ଶ୍ଵଶୁର କରିଦେଲା ବୋହୁ ନାଁରେ ସମ୍ପତ୍ତି, ରାଗରେ କୁରାଢ଼ିରେ ମୁଣ୍ଡ ଗଣ୍ଡି ଅଲଗା କଲା ଶାଶୁ

ୟୁପି: ସମ୍ପତ୍ତି ପାଇଁ ସ୍ୱାମୀକୁ ହାଣିଲା ସ୍ତ୍ରୀ ଆଉ ପରେ ବିଷ ପିଇ କଲା ଆତ୍ମହତ୍ୟା ଉଦ୍ୟମ । ଉତ୍ତରପ୍ରଦେଶର ଆମ୍ବେଦକର ନଗର ଜିଲ୍ଲାରେ ଏହିଭଳି କିଛି ଲୋମହର୍ଷକ ଘଟଣା ଦେଖିବାକୁ ମିଳିଛି । ଜଣେ ୭୪ ବର୍ଷ ବୟସ୍କା…

ଗଣଦୁଷ୍କର୍ମ ପରେ ମହିଳାଙ୍କ ପ୍ରାଇଭେଟ ପାର୍ଟରେ ପୁରାଇଦେଲେ ବୋତଲ: ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ

ରାଜସ୍ଥାନ: ଦେଶରେ ଜନସଂଖ୍ୟା ସହିତ ବଢିବାରେ ଲାଗିଛି ଅତ୍ୟା ଦୁଷ୍କର୍ମ ଭଳି ବିଭିନ୍ନ ଅପରାଧ । ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଭରତପୁର ଅଞ୍ଚଳରେ । ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ସହିତ…

‘ଆମ ରକ୍ତରେ ତିଆରି ହୋଇଥିଲା କଂଗ୍ରେସ’: ଗୁଲାମ ନବୀ ଆଜାଦ

କଂଗ୍ରେସର ପୂର୍ବ ନେତା ଗୁଲାମ ନବୀ ଆଜାଦ ରବିବାର ଜମ୍ମୁର ସୈନିକ କଲୋନୀରେ ଜନସଭାକୁ ସମ୍ବୋନ୍ଧିତ କରିଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି । ଆଜାଦ କହିଛନ୍ତି ଯେ କଂଗ୍ରେସ ଆମ ରକ୍ତରେ ତିଆରି…

(Video) ହସ୍ପିଟାଲରୁ ବାଇକ୍ ଚୋରି କରୁଛି ଚୋର: ସିସିଟିଭିରେ କଏଦ ହେଲା ଭିଡିଓ…

ଖୋର୍ଦ୍ଧା: ବାଇକ୍ ଚୋରିର ଅନେକ ଭିଡିଓ ଆପଣ ଦେଖିଥିବେ । କେମିତି ଅଭିନବ ଉପାୟରେ ବାଇକ ଚୋରି କରିଥାନ୍ତି ଚୋର । ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଥାଏ । ଆଉ ଏବେ ଏଭଳି ଏକ ବାଇକ୍ ଚୋରିର ଘଟଣା ସାମ୍ନାକୁ ଆସିଛି ।…

ND TV ସେୟାର କିଣିବାରେ ଦରକାର ନାହିଁ… ଏମିତି କାହିଁକି କହିଦେଲେ ଅଦାନୀ ଗ୍ରୁପ?

ନୂଆଦିଲ୍ଲୀ: ND TVର ସେୟାର କିଣିବା ପାଇଁ ଆୟକର ବିଭାଗର ମଞ୍ଜୁରୀ ଆବଶ୍ୟକତା ନାହିଁ । ବିଭାଗ ପକ୍ଷରୁ ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି କୁହାଯାଇଛି । ଏ ନେଇ ଅଦାନୀ ଗ୍ରୁପ ଏକ ବୟାନ ଜାରି କରିଥିବା ବେଳେ…

“ମୁସଲମାନ ହେଇଯାଅ, ନହେଲେ ମୁଣ୍ଡକାଟ ହେବ’: ଧମକପୂର୍ଣ୍ଣ ଚିଠିକୁ ନେଇ ଆତଙ୍କିତ ଇଞ୍ଜିନିୟରଙ୍କ ପରିବାର

ନୂଆଦିଲ୍ଲୀ: ଅନେକ ସମୟରେ ବେଆଇନ ଭାବରେ ଧର୍ମ ପରିବର୍ତ୍ତନ କରାଉଥିବାର ଖବର ସାମ୍ନାକୁ ଆସିଛି । ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ରାଜସ୍ଥାନରେ ଜଣେ ଇଞ୍ଜିନିୟରଙ୍କୁ ମୁସଲମାନ…

ଆଜି ଭେଟେରାନ୍ ଅଭିନେତା ଋଷି କପୁରଙ୍କ ଜନ୍ମବାର୍ଷିକୀ: ସ୍କ୍ରିନରେ ରୋମାଣ୍ଟିକ ହିରୋ ଭୂମିକାରେ କରିଥିଲେ ରାଜ୍

ମୁମ୍ବାଇ: ଆଜି ଭେଟେରାନ୍ ଅଭିନେତା ଋଷି କପୁରଙ୍କ ଜନ୍ମବାର୍ଷିକୀ | ଯଦିଓ ଅଭିନେତା ଦୁନିଆରେ ନାହାଁନ୍ତି, ତଥାପି ତାଙ୍କ ପ୍ରଶଂସକଙ୍କ ଅଭାବ ନାହିଁ | ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିବା ଏହି…

ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂତନ କୁଳପତି ଭାବରେ ନିଯୁକ୍ତି ହେଲେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା

ଭୁବନେଶ୍ୱର : ଓଡିଶା ୟୁନିଭର୍ସିଟି ଆକ୍ଟ ୧୯୮୯ ର ଧାରା ୬ ର ସବ୍ ସେକ୍ସନ୍ ୭ ରେ ଦିଆ ଯାଇଥିବା କ୍ଷମତା ପ୍ରୟୋଗରେ ମାନ୍ୟବର ରାଜ୍ୟପାଳ ଓଡ଼ିଶା ପ୍ରଫେସର ଗଣେଶ ଲାଲ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ଜଗନ୍ନାଥ…

ଭାରତ ବିପକ୍ଷରେ ଏହି ବୋଲରଙ୍କୁ ଖେଳାଇବାକୁ ବାଧ୍ୟ ପାକିସ୍ତାନ, ଖରାପ ଫର୍ମ କାରଣରୁ ଦଳରୁ ହୋଇଥିଲେ ବାହାର

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଏସିଆ କପ ୨୦୨୨ର ସୁପର ୪ର ଦ୍ଵିତୀୟ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାୟମରେ ସନ୍ଧ୍ୟା ୭ଟା୩୦ରୁ ଆରମ୍ଭ ହେବ। ତେବେ ଦୁଇ ଦଳ ଆହତଜନିତ…

ନୀତିଶ କୁମାରଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ଵପ୍ନକୁ ଧୂଳିସାତ କରିଦେବେ ମମତା ? ୨୦୨୪ରେ ଏକାକୀ ଲଢିବ ଟିଏମସି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ପରେ ଦେଶରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଉ କିଏ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି କି ? ଏହି ପ୍ରଶ୍ନ ଜନମାନସରେ ସର୍ବଦା ଉଙ୍କି ମାରି ଆସିଛି। ଏମିତିରେ ୨୦୨୪ରେ ସାଧାରଣ…