ଜିଏସ୍‌ଟି କମିଶନର ଭାବେ ଦାୟିତ୍ୱ ନେଲେ ସଞ୍ଜୟ ସିଂହ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ବାଣିଜ୍ୟ କର ତଥା ଜି.ଏସ୍‌.ଟି କମିଶନର ଭାବେ ମଙ୍ଗଳବାର ଅପରାହ୍ନରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅତିରିକ୍ତ…

ଅଗ୍ରପୂଜ୍ୟ ଗଜାନନଙ୍କ ଆଗମ ପାଇଁ ଟ୍ୱିନ୍‌ସିଟି ଉତ୍ସବ ମୁଖର , ପ୍ରଦୂଷଣ ମୁକ୍ତ ପୂଜା ପାଳନ ପାଇଁ ଆହ୍ୱାନ

ଭୁବନେଶ୍ୱର/କଟକ (ଭାସ୍କର ନ୍ୟୁଜ୍‌): ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ପାଇଁ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱର ଉତ୍ସବମୁଖର ହୋଇଉଠିଛି । ଗତ ୨ବର୍ଷ ହେବ କରୋନା ମହାମାରୀ ପାଇଁ ଏହି ପୂଜା ନିରାଡ଼ମ୍ବର ଭାବେ ପରଦା ଭିତରେ…

ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ଦେହାନ୍ତ

ମୋସ୍କ: ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ…

ବୈଜ୍ଞାନିକ ତିଆରି କଲେ ମସ୍ତିଷ୍କ ଓ ସ୍ପନ୍ଦିତ ହୃତ୍‌ପିଣ୍ଡ ଥିବା ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୂଣ, ଚାଲିଛି ଅଧିକ ଗବେଷଣା

ନୂଆଦିଲ୍ଲୀ: କେମ୍ପ୍ରିଜ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମସ୍ତିଷ୍କ, ସ୍ପନ୍ଦିତ ହୃତ୍‌ପିଣ୍ଡ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ପାଇଁ ମୂଳାଧାର ବା ‘ବିଲଡିଙ୍ଗ୍‌ ବ୍ଲକ୍‌’ ଥିବା ବିଶ୍ୱର ପ୍ରଥମ କୃତ୍ରିମ…

ଆଜି ପବିତ୍ର ଗଣେଶ ପୂଜା, ଧରାପୃଷ୍ଠରେ ଅବତରଣ କରିବେ ବିଘ୍ନ ବିନାଶକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆଜି ପବିତ୍ର ଗଣେଶ ପୂଜା । ଗଣେଷ ଚତୁର୍ଥୀରେ ଧରା ପୃଷ୍ଠରେ ଅବତରଣ କରିବେ ଗଜାନନ । ପୂଜାକୁ ନେଇ ଉତ୍ସବ ଉତ୍ସବ ମୁଖର ଗାଁଠୁ ସହର। ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ…

ଆଫଗାନିସ୍ତାନର ଲଗାତାର ଦ୍ୱିତୀୟ ବିଜୟ: ବାଂଲାଦେଶକୁ ହରାଇ ସୁପର ୪ରେ ଏଣ୍ଟ୍ରି

ନୂଆଦିଲ୍ଲୀ: ଏସିଆ କପ୍ ରେ ଆଫଗାନିସ୍ତାନର ଦ୍ୱିତୀୟ ବିଜୟ । ମଙ୍ଗଳବାର ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଏସିଆ କପ୍ ୨୦୨୨ ର ତୃତୀୟ ମ୍ୟାଚ୍ ରେ ବିଜୟ ହାସଲ କଲା ଆଫଗାନିସ୍ତାନ । ଶାରଜାହ କ୍ରିକେଟ…

ଅମିତାଭଙ୍କ ଜୀବନ୍ତ ପ୍ରତିମା ତିଆରି କଲେ ଫ୍ୟାନ୍, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍….

ନୂଆଦିଲ୍ଳୀ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ ହୁଏତ କେହି ଏମିତି ଥିବ ଯିଏ ଜାଣିନଥିବ । ନିଜର ଅଭିନୟ ଦ୍ୱାରା ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି ବିଗ୍ ବି । ଦେଶରେ ଘରେ ଘରେ ସେ…

ପ୍ରତିଦିନ ୮୦ ହତ୍ୟା, ପ୍ରତିଘଣ୍ଟାରେ ୩ ବଳାତ୍କାର…. ଜାଣନ୍ତୁ ଗତବର୍ଷ କେତେ ହୋଇଥିଲା ଦେଶରେ ଅପରାଧ…

ନୂଆଦିଲ୍ଲୀ: ସ୍ୱାଧୀନତାକୁ ପୂରିଛି ୭୫ ବର୍ଷ । ଏହି ୭୫ ବର୍ଷରେ ଦେଶ ବେଶ୍ ଆଗକୁ ବଢ଼ିଛି । କିନ୍ତୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଏହି ଅବଧି ମଧ୍ୟରେ ଦେଶରେ ଅପରାଧ ମଧ୍ୟ ୧୦ ଗୁଣା ବଢ଼ିଛି । ଏହି ସୂଚନା ନାସନାଲ…

ବ୍ୟବସାୟ ବାଣ୍ଟିଲେ ମୁକେଶ ଅମ୍ବାନୀ ! ତିନି ସନ୍ତାନଙ୍କୁ ମିଳିଲା ଏହି ଦାୟିତ୍ୱ…

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବା ପରେ ଏବେ ନୂଆ ପିଢ଼ୀକୁ ନେତୃତ୍ୱ ଦେଉଛନ୍ତି । ସୋମବାର କମ୍ପାନୀର ୪୫ ତମ ବାର୍ଷିକ ସାଧାରଣ…

ପୋଲସରାରେ ଖୋଲିବ ସରକାରୀ ITI, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ITI ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ITI ସଂଖ୍ୟା ୬ରେ ପହଞ୍ଚିଲା । ପୂର୍ବରୁ ଛତ୍ରପୁର,…