁ ନେଇ ଭିନ୍ନ…