ଭ୍ରୁଣ ହୋଇନଥିଲା ବିକଶିତ, ଡାକ୍ତର କରିଦେଲେ ସର୍ଜରୀ… ଏବେ ମୃତ୍ୟୁ ସହ ଲଢ଼ୁଛନ୍ତି ଗର୍ଭବତୀ
ନୂଆଦିଲ୍ଲୀ: ଜଣେ ୬ ମାସର ଗର୍ଭବତୀ ଏବେ ହସ୍ପିଟାଲରେ ଜୀବନ ସହ ଲଢ଼ୁଛନ୍ତି । ତାହାବି ପୁଣି ଡାକ୍ତରଙ୍କ ଆଗୁଆ ସର୍ଜରୀ କାରଣରୁ । ଆସମର କରିମଗଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯେଉଁଠାରେ ଜଣେ ଡାକ୍ତର…