ବନ୍ୟା ଅପଡେଟ୍: ରାତି ୩ ଟା ପର୍ଯ୍ୟନ୍ତ ରହିବ ପିକ୍ ଫ୍ଲୋ, ପ୍ରେସମିଟରେ ସୂଚନା ଦେଲେ SRC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟର ଅନେକ ଜିଲ୍ଲାରେ ଏବେ ବନ୍ୟା ସ୍ଥିତି ଲାଗିରହିଛି । ଅନେକ ଗାଁ ଜଳମଗ୍ନ ହେବା ସହ କିଛି ଗାଁରେ ଘରେ ପାଣି ପଶିଛି । ବନ୍ୟାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର…