ଜେଲରେ ନିଜ ଗୁପ୍ତାଙ୍ଗ କାଟିଦେଲା କଏଦୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଜେଲରେ ନିଜ ଗୁପ୍ତାଙ୍ଗ କାଟିଦେଲା କଏଦୀ । ଦୁଷ୍କର୍ମ ମାମଲାରେ ଦଣ୍ଡ ଭୋଗୁଥିବା ଜଣେ କଏଦୀ ବ୍ଲେଡରେ ନିଜ ଗୁପ୍ତାଙ୍ଗ କାଟିଦେଇଥିଲେ । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…