8TH Pay Commission କର୍ମଚାରୀଙ୍କ ଦରମାକୁ ନେଇ ଆସିଲା ବଡ ଅପଡେଟ: ଏମିତି କହିଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ: କର୍ମଚାରୀମାନଙ୍କ ଦରମାକୁ ନେଇ ଏକବଡ ଅପଡେଟ ଦେଇଛନ୍ତି ସରକାର । ଅଷ୍ଟମ ବେତନ ଗଠନ ହେବ କି ନାହିଁ, ସେ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ତେବେ ଅଷ୍ଟମ ବେତନ ଲାଗୁ ହେଲେ କର୍ମଚାରୀମାନଙ୍କ ସାଲାରୀ…