Breaking News ଆଜି ଉପରାଷ୍ଟ୍ରପତି ଭାବେ ଶପଥ ନେବେ “କିଷାନ ପୁତ୍ର” ଜଗଦୀପ ଧନଖଡ Abinash Kumar Dhal Aug 11, 2022 ନୂଆଦିଲ୍ଲୀ:ଆଜି ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖଡ । ଧନଖଡ଼ ଆଜି ୧୨:୩୦ ରେ ଭାରତର ୧୪ ତମ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଶପଥ ଗ୍ରହଣ କରିବେ।…
Featured ଅଗଷ୍ଟ ୧୫ରୁ ଆରମ୍ଭ ହେବ ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗୀକରଣ, ଜାଣନ୍ତୁ କିପରି କରିବେ… Abinash Kumar Dhal Aug 11, 2022 ବାଲେଶ୍ୱର, (ଭାସ୍କର ନ୍ୟୁଜ୍) : ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟାକୁ ଜିଲ୍ଲାରେ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ଅଗଷ୍ଟ ୧୫ତାରିଖ ଦିନ ଜିଲାର ସମସ୍ତ ବ୍ଲକ ଓ ବୁଥସ୍ତରରେ ସ୍ୱତନ୍ତ୍ର…
Featured ଗଞ୍ଜାମରେ ଆରମ୍ଭ ହେଲା ‘ନିରୀକ୍ଷଣ’ ଯୋଜନା: ୧୮ କ୍ଲିନିକ୍ରେ ଗର୍ଭବତୀଙ୍କୁ ମିଳିବ ମାଗଣା ଅଲଟ୍ରାସାଉଣ୍ଡ ସୁବିଧା Abinash Kumar Dhal Aug 11, 2022 ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍): ସୁରକ୍ଷିତ ମାତୃତ୍ୱ ନେଇ ଏକ ଯୋଜନାର ଦିଗରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ବୁଧବାରଠାରୁ ଜିଲ୍ଲାରେ ‘ନିରୀକ୍ଷଣ’ ସୁରକ୍ଷିତ…
Featured ରୁଷର ଅସ୍ତ୍ରଶସ୍ତ୍ର ଅଭାବ ସିରିଆରୁ କିଣୁଛି ଯୁଦ୍ଧାସ୍ତ୍ର: ଗୁପ୍ତଚର ରିପୋର୍ଟ Abinash Kumar Dhal Aug 11, 2022 ନୂଆନିଲ୍ଲୀ : ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ପ୍ରାୟ ୬ ମାସ ହୋଇଗଲାଣି । ଏଭଳି ପରିସ୍ଥିତିରେ ରୁଷର ଅସ୍ତ୍ରଶସ୍ତ୍ରର ଅଭାବ ଦେଖାଦେଇଛି । କେତେକ ଗୁପ୍ତଚର ରିପୋର୍ଟରେ ଦର୍ଶାଯାଇଛି ଯେ ୟୁକ୍ରେନ ଉପରେ ଆକ୍ରମଣ ଜାରି…
Top Stories ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା:୬୦ବର୍ଷ ଉପରେ ମହିଳାଙ୍କୁ ମାଗଣା ବସସେବା Abinash Kumar Dhal Aug 11, 2022 ଲକ୍ଷ୍ନୌ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କହିଛନ୍ତି ଯେ ରାଜ୍ୟ ପରିବହନ ବସ୍ ୬୦ ବର୍ଷ ଉପରେ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ଉତ୍ତରପ୍ରଦେଶ…
Breaking News ଆସନ୍ତା ମାସରେ ବିଶ୍ୱ ରେସଲିଂ ଚାମ୍ପିଅନଶି୍ପ, ଭାରତୀୟ ରେସଲରଙ୍କ ଅସଲ ଶକ୍ତି ପରୀକ୍ଷା Abinash Kumar Dhal Aug 11, 2022 ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମରେ ଚଳିତ ବର୍ଷ ଅନୁଷ୍ଠିତ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ୨୨ ସ୍ୱର୍ଣ୍ଣ ପଦକ ପାଇ ଥିବାବେଳେ ଏଥିରୁ ଅଧିକ ସ୍ୱର୍ଣ୍ଣ ହାସଲ କରିଛନ୍ତି ଭାରତୀୟ ରେସଲର । ପୁରୁଷ ବର୍ଗରେ ଭାରତୀୟ…
Featured ବୟଫ୍ରେଣ୍ଡ ଗୋନୀଙ୍କୁ ବିବାହ କରିବେ ସୁଜୈନ, ଖୁବ୍ଶୀଘ୍ର ପଡିବ ହାତଗଣ୍ଠି Abinash Kumar Dhal Aug 11, 2022 ମୁମ୍ବାଇ: ହ୍ରିତିକ୍ ରୋଶନ ଓ ତାଙ୍କର ପୂର୍ବତନ ପତ୍ନୀ ସୁଜୈନ ଖାନ ଛାଡ଼ ପତ୍ର ପରେ ମଧ୍ୟ ପରସ୍ପରର ଭଲ ବନ୍ଧୁ ହୋଇ ରହିଛନ୍ତି । ଉଭୟଙ୍କୁ ଅନେକ ସମୟରେ ଏକା ସାଥିରେ ସମୟ ବିତେଇବାର ଦେଖିବାକୁ ମିଳେ । ହ୍ରିତିକ୍ ରୋଶନ…
Breaking News ରାଜଧାନୀରୁ ଓମିକ୍ରନର ନୂଆ ଭାରିଏଣ୍ଟ ଚିହ୍ନଟ, ବଢ଼ିଲା ସଂକ୍ରମଣ ଆଶଙ୍କା Abinash Kumar Dhal Aug 11, 2022 ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ରାଜଧାନୀରେ କରୋନା ଓମିକ୍ରନର ଏକ ନୂଆ ପ୍ରଜାତି ଆସିଛି । ଡକ୍ଟର ସୁରେଶ କୁମାର ଏହି ସୂଚନା…
Breaking News ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ୍ ଉଦୟ ଉମେଶ ଲଲିତ, ଆସନ୍ତା ୨୭ରେ ନେବେ ଶପଥ Abinash Kumar Dhal Aug 11, 2022 ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ): ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କୁ ନିଯୁକ୍ତି ଦିଆଯାଇଛି । ଏ ସମ୍ପର୍କିତ ଏକ ବିଜ୍ଞପ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି ।…
Breaking News ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ରାଜ୍ୟବାସୀଙ୍କୁ ରକ୍ଷାବନ୍ଧନର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ Abinash Kumar Dhal Aug 11, 2022 ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ରକ୍ଷାବନ୍ଧନ ଅବସରରେ ଓଡ଼ିଶା ବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କୋଭିଡକୁ ଦୃଷ୍ଟିରେ ରଖି ଗହଳି ନ କରି…