ଏପ୍ରିଲ ରୁ ଜୁଲାଇ ମଧ୍ୟରେ ୭୯ ଲକ୍ଷ ପିଲା କରାଇଛନ୍ତି ବାଲ୍ ଆଧାରକାର୍ଡ: UIDAI
ନୂଆଦିଲ୍ଳୀ: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ ) ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ୫ ବର୍ଷରୁ କମ୍ ବୟସର ୭୯ ଲକ୍ଷରୁ ଅଧିକ ପିଲାଙ୍କ ପଞ୍ଜୀକରଣ କରିଛନ୍ତି । ଏନେଇ ଏକ ଅଧିକାରୀକ ବିବୃତ୍ତିରେ…