weather update: ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା ପାଇଁ ୬ ଯନ୍ତ୍ରୀଙ୍କୁ ଦିଆଗଲା ୮ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟାରେ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ…

ଦିଲ୍ଲୀରେ ପଞ୍ଚମ ମଙ୍କିପକ୍ସ ରୋଗୀ ଚିହ୍ନଟ:LNJP ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସମେତ ମଙ୍କିପକ୍ସର ଆତଙ୍କ ମଧ୍ୟ ଦେଖାଦେଇଛି । ଦେଶର ରାଜଧାନୀ ଦିଲ୍ଲୀରୁ ପଞ୍ଚମ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛି । ତେବେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା…

ପ୍ରତିଶୋଧ ନେଲେ ରାଗି ପ୍ରେମିକା, କିଛି ଏଭଳି ମାଧ୍ୟମରେ କରିଲେ ପ୍ରେମିକଙ୍କୁ ଅପମାନ

ନୂଆଦିଲ୍ଳୀ: ଖବର କାଗଜରେ ଆପଣ ଅନେକ ବିଜ୍ଞାପନ ବିଷୟରେ ଆପଣ ଶୁଣିଥିବେ । କିନ୍ତୁ ଖବର କାଗଜ ମାଧ୍ୟମରେ କିଏ ନିଜ ଶତ୍ରୃିତା ଜଣାଇଥିବା ଏଭଳି ଆପଣ କେବେ କି ଜାଣି ନଥିବେ । ଅଷ୍ଟ୍ରେଲୀୟ ଖବରକାଗଜରେ ଏକ ଅସାଧାରଣ…

ସବୁ ଆଡେ ପାଣି ଆତଙ୍କ: ଖାଲି ହେଲାଣି ୧୮ ଗାଁ …

ମଧ୍ୟପ୍ରଦେଶ:ପାଣି ଆତଙ୍କରେ ଗୋଟିଏ ନୁହେଁ ଦୁଇଟି ନୁହେଁ ବରଂ ୧୮ ଟି ଗାଁ ଖାଲି କୁ ପଡିଛି । ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ କରମ ନଦୀ ଉପରେ ନିର୍ମିତ କୋଥେରା ଡ୍ୟାମରୁ ଜଳ ନିଷ୍କାସନ ବୃଦ୍ଧି ପାଉଥିବାରୁ ବର୍ତ୍ତମାନ…

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା: ନିଜ ବାସଭବନରେ ଉଡାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସମାଲ ହୋଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା । ସେ ଆଜି ନିଜ ପତ୍ନିଙ୍କ ସହ ମିଶି ନିଜ ବାସଭବନରେ ଦେଶର ଜାତୀୟ…

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ଅଭିନେତା ଅମୀର ଖାନ୍ : ନିଜ ଘରେ ଉଡାଇଲେ ଜାତୀୟପତାକା

ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା'କୁ ନେଇ ବିବାଦ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଏହି ଚଳଚିତ୍ରକୁ ବୟ କଟ କରିବାକୁ ମଧ୍ୟ ଦାବି ହେଉଛି । ତେବେ ଏହାରି ମଧ୍ୟରେ ଅଭିନେତା ଅମୀର ଖାନ…

ଫ୍ୟାନ ମାନଙ୍କ ମନରେ ଉତ୍କଣ୍ଠା , କ୍ୟାପଟେନ ଆମେରିକା Virgin?

ମାର୍ଭେଲ  ସିନେମାଟିକ ୟୁନିଭର୍ସରେ କ୍ରିସ ଇଭାନ୍ସ ଷ୍ଟିଭ ରୋଜର୍ସ ଆକା କ୍ୟାପଟେନ ଆମେରିକା ଭୂମିକାରେ ନଜର ଆସିଥିଲେ । ଆଉ ଏହି ଚଳଚିତ୍ର ତାଙ୍କୁ କେବଳ ସଫଳତା ଦେଇ ନଥିଲା ବରଂ ଏକ ନାମ ମଧ୍ୟ ଦେଇଥିଲା । ଲୋକେ ତାଙ୍କୁ…

ସୋନିଆଙ୍କ ପିଛା ଛାଡୁନି କରୋନା, ୩ମାସ ଭିତରେ ୩ଥର ପଜିଟିଭ

ନୂଆଦିଲ୍ଲୀ: ପୁଣି କରୋନା ରେ ଆକ୍ରାନ୍ତ ହେଲେ ସୋନିଆ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପୁଣି କରୋନା ପଜିଟିଭ ହୋଇଛନ୍ତି । ଦଳର ସାଂସଦ ତଥା ସାଧାରଣ ସମ୍ପାଦକ ଜୟରାମ ରମେଶ ଏହି ସୂଚନା ଟ୍ୱିଟ ମାଧ୍ୟମରେ ସୂଚନା…

ବଢୁଛି ଜଳସ୍ତର:ହୀରାକୁଦର ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର: ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ କାରଣରୁ ବଢୁଛି ହୀରାକୁଦ ନଦୀର ଜଳସ୍ତର । ଗତକାଲି ୨୦ ଟି ଗେଟ୍ ହେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ପୁଣି ହୀରାକୁଦଖୋଲିଛି ଡ୍ୟାମର ଆଉ ୪ ଟି ଗେଟ୍ । ତେବେ ବର୍ତ୍ତମାନ ମୋଟ…

ସ୍ୱାଧୀନତା ଦିବସ ପୂର୍ବରୁ ସ୍ପେସରୁ ଆସିଲା ବର୍ତ୍ତା, ଦେଖନ୍ତୁ ଏହି ଭିିଡିଓ…

ନୂଆଦିଲ୍ଲୀ: ଭାରତ ବହୁ କଷ୍ଟରେ ସ୍ୱାଧୀନତା ପାଇଛି । ଏଥିରେ କାହିଁ କେତେ ଯେ ବୀର ସୈନକ ମାନଙ୍କ ଲୁହ ଲହୁ ଉଭୟ ବଳି ପାଇଛି । ତେବେ ଦେଶ ଏହା ଭିତରେ ତାର ୭୫ ବର୍ଷ ପୂର୍ତ୍ତି କରୁଛି । ଏହି ଅବସରେ ସ୍ୱେସରୁ ଆସିଛି…