ସ୍ତ୍ରୀଙ୍କ ଡରରେ ଲୁଚିଥିଲେ ଯୁବକ: ସେପଟେ ଅପହରଣ ହୋଇଛନ୍ତି ଭାବି ଖୋଜୁଛି ପୋଲିସ, ଘଟଣା କ’ଣ?
ଗୋଟିଏ କେସ ସମାଧାନ କରୁ କରୁ ଏକ ହରଣଘଡାରେ ପଡିଯାଇଛି ନିଜେ ପୋଲିସ । ଜଣେ ବ୍ୟକ୍ତିଙ୍କ ଅପହରଣ ଘଟଣାର ତଦନ୍ତ କରୁ କରୁ ଏମିତି ଏକ ମନ୍ତବ୍ୟ ସାମନାକୁ ଆସିଛି ଯାହାକୁ ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛି । ଅପହରଣ…