(Video) ପାକିସ୍ତାନୀ ରିପୋର୍ଟରଙ୍କ ଅଜବ ଅନ୍ଦାଜ, ବେକେ ପାଣିରେ ପସିଗଲେ… ଆଉ ତା’ପରେ…

ନୂଆଦିଲ୍ଲୀ: ଲାଇଭ ରିପୋର୍ଟିଂ କରିବା ସହଜ କଥା ନୁହେଁ । ରିପୋର୍ଟର ସ୍ଥିତିର ସଠିକ୍ ଚିତ୍ର ଦେଖାଇବା ପାଇଁ ବେଳେବେଳେ କିଛିବି କରିଥାନ୍ତି । ଏମିତିକି ନିଜ ଜୀବନକୁ ବିପଦରେ ପକାଇଥାନ୍ତି । ଏମିତି ଏବେ ଜଣେ…

କି ଅଦ୍ଭୁତ ଘଟଣା! ମହିଳାଙ୍କ ପିଠି ଉପରେ ଖେଳୁଥିଲା ଭୟଙ୍କର କୋବ୍ରା, ଆଉ ତାପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଖୁବ ମଜାଳିଆ ହୋଇଥିବା ବେଳେ ଆଉ କିଛି ଭୟାନକ ହୋଇଥାଏ । ଏହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି…

ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନ କ୍ରୀଡା ପୁରସ୍କାର: ମୁଖ୍ୟମନ୍ତ୍ରୀ ଦେଲେ ବିଜୁ ପଟ୍ଟନାୟକ ଆୱାର୍ଡସ

ଭୁବନେଶ୍ୱର: ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କ୍ରୀଡାବିତମାନଙ୍କୁ ସମ୍ମାନିତ କରିଛି ଓଡିଶା । କ୍ରୀଡା ଜଗତର କିଛି କିମ୍ବଦନ୍ତୀ ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି । ଓଡିଶାର ବୀରପୁତ୍ର ସ୍ୱର୍ଗତ ବିଜୁ…

ବଦଳିବ Relience Retail Businessର ମାଲିକାନା ! କିଏ ନେବେ ଦାୟିତ୍ୱ? ମୁକେଶ ଅମ୍ବାନୀ କଲେ ଖୁଲାସା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(RIL)ର ଆଜି ୪୫ତମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅନେକ ବଡ ବଡ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ରିଲାଏନ୍ସ ହାତରେ ଥିବା ୩ଟି ବିଜନେସକୁ ଏବେ ଭାଗ…

(Video) କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର, ଭିଡ଼ିଗଲେ ସ୍ୱାମୀ-ସ୍ତ୍ରୀ…

ବାଲେଶ୍ୱର: କୋର୍ଟ ପରିସରରେ ଭିଡ଼ିଗଲେ ସ୍ୱାମୀ-ସ୍ତ୍ରୀ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ହେଲା ଟଣାଓଟରା, ମାରପିଟ୍ । ଫ୍ୟାମିଲି କୋଟ୍ ପାଲଟିଗଲା ରଣକ୍ଷେତ୍ର । ମାରପିଟ୍ ଏତେ ବଢ଼ିଗଲା ଯେ ଏମାନଙ୍କ ଝଗଡ଼ାରୋ ହସ୍ତକ୍ଷେପ…

ଏଣିକି Whatsapp ରେ ବି ମିଳିବ ଖାଦ୍ୟ, ଟ୍ରେନରେ ବସି କରନ୍ତୁ ଅର୍ଡର…

ନୂଆଦିଲ୍ଲୀ: ଏବେ ହ୍ୱାଟ୍ସଆପ୍ ଜରିଆରେ ଟ୍ରେନ୍ ରେ ଅର୍ଡର କରନ୍ତୁ ଖାଦ୍ୟ । ତାହାବି ପୂରା ଗରମା ଗରମା ଖାଦ୍ୟ । ଅର୍ଥାତ୍ ଏବେ ଆଉ ଆପଣଙ୍କୁ କୌଣସି ଥାର୍ଡ ପାର୍ଟୀ ଆପ୍ ର ଦରକାର ପଡ଼ିବନି । କେବଳ ହ୍ୱାଟ୍ସଆପ୍ ଜରିଆରେ…

(Video) ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ KISS କରିବାର ଭିଡିଓ ଭାଇରାଲ: ଆଫଗାନିସ୍ତାନରେ ଉଡିଲା ଭାରତର ବିଜୟ ବାନା 

ନୂଆଦିଲ୍ଲୀ: ଜବରଦସ୍ତ ଷ୍ଟାଇଲରେ ପାକିସ୍ତାନଠୁ ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ । ୧୦ ମାସ ତଳେ ଟି-୨୦ ବିଶ୍ୱକପରେ ମିଳିଥିବା ପରାଜୟର ଜବାବ ଦେଇଛି ରୋହିତ ସେନା । କେବଳ ବୋଲିଂରେ ନୁହେଁ, ବ୍ୟାଟିଂରେ ବି କମାଲ କରି…

ଦେଶର ପ୍ରଥମ AC Resturant: ଆଦିମ ଜନଜାତିର ମହିଳା କରିବେ ପରିଚାଳନା

କଳାହାଣ୍ଡି: ଓଡିଶାରେ ସ୍ଥାପନ ହୋଇଛି ଭାରତର ପ୍ରଥମ ଏସି ରେଷ୍ଟୁରାଣ୍ଟ । ଆଦିମ ଜନଜାତିର ମହିଳା ମାନେ ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ଏହି ଏସି ରେଷ୍ଟୁରାଣ୍ଟଟି କେବଳ ଜନଜାତି…

ତିସ୍ତା ସିତଲୱାଡଙ୍କ ଜାମିନ୍ କୁ ଗୁଜରାଟ ସରକାରଙ୍କ ବିରୋଧ, କାଲି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଳୀ: ୨୦୦୨ ଗୁଜରାଟ ଦଙ୍ଗା ସହ ଜଡ଼ିତ ମାମଲାକୁ ନେଇ ଜେଲରେ ଥିବା ତିସ୍ତା ସିତଲୱାଡ଼ଙ୍କ ଜାମିନ୍ ଉପରେ ଆସନ୍ତାକାଲି ଶୁଣାଣି କରିବେ ସୁପ୍ରମିକୋର୍ଟ । ଏହା ପୂର୍ବରୁ ଗୁଜରାଟ ସରକାର ତିସ୍ତାଙ୍କ ଜାମିନ୍ କୁ ନେଇ…

IPLକୁ ନେଇ ବଡ ଘୋଷଣା କଲା Jio: ଏଣିକି ନୂଆ ଷ୍ଟାଇଲରେ କ୍ରିକେଟପ୍ରେମୀ ଦେଖିବେ ଟି-୨୦ ଲିଗ

ନୂଆଦିଲ୍ଲୀ: ରିଲାଏନ୍ସ AGM ୨୦୨୨ରେ କମ୍ପାନୀ JioAirFiberର ଘୋଷଣା କରିଛି । ଏହାଦ୍ୱାରା ଅନେକ କିଛି ଜିନିଷରେ ପରିବର୍ତ୍ତନ ହେବ । ତେବେ ଲୋକପ୍ରିୟ ଟି-୨୦ ଲିଗ IPL ଦେଖିବାର ଅନ୍ଦାଜ ମଧ୍ୟ ବଦଳିବାକୁ ଯାଉଛି ।…